Mon. Nov 30th, 2026

Category: ଦେଶ ବିଦେଶ

ସମୁଦ୍ର ତଟରେ ଶହ ଶହ ମୃତ ତିମି

ସମୁଦ୍ର ତଟରେ ଶହ ଶହ ତିମି। ଯଦି ଆପଣ ଭାବୁଛନ୍ତି ଯେ, ଏମାନେ ସମୁଦ୍ର କୂଳରେ କୌତୁକିଆ ଖେଳ ଖେଳୁଛନ୍ତି ତାହେଲେ ଆପଣ ଭୁଲ ଭାବୁଛନ୍ତି। ଏଠି ପଡିଛି ତିମିମାନଙ୍କର ମୃତ ଦେହ। ନ୍ୟୁଜିଲାଣ୍ଡର ଛଥାମ ଦ୍ୱୀପପୁଞ୍ଜରେ ୫ଶହ ପାଇଲଟ ତିମିଙ୍କ…

ବିସିସିଆଇ ସଭାପତି ପଦ ଛାଡ଼ିବେ ଗାଙ୍ଗୁଲି

ଗାଙ୍ଗୁଲିଙ୍କ ଫ୍ୟାନ୍ସଙ୍କ ପାଇଁ ଦୁଃଖ ଖବର। ଖୁବଶୀଘ୍ର ଦାୟିତ୍ୱରୁ ଓହରି ଯିବେ ସୌରଭ । ଭାରତର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆସନ୍ତା ସପ୍ତାହରେ ବୋର୍ଡରୁ ବିଦାୟ ଦେଇପାରନ୍ତି। ଗାଙ୍ଗୁଲି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ…

ବାରବାଟୀରେ ଲିଜେଣ୍ଡସ କ୍ରିକେଟର; ନବୀନଙ୍କୁ ଭେଟିଲେ ମୁଥିଆ ମୁରଲୀଧରନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସ୍ପିନ ବୋଲିଂର ଯାଦୁଗର ମୁଥିଆ ମୁରଲୀଧରନ। ଆଜି ସନ୍ଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ମୁଥିଆ। ଲିଜେଣ୍ଡ ଲିଗ୍‌ କ୍ରିକେଟ ପାଇଁ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ଲିଜେଣ୍ଡସ କ୍ରିକେଟର। ଆସନ୍ତାକାଲି କଟକ ବାରବାଟୀ…

ରାସ୍ତା କାଦୁଅରେ ଗାଧେଇଲେ ବିଧାୟିକା

ରୋଡ ମଝିରେ ବିଧାୟିକାଙ୍କ ହାଇ ଡ୍ରାମା। ଝଡଖଣ୍ଡର ମହଗମାରୁ କଂଗ୍ରେସ ବିଧାୟକ ଦୀପିକା ପାଣ୍ଡେ ସିଂ ତାଙ୍କ ଅଞ୍ଚଳ ଦେଇ ଯାଉଥିବା ଜାତୀୟ ରାଜପଥ ୧୩୩ ର ଦୁର୍ଦ୍ଦଶା ବିରୁଦ୍ଧରେ ରାସ୍ତାରେ ଏକ ଧାରଣାରେ ବସିଥିଲେ। ସେ ବୁଧବାର ସକାଳେ ଘଟଣାସ୍ଥଳରେ…

ଗାଡ଼ିରେ ଲାଗିବ ପ୍ୟାନିକ ବଟନ ଓ ଟ୍ରାକିଂ ଡିଭାଇସ; ବଟନ ଚିପିଲେ କଣ୍ଟ୍ରୋଲ ରୁମକୁ ଯିବ ସୂଚନା

ଏଣିକି ସବୁ ଯାତ୍ରୀବାହୀ ଓ ମାଲବାହୀ ଗାଡ଼ିରେ ଲାଗିବ ପ୍ୟାନିକ ବଟନ ଓ ଟ୍ରାକିଂ ଡିଭାଇସ। ଯାତ୍ରୀଙ୍କ ସୁରକ୍ଷା ଦିଗରେ ଆଉ ପାଦେ ଆଗେଇଛନ୍ତି ସରକାର। ସୁରକ୍ଷିତ ଯାତ୍ରା ଦୃଷ୍ଟିରୁ ରାଜ୍ୟ ସରକାର ଏଭଳି ଏକ ପଦକ୍ଷେପ ନେବାକୁ ଯାଉଛନ୍ତି। ୨୦୧୮…

ଯୁବପିଢି ଚାହିଁଲେ ଭାରତ ଅର୍ଥନୀତିର ବିକାଶ ସମ୍ଭବ

ଅର୍ଥନୀତିର ପୁରୁଣା ପୃଷ୍ଠା ଓଲଟାଇଛନ୍ତି ନାରାୟଣ ମୂର୍ତ୍ତି। ଭାରତରେ ଆଇଟି କ୍ଷେତ୍ରରେ ନାମୀ କମ୍ପାନୀ ଇନଫୋସିସର ସହ-ସଂସ୍ଥାପକ ଏନ ଆର ନାରାୟଣ ମୂର୍ତ୍ତି ଶୁକ୍ରବାର କହିଛନ୍ତି କି କଂଗ୍ରେସ ଅନୁଗାମୀ ୟୁପିଏ ସରକାର ସମୟରେ ଭାରତର ଆର୍ଥିକ ଗତିବିଧି ଠପ ହୋଇଯାଇଥିଲା…

ବ୍ୟାଙ୍କ ଆକାଉଣ୍ଟ ଥିଲେ ଜାଣନ୍ତୁ ଏହି କଥା

ଆପଣ ଜାଣିଛନ୍ତି କି? ଜଣେ ବ୍ୟକ୍ତିର କେତୋଟି ବ୍ୟାଙ୍କ ଆକାଉଣ୍ଟ ରହିବା ଉଚିତ୍? ଅନେକ ବ୍ୟାଙ୍କ ଏକ ସଞ୍ଚୟ ଖାତା ଖୋଲିବା ପାଇଁ ଲାଭଜନକ ସ୍କିମ୍ ପ୍ରଦାନ କରନ୍ତି ଏବଂ ପ୍ରଦାନ କରାଯାଇଥିବା ସେବା ଏବଂ ସୁବିଧା ଭିନ୍ନ ହୋଇପାରେ, ଯାହା…

ଯୁଦ୍ଧରେ ଶାନ୍ତି ପାଇଁ ମୋଦି ହିଁ ଭରସା: ମେକ୍ସିକୋ

ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଛି ମେକ୍ସିକୋ। ଦୁଇ ଦେଶ ମଧ୍ୟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଜାତିସଂଘ ଗୋଟିଏ କମିଟି ଗଠନ କରୁ। ଏହି କମିଟିରେ ଭାରତର ପ୍ରଧାନମନ୍ତ୍ରୀ…

ପହିଲାରେ ଲଞ୍ଚ ହେବ ୫ଜି ସେବା

ଅକ୍ଟୋବର ପହିଲାରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ୫-ଜି ସେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ମୋବାଇଲ କଂଗ୍ରେସରେ ଏହି ସେବାର ଶୁଭ ଉଦଘାଟନ କରିବେ । ଅକ୍ଟୋବର ୧ତାରିଖରୁ ଦେଶରେ ୫ଜି ସେବା ଆରମ୍ଭ ହେବାକୁ ଯାଉଛି ।…

ମାର୍କେଟକୁ ଆସିବ ଦୁନିଆର ୨ୟ ୨୦୦ମେଗାପିକ୍ସେଲର କ୍ୟାମେରା ଥିବା ସ୍ମାର୍ଟଫୋନ

ଡିଜିଟାଲ ଦୁନିଆରେ ଖୁବ ଶୀଘ୍ର ଆସିବାକୁ ଯାଉଛି ସାମସଙ୍ଗର ନୂଆ ମଡେଲ। ଯାହାର ନାଁ ରହିଛି ସାମସଙ୍ଗ ଗାଲାକ୍ସି ଏସ ୨୩ ଅଲଟ୍ରା। ଅଫିସିଆଲ ଲଞ୍ଚିଂ ପୂର୍ବରୁ ହିଁ ଏହି ମୋବାଇଲ ବିଷୟରେ ସୂଚନା ସାମନାକୁ ଆସିଛି । ଏକ ରିପୋର୍ଟ…