Mon. Nov 30th, 2026

Category: ଦେଶ ବିଦେଶ

ଅଧିକ ଏଟିଏମ୍ ବ୍ୟବହାର କରିବା ହେବ ଦେୟମୁକ୍ତ

ଆମର ଦୈନନ୍ଦିନ ଜୀବନରେ ଏଟିଏମ ଏକ ଗୁରୁତ୍ବପୂର୍ଣ୍ଣ ଗ୍ଯାଜେଟରେ ପରିଣତ ହୋଇସାରିଲାଣି। ତେବେ କ’ଣ ଆପଣ ଜାଣିଛନ୍ତି କି, ଏଟିଏମରୁ ଟଙ୍କା ଉଠାଇବାର କ’ଣ ରହିଛି ସୀମା? ଓ ଏହାକୁ ନେଇ କେତେ ଟଙ୍କା ଚାର୍ଜ କରେ ବ୍ଯାଙ୍କ? ଉଭୟ ସରକାରୀ…

ମାର୍କେଟକୁ ଆସିଲା ଫ୍ଲାଇଁ କାର

ତୈଳ ଦରରୁ ମୁକ୍ତି ପାଇବା ପାଇଁ ଆସିଛି ନୂଆ ବିକଳ୍ପ। ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ଇଲେକ୍ଟ୍ରିକ୍‌ ପରେ ଏବେ ମାର୍କେଟ୍‌କୁ ଆସିବାରେ ଲାଗିଛି ଫ୍ଲାଇଂ କାର। ଏହାର ନାଁ ପରି ଏହି କାର ଆକାଶରେ ଉଡ଼ିବା ସହ ରୋଡରେ ମଧ୍ୟ…

୧୦ରୁ ଅଧିକ ସନ୍ତାନ ଜନ୍ମ ହେଲେ ମିଳିବ ୧୦ ଲକ୍ଷ ଟଙ୍କା

କେଉଁଠାରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ବହୁ ନିୟମ କାନୁନ ଅଣାଯାଉଛି ତ ଆଉ କେଉଁଠି ଛୁଆ ଜନ୍ମ କରିବା ପାଇଁ ବଣ୍ଟାଯିବ ଟଙ୍କା । କୋଭିଡ ମହାମାରୀ ଏବଂ ପରେ ଋଷ ଆଉ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ କାହିଁ…

ସଂସ୍କୃତରେ ସ୍ୱାଧୀନତା ଦିବସର ମହାନତା ବଖାଣିଲେ ବିଦେଶିନୀ

ହିନ୍ଦୀ କହୁଥିବା କିମ୍ବା ହିନ୍ଦୀ ଗୀତରେ ନାଚୁଥିବା ବିଦେଶୀମାନଙ୍କ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥାଏ। ଏଥି ସହିତ, ଭାରତୀୟ ସଂସ୍କୃତି ସହିତ ଜଡିତ ବିଦେଶୀମାନଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଏ। ସେହିଭଳି କିଛି ସ୍ବାଧୀନତା ଦିବସରେ ଭାଇରାଲ ହେବାରେ ଲାଗିଛି।…

ତ୍ରିରଙ୍ଗା ବଣ୍ଟନ ବେଳେ ମନକୁ ଛୁଇଁଲା ମହିଳାଙ୍କ ପାରମ୍ପରିକ ଦେଶପ୍ରେମ ଗୀତ

ଦେଶପ୍ରେମରେ ବୁଡ଼ିଛି ଦେଶ। ଯେଉଠିଁ ଦେଖିବ ତ୍ରିରଙ୍ଗା ପତାକା, ଭାରତୀୟଙ୍କ ଗୌରବର ଗାଥାକୁ ଦ୍ୱିଗୁଣିତ କରିଛି। ଏସବୁ ମଧ୍ୟରେ କିଶାନଗଡ ଗାଁର ମହିଳାମାନେ ନିଜ ଭାଷାର ପାରମ୍ପରିକ ଦେଶପ୍ରେମ ଗୀତ ଗାଇ ତ୍ରିରଙ୍ଗା ବଣ୍ଟନ କାର୍ଯକ୍ରମକୁ ଆହୁରି ମନୋରମ ବନେଇ ଦେଇଛନ୍ତି।…

କେଉଁଠି ସ୍ୱାଧୀନତା ଦିବସ ତ କେଉଁଠି ବିଭାଜନ ବିଭୀଷିକା ସ୍ମୃତି ଦିବସ

ସବୁଠି ଚାଲିଛି ଉତ୍ସବର ଆସର। ପୁର ଠୁ ପଲ୍ଲୀ ଯାଏଁ ୭୫ତମ ସ୍ୱାଧୀନତା ଦିବସର ପ୍ରସ୍ତୁତିରେ ଉତ୍ସବ ମୁଖର ସାରା ଦେଶ। ଯେଉଠିଁ ଭାରତ ଅଗଷ୍ଟ ୧୫ ରେ ସ୍ୱାଧୀନତା ଦିବସ ପାଳିବାକୁ ପ୍ରସ୍ତୁତି ଚଳେଇଛି, ସେପଟେ ଅଗଷ୍ଟ ୧୪ ତାରିଖରେ…

ଘରଭଡ଼ା ଉପରେ ଲାଗିବ ଜିଏସଟି

ଏଣିକି ଘରଭଡ଼ା ଉପରେ ଲାଗିବ ଦ୍ରବ୍ୟ ଏବଂ ସେବା କର ବା ଜିଏସଟି। ଘର ଭଡ଼ାରେ ଲାଗିବ ୧୮ ପ୍ରତିଶତ ଜିଏସଟି। ଜୁଲାଇ ୧୮ରୁ ଲାଗୁ ହୋଇଥିବା ନୂଆ ଜିଏସଟି ନିୟମରେ ରହିଛି ଏହି ସର୍ତ୍ତ। କିନ୍ତୁ ଏହି ଜିଏସଟି ସବୁ…

୭୫ତମ ସ୍ୱାଧୀନତା ଦିବସକୁ ଅଧିକ ଉତ୍ସାହିତ କରିବା ପାଇଁ ଦୂରଦର୍ଶନର ନୂଆ ପ୍ରୟାସ

ଦେଶ ପାଳିବ ୭୫ତମ ସ୍ୱାଧୀନତା ଦିବସ। ଯାହାକୁ ପାଳନ କରିବା ପାଇଁ ଦିଲ୍ଲୀରୁ ପଲ୍ଲି ସବୁଠି ତତ୍ପରତା ଦେଖାଯାଉଛି। ଯାହାକୁ ଅଧିକ ଉତ୍ସାହିତ କରିଦେଇଛି ଦୂରଦର୍ଶନ। ‘ସ୍ୱରାଜ- ଭାରତର ସ୍ୱାଧୀନତା ସଂଗ୍ରାମର ସମଗ୍ର ଗାଥା’, ଶୀର୍ଷକରେ ୭୫ ଅଧ୍ୟାୟ ବିଶିଷ୍ଟ ଏହି…

ବନ୍ଦ ହେବ ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ର ‘ବେବି ପାଉଡର୍‌’

ବନ୍ଦ ହେବ ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ର ‘ବେବି ପାଉଡର୍‌’। ଏବେ ‘ଟାଲ୍‌କମ୍‌’ ବଦଳରେ ମାର୍କେଟକୁ ଆସିବ ମକା ମଣ୍ଡରେ ତିଆରି ‘ବେବି ପାଉଡର୍‌’। ୨୦୨୩ରୁ ଏହି ପାଉଡର ମାର୍କେଟ ରେ ମିଳିବନି। ସମଗ୍ର ବିଶ୍ବରେ ‘ଟାଲ୍‌କମ୍‌’ରୁ ପ୍ରସ୍ତୁତ ‘ବେବି ପାଉଡର୍‌’ ବଦଳରେ…

ନିଜ ହସପିଟାଲର ଛାତ୍ରକୁ ବଞ୍ଚାଇ ପାରିଲାନି ଏମ୍ସ

ଦେଶର ରାଜଧାନୀ ଦିଲ୍ଲୀର ସବୁଠାରୁ ବଡ ଡାକ୍ତରଖାନା ଏମ୍ସ ହସ୍ପିଟାଲ। ଯିଏ ଦୂର ଦୂରାନ୍ତରରୁ ଆସୁଥିବା ରୋଗୀଙ୍କ ଚିକିତ୍ସା କରୁଛି, ସେ ଆଜି ନିଜ ଛାତ୍ରକୁ ବଞ୍ଚାଇ ପାରିଲା ନାହିଁ । ଏମ୍ସ ମେଡିକାଲ୍ ର ଛାତ୍ର ଅମିତ ମାଲଭିଆଙ୍କର ମୃତ୍ୟୁ…