ଗୁଜରାଟରୁ ମେଘାଳୟ ଯାଏ ଭାରତ ଯୋଡୋ ଯାତ୍ରାରେ ବାହାରିବେ ରାହୁଲ ଗାନ୍ଧୀ

ଶବ୍ଦ ଓଡିଶା ବ୍ୟୁରୋ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣିଥରେ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିବେ । ନିଜର ପଦଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟରେ ସେ ଗୁଜରାଟରୁ ମେଘାଳୟକୁ ଯାତ୍ରା କରିବେ । ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପଟେଲ ଗଣମାଧ୍ୟମକୁ ସୂଚନା ଦେଇ ଏହି ଖବର ଦେଇଛନ୍ତି । ଏହି ସମୟରେ ବିଭିନ୍ନ ରାଜ୍ୟରେ ମଧ୍ୟ ନେତା ମାନେ ସମାନ୍ତରାଳ ପଦଯାତ୍ରା କରିବେ । ପଟେଲ ଆହୁରି ମଧ୍ୟ କହିଥିଲେ, ଯେ ପ୍ରମୁଖ ନେତା ମାନେ ପଶ୍ଚିମର ବିଭିନ୍ନ ରାଜ୍ୟରେ ପଦଯାତ୍ରା କରି ଏହାର ନେତୃତ୍ୱ ନେବେ ।

You May Also Like

More From Author

+ There are no comments

Add yours