Mon. Nov 30th, 2026

Category: ଦେଶ ବିଦେଶ

ଉତ୍ତର ଭାରତରେ ଶୀତ ଲହରୀ ଜାରି, ଦିଲ୍ଲୀ-ଏନସିଆରରେ ଦୁଇ ଦିନ ପାଇଁ ଆଲର୍ଟ

ପାହାଡିଆ ଅଞ୍ଚଳରେ ବରଫପାତ କାରଣରୁ ଉତ୍ତର ଭାରତରେ ଶୀତ ଲହରୀ ଜାରିରହିଛି । ଦିଲ୍ଲୀ-ଏନସିଆର, ହରିୟାଣା, ରାଜସ୍ଥାନ, ୟୁପିରେ ଶନିବାର ସନ୍ଧ୍ୟାରେ ଥଣ୍ଡା ପବନ ବହିଥିଲା । ସକାଳୁ କୁହୁଡି କାରଣରୁ ଲୋକେ ବେସ ପ୍ରଭାବିତ ହେଉଛନ୍ତି । ରାଜଧାନୀରେ ଭିଜିବିଲିଟି…

କିଡନୀ ପ୍ରତିରୋପଣ ପରେ ଡାକ୍ତରଖାନାରୁ ବାହାରିଲେ ଲାଲୁ ଯାଦବ

କିଡନୀ ପ୍ରତିରୋପଣ ପରେ ଡାକ୍ତରଖାନାରