Sun. Nov 29th, 2026

Category: ଦେଶ ବିଦେଶ

ପ୍ରଥମେ ଭୋଟ ଦେଇ ଲୋକଙ୍କୁ ସଚେତନ କରାଇଲେ ଯୋଗୀ ଆଦିତ୍ୟନାଥ

ଭୋଟ ଦେଲେ ଯୋଗୀ ଆଦିତ୍ୟନାଥ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଦିନ ମ୍ୟୁନିସିପାଲିଟି ନିର୍ବାଚନରେ ​​’ପ୍ରଥମେ ମତଦାନ ପରେ ଜଳପାନ’ ମନ୍ତ୍ର ଅନୁସରଣ କରି ଗୋରଖନାଥରେ ଥିବା ଇଂରାଜୀ ମଧ୍ୟମ ପ୍ରାଥମିକ ବିଦ୍ୟାଳୟରେ ମତଦାନ କରିଥିଲେ। ସକାଳ ସମୟରେ ମତଦାନ କେନ୍ଦ୍ରର…

ଛତିଶଗଡ଼ରେ ବୋଲେରୋକୁ ପିଟିଲା ଟ୍ରକ, ଗୋଟିିଏ ପରିବାରର ୧୦ଜଣଙ୍କ ମୃତ୍ୟୁ

ଶବ୍ଦ ଓଡିଶା ବ୍ୟୁରୋ: ଛତିଶଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୋଲେରୋକୁ ପିଟିଲା ଟ୍ରକ । ଘଟଣାରେ ଗୋଟିିଏ ପରିବାରର ୧୦ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ଶିଶୁ । ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା…

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ମୈଦାନରେ ହେଭିୱେଟ ନେତା

କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ରହିଲା। ଏତିକି ବେଳେ ପ୍ରମୁଖ ରାଜନୈତିକ ଦଳ ଗୁଡିକ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏଥିରୁ ବାଦ ପଡିନାହାଁନ୍ତି। ଦକ୍ଷିଣ କନ୍ନଡ ଜିଲ୍ଲାରେ ଏକ ଜନ…

ବିଶ୍ୱ ପାଳୁଛି ପ୍ରେସ ସ୍ୱାଧୀନତା ଦିବସ

ସାମ୍ବାଦିକତାକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଏ ! ଏହା ଏକ ବିପଦପୂର୍ଣ୍ଣ କାମ ! କାରଣ ଅନେକ ସମୟରେ ସାମ୍ବାଦିକ ମାନେ ଆକ୍ରୋଶ ଓ ଆକ୍ରମଣର ଶିକାର ହୁଅନ୍ତି ! ଏହାର ଅନେକ ଉଦାହରଣ ମଧ୍ୟ ସମଗ୍ର ବିଶ୍ୱରେ ରହିଛି !…

‘ଦ କେରଳ ଷ୍ଟୋରି’କୁ ନେଇ ବଢ଼ୁଛି ବିବାଦ

ଶବ୍ଦ ଓଡିଶା ବ୍ୟୁରୋ: ‘ଦ କେରଳ ଷ୍ଟୋରି’ ଏକ ବିବାଦୀୟ ଚଳଚ୍ଚିତ୍ର। ମହିଳାଙ୍କ ଉପରେ ପର୍ଯ୍ୟବସିତ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ହେଲେ ମହିଳାଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇପାରେ। ତେଣୁ ଏଠାରେ ଏହି ଚଳଚ୍ଚିତ୍ରକୁ ପ୍ରଦର୍ଶନ କରିବା ଉଚିତ ନୁହେଁ ବୋଲି…

“ଶ୍ରମିକ ନିର୍ମାଣ ଓ ପ୍ରଗତିର ବିଶ୍ୱକର୍ମା”

ପ୍ରତିଟି ଶ୍ରମିକ ଦେଶର ନିର୍ମାଣ ଓ ପ୍ରଗତିର ଜଣେ ଜଣେ ବିଶ୍ୱକର୍ମା।ସେମାନଙ୍କ ସାମାଜିକ ସୁରକ୍ଷା ଓ ସହାୟତା ପ୍ରତି ସରକାର ବଦ୍ଧପରିକର ବୋଲି କହିଛନ୍ତି ଜିଲ୍ଲା ପରିଷଦ ସଭାପତି ସ୍ୱପ୍ନାରାଣୀ ସ୍ୱାଇଁ।ଆଜି ପୂର୍ବାହ୍ନରେ ସଂସ୍କୃତି ଭବନ ଠାରେ ଜିଲ୍ଲା ଶ୍ରମ ବିଭାଗ…

ସବୁଠାରୁ ବଡ ଛେଳି, ଦାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ଶବ୍ଦ ଓଡିଶା ବ୍ୟୁରୋ: ଛେଳି ପାଳନ ଏକ ଲାଭଦାୟକ ଚାଷ । ଆଜିକା ସମୟରେ ଅନେକ ଜଣ ଛେଳି ପାଳନ କରି ଆତ୍ମନିର୍ଭର ହୋଇପାରୁଛନ୍ତି । ତେବେ ଆପଣ ୫ କିଲୋ, ୧୦ କିଲୋ କିମ୍ବା ୨୦ କିଲେ ଓଜନର ଛେଳି…

ଅନଲାଇନ ଖାଇବା ଡେଲିଭରୀ ହେଲା ମହଙ୍ଗା, ସ୍ୱିଗି ଅର୍ଡର ପିଛା ଗ୍ରାହକଙ୍କଠାରୁ ନେବ ୨ ଟଙ୍କା

ଶବ୍ଦ ଓଡିଶା ବ୍ୟୁରୋ: ବ୍ୟସ୍ତବହୁଳ ଜୀବନରେ ସମସ୍ତେ ଖାଇବା ଅର୍ଡର କରି ଖାଉଛନ୍ତି । ଆପଣ ଯଦି ଅନଲାଇନ୍ ଯୋଗେ ଖାଦ୍ୟ ଅର୍ଡର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଖରାପ ଖବର । ଏଣିକି ଅନଲାଇନ୍ ଯୋଗେ ଫୁଡ୍ ଅର୍ଡର…

ଓଡ଼ିଶା ଟ୍ୟାଲେଂଟ୍ ହଂଟରେ ଯୋଗଦେଲେ ପୂର୍ବତନ କ୍ରିକେଟର ଦିନେଶ ମୋଙ୍ଗିଆ

ଖୋର୍ଦ୍ଧା ବିଜେବି ହାଇସ୍କୁଲ ମିନି ଷ୍ଟାଡ଼ିୟମରେ ଚାଲିଥିବା ଓଡ଼ିଶା ଟ୍ୟାଲେଂଟ୍ ହଂଟ୍ ଚୟନ କାଯ୍ୟକ୍ରମରେ ଯୋଗଦେଇଛନ୍ତି ପୂର୍ବତନ କ୍ରିକେଟର ତଥା ଓଡ଼ିଶା କ୍ରିକେଟ ଆସୋସିଏସନର ମୁଖ୍ୟ ପ୍ରଶିକ୍ଷକ ଦିନେଶ ମୋଙ୍ଗିଆ । ରାଜ୍ୟର ୮ଟି ଜିଳ୍ଲାରୁ ମୋଟ ୨୧୮ ଜଣ ଯୁବ…

ଫେକ୍ କଲ୍ ରେ ଲାଗିବ ରୋକ; ‘ଟ୍ରାଇ’ର ବଡ଼ ସଂଶୋଧନ ନିଷ୍ପତ୍ତି

ମୋବାଇଲ ଫୋନ୍‌ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖୁସି ଖବର। ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) କଲିଂ ନିୟମକୁ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି। ନୂଆ ନିୟମ ସହ , ଟ୍ରାଇ ସ୍ପାମ୍‌କଲ୍‌ ଓ ଏସଏମଏସ୍‌ ଉପର ରୋକ୍ ଲଗେଇବାକୁ ଏକ…