Mon. Nov 30th, 2026

Category: ଦେଶ ବିଦେଶ

ଶରୀର ଦୁଇ ଖଣ୍ଡ ହେଲା ପରେ ବି ବଞ୍ଚିକି ଦେଖାଇଲେ ଏହି ଝିଅ

କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଉଭୟ ଜୀବନ ଏବଂ ମୃତ୍ୟୁ ଉପରବାଲା ହାତରେ ଥାଏ। ଯଦି ଜଣଙ୍କର ଆୟୁଷ ସରିଯାଇଥାଏ, ତେବେ ଛୋଟମୋଟ ଦୁର୍ଘଟଣାରେ ବି ତା’ର ମୃତ୍ୟୁ ହୋଇଯାଏ। କିନ୍ତୁ ଯଦି ଭାଗ୍ୟରେ ଜୀବନ…

୨୨ ବର୍ଷରେ ୮ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ

୨୨ ବର୍ଷରେ ୮ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ । ମହାରାଷ୍ଟ୍ର ପରେ ବର୍ତ୍ତମାନ ବିହାରରେ ରାଜନୈତିକ ସଙ୍କଟ ଦେଖାଦେଇଛି । ବିଜେପି ଓ ଜେଡିୟୁ .ମେଣ୍ଟ ସରକାର ଭାଙ୍ଗିସାରିଥିବା ବେଳେ ନୂଆ ସରକାର ଗଠନ ହେବାକୁ ଯାଉଛି…

ବିହାର ରାଜନୀତି: ବିଜେପି-ଜେଡିୟୁ ମଧ୍ୟରେ ସମ୍ପର୍କ ଭାଙ୍ଗିବାର କାରଣ ?

ବିହାରରେ ବିଜେପି-ଜେଡିୟୁ ମେଣ୍ଟଭାଙ୍ଗି ସାରିଛି । ରାଜ୍ୟପାଳ ଫାଗୁ ଚୌହାନଙ୍କୁ ଭେଟି ମଙ୍ଗଳବାର ନୀତିଶ ଇସ୍ତଫା ଦେଇଛନ୍ତି । ମହାମେଣ୍ଟର ସରକାରର ନେତା ଭାବେ ସେ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଏଥିପାଇଁ ଉଭୟ ଜେଡିୟୁ ଏବଂ ଆରଜେଡି ରାଜ୍ୟପାଳଙ୍କୁ…

ଜାଣନ୍ତୁ କେମିତି କରିବେ ଆଇଟିଆର ରିଫଣ୍ଡର ଅନଲାଇନ ଯାଞ୍ଚ ପ୍ରକ୍ରିୟା

୨୦୨୨-୨୩ ମୂଲ୍ୟାଙ୍କନ ବର୍ଷ ପାଇଁ ଆୟକର ରିଟର୍ଣ୍ଣ (ଆଇଟିଆର) ଦାଖଲ କରିବାର ଶେଷ ତାରିଖ ଶେଷ ହୋଇସାରିଛି। ଏହି ତାରିଖ ପର୍ଯ୍ୟନ୍ତ ଆଇଟିଆର ଦାଖଲ କରିଥିବା ଟିକସଦାତା ଫେରସ୍ତକୁ ଅପେକ୍ଷା କରିଛନ୍ତି। ଆୟକର ବିଭାଗ ଆଇଟିଆର ଦାଖଲ କରିବାର ୧୦ ଦିନ…

୪ଜି ସିମ୍ ରେ ଚାଲିବ ୫ଜି ସେବା?

ଶେଷ ହୋଇଛି ୫ଜି ନିଲାମ । ଏବେ ମୋବାଇଲ୍ ବ୍ୟବହାରକାରୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଲାଣି । ୫ଜି ନେଟଓ୍ବର୍କ ସେବା ପାଇବା ପାଇଁ ଏବେ ଗ୍ରାହକ ଚାହିଁ ବସିଛନ୍ତି । କାରଣ ଶୀଘ୍ର ଆରମ୍ଭ ହେବ ଏହି ଫାଷ୍ଟେଷ୍ଟ ସେବା।…

