Sun. Nov 29th, 2026

Category: ଦେଶ ବିଦେଶ

ପରଲୋକରେ ମୋଦୀଙ୍କ ମାଆ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ଙ୍କର ପରଲୋକ ହୋଇଛି । ୧୦୦ ବର୍ଷ ବୟସରେ ହୀରାବେନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।୨ ଦିନ ପୂର୍ବେ ହୀରାବେନ ଅହମ୍ମଦାବାଦର ୟୁଏନ୍ ମେହଟା ହସ୍ପିଟାଲରେ ଭର୍ତି ହୋଇଥିଲେ । ଶ୍ୱାସକ୍ରିୟାରେ ସମସ୍ୟା ପାଇଁ ମେଡିକାଲରେ…

ନୂଆ ବର୍ଷରୁ ନିୟମ, ଦେଶରୁ ଆସୁଥିବା ୬ଟି ଦେଶର ଲୋକଙ୍କ ପାଇଁ ଆରପିଟିସିଆର ବାଧ୍ୟତାମୂଳକ

ଚୀନ ସମେତ ଅନ୍ୟ କେତେକ ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଏବେ ଭାରତର ଚିନ୍ତା ବଢ଼ାଇଛି। ତେବେ ଭାରତରେ ସମ୍ଭାବ୍ୟ କରୋନା ସ୍ଥିତିକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି ।…

ଓଜନ କମାଇବାରୁ ମିଳିଲା ପୁରସ୍କାର

କଥାରେ ଅଛି ଚାକିରୀ କରିବ ପୁଲିସି, ମାଛ ଖାଇବ ଇଲିସି । ଅନେକ ସମୟରେ ପୋଲିସ ବାବୁଙ୍କ ଚେହେରା ଓ ତାଙ୍କ ଶରୀରର ଗଠନକୁ ନେଇ ଅନେକ ଭିଡିଓ ଭାଇରାଲ ହେବାର ଆମେ ଦେଖିଥାଉ । ତେବେ ଏନେଇ ଅନେକ ପ୍ରଶ୍ନ…

ସନ୍ତୋଷ ଟ୍ରଫି,ଉତ୍ତରାଖଣ୍ଡକୁ ୨-୧ରେ ପରାସ୍ତ କଲା ଦିଲ୍ଲୀ

୭୬ତମ ଜାତୀୟ ସନ୍ତୋଷ ଟ୍ରଫିରେ ଏକ ରୋମାଞ୍ଚକର ମୁକାବିଲାରେ ଦିଲ୍ଲୀ ଉତ୍ତରାଖଣ୍ଡକୁ ୨-୧ରେ ପରାସ୍ତ କରିଛି । ଫୁଟବଲରେ ଭାରତ ମଧ୍ୟ ଉଜ୍ଜ୍ୱଳ ହେବ, ଯୁବ ପିଢି ଫୁଟବଲ ପାଇଁ ପ୍ରସ୍ତୁତ ହେଉଛନ୍ତି । ପ୍ରଶଂସକମାନେ ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ…

ଆପଣ ନେଇପାରିବେ କି ନାଜାଲ ଭ୍ୟାକସିନ?

ଦେଶରେ ବର୍ତ୍ତମାନ ନାକରେ ଦିଆଯାଉଥିବା ନାଜାଲ ଭ୍ୟାକସିନ ‘ଇନକୋଭେକ’ ଉପଲବ୍ଧ ହେବାକୁ ଯାଉଛି । ଏହି ନାଜାଲ ଭ୍ୟାକସିନ ଘରୋଇ ଡାକ୍ତରଖାନାରେ ୮ ଶହ ଟଙ୍କାରେ ଉପଲବ୍ଧ ହେଉଥିବା ବେଳେ ସରକାରୀ ଡାକ୍ତରଖାନାରେ ୩୨୫ ଟଙ୍କାରେ ଉପଲବ୍ଧ ହେବାକୁ ଯାଉଛି ।…

କଫ ସିରପ ନେଲା ଜୀବନ

କଫ ସିରପ ନେଲା ଜୀବନ । ସିରପ ପିଇଲେ ଯାଉଛି ଜୀବନ । ଉଜବେକିସ୍ତାନରେ କଫ ସିରପ ପିଇ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ୧୮ ଶିଶୁ ପ୍ରାଣ ହରାଇଛନ୍ତି । ଏବଂ ସବୁଠାରୁ ବଡ଼ କଥା ହେଉଛି…

ସିଫା ପକ୍ଷରୁ ଜାତୀୟ ମତ୍ସ୍ୟ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ୱର:ଭାରତରେ ମତ୍ସ୍ୟ ଉଦ୍ୟୋଗୀ ପାଇଁ ଭରପୂର ସୁଯୋଗ ରହିଥିବାବେଳେ ଅନେକ ଯୁବବନ୍ଧୁ ଆଗେଇ ଆସିଲେ କର୍ମନିଯୁକ୍ତି ମିଳିପାରିବ ବୋଲି ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ ଡକ୍ଟର ହିମାଂଶୁ ପାଠକ ମତବ୍ୟକ୍ତ କରିଛନ୍ତି l ଆଜି ସିଫାରେ ଆୟୋଜିତ ଜାତୀୟ ମତ୍ସ୍ୟ…

କାନାଡାରେ ବରଫପାତ,ଚାରିଆଡେ ବରଫର ମନୋରମ ଦୃଶ୍ୟ Vancouver BC Canada, Coquitlam, Falcon Area

ଥିରି ଥରି ସବୁଠି ଓହ୍ଲାଇ ଆସୁଛି ଶୀତ । ବରଫର ଚାଦର ତଳେ ସତେଯେମିତି ମୁହଁ ଲୁଚାଇଛି ସବୁଜିମା । କେବେ ଗଛରେ ତ ଆଉ କେବେ ରାସ୍ତାରେ ମେଞ୍ଚା ମେଞ୍ଚା ବରଫ,ହୃଦୟରେ ସୃଷ୍ଟି କରୁଛି ଉନ୍ମାଦନା ଓ ଆକର୍ଷଣ ।…

କାଜି ରୋକିବେ ବାଲ୍ୟ ବିବାହ !

ତେଲେଙ୍ଗାନା ସରକାର କମ ବୟସର ମୁସଲମାନ ଝିଅଙ୍କ ବିବାହ କରାଉଥିବା କାଜିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ନିଷ୍ପତି ନେଇଛନ୍ତି । ସରକାରଙ୍କ ପକ୍ଷରୁ ଓାଫ ବୋର୍ଡକୁ ମଧ୍ୟ ସବୁ ବିବାହର ଡାଟା ଅନଲାଇନ ରେକର୍ଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ…

ଭାଗବଣ୍ଟାରେ ଚାଲିବ ନେପାଳରେ ସରକାର

ଶେଷ ହେଲା ନେପାଳ ରାଜନୈତିକ ଅସ୍ଥିରତା । ଭାଗବଣ୍ଟାରେ ହେବ ସରକାର । ପ୍ରଥମ ଅଢେଇ ବର୍ଷ ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡ ହେବେ ପ୍ରଧାନମନ୍ତ୍ରୀ । ଏହାପରେ ସିପିଏନ-ୟୁଏମଏଲ ସରକାର ଗଢ଼ିବେ । ୫ ଦଳଙ୍କ ସମର୍ଥନରେ ପ୍ରଚଣ୍ଡ…