ସାଉଦି ଆରବକୁ ଭାରତର କଡ଼ା ଜବାବ; ଭାଙ୍ଗିଲା ଏକଛତ୍ରବାଦ

ତୈଳ ବଜାରରେ ଆଧିପତ୍ୟ ଜାହିର କରି ରଖିଥିବା ମୁସଲିମ ଦେଶସମୂହର ଏକଚ୍ଛତ୍ରବାଦ ଆଜି ଧୂଳିସାତ ହୋଇଛି। ଯାହାକୁ ଭାରତ ପ୍ରଥମଥର ଭାଙ୍ଗିରୁଜି ଚୁରମାର କରିଦେଇଛି। କାରଣ ଭାରତକୁ ରୁଷ୍ ରୂପରେ ଏଭଳି ଏକ ବିକଳ୍ପ ମିଳିଯାଇଛି, ଯାହାଦ୍ଵାରା ମୁସଲିମ ଦେଶଗୁଡ଼ିକ ଏଣିକି…

ନୀତି ସୁଧାରିବାକୁ ଚେତାବନୀ ଦେଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ

ଦେବାଳିଆ ସ୍ଥିତିରେ ଥିବା ସରକାରୀ ଟେଲିକମ କମ୍ପାନି ବିଏସଏନଏଲର କର୍ମଚାରୀମାନେ ‘ସରକାରୀ କର୍ମଚାରୀ’ ଢାଞ୍ଚା ଛାଡ଼ି ଉତ୍ତମ ପ୍ରଦର୍ଶନ କରନ୍ତୁ, ନଚେତ ଘରକୁ ଯିବାକୁ ପ୍ରସ୍ତୁତ ରହନ୍ତୁ ବୋଲି ଚେତାବନୀ ଶୁଣାଇଛନ୍ତି କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବିଏସଏନଏଲର…

ଘନଉଛି ଇସ୍ରାଏଲ-ପାଲେଷ୍ଟାଇନ ଲଢେଇ

ବିଶ୍ବରେ ଯୁଦ୍ଧ ଏକ ସାଧାରଣ କଥା ପାଲଟିଗଲାଣି। ନିକଟରେ ତାଲିବାନ-ଆଫଗାନିସ୍ତାନ, ୟୁକ୍ରେନ-ଋଷ ଓ ତାଇୱାନ-ଚୀନ ପରେ ବର୍ତ୍ତମାନ ଇସ୍ରାଏଲ-ପାଲେଷ୍ଟାଇନ ଲଢେଇ ଚର୍ଚ୍ଚାର ବିଷୟ ପାଲଟିଲାଣି। ପୁନର୍ବାର ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଆରମ୍ଭ ହୋଇଯାଇଛି ସଂଘର୍ଷ। ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହମାସର…

କୁସ୍ତି ଇଭେଣ୍ଟରେ ସୁନା ଜିତିଲେ ବଜରଙ୍ଗ ପୁନିଆ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତକୁ ମିଳିଛି ଆଉ ଏକ ସ୍ବର୍ଣ୍ଣ ପଦକ । ଏଥର କୁସ୍ତିଯୋଦ୍ଧା ଇଭେଣ୍ଟର୍‌ ୬୫ କେଜି ବର୍ଗରେ ସ୍ବର୍ଣ୍ଣ ପଦକ ଆଣିଛନ୍ତି ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । ସେ ପ୍ରତିପକ୍ଷ ଖେଳଳି ଲାଚନାନନ୍ ମେକନିଲ୍ ୯-୨ରେ…

ମହିଳା କୁସ୍ତିରେ ସାକ୍ଷୀ ମଲ୍ଲିକଙ୍କୁ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ : ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତକୁ କୁସ୍ତିରେ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛିି । ମହିଳା କୁସ୍ତିରେ ସାକ୍ଷୀ ମଲ୍ଲିକଙ୍କୁ ମିଳିଲା ସ୍ୱର୍ଣ୍ଣ ପଦକ । ୬୨ କେଜି ବର୍ଗ ମହିଳା କୁସ୍ତିରେ ସାକ୍ଷୀ ମଲ୍ଲିକଙ୍କୁ ସ୍ୱର୍ଣ୍ଣ ପଦକ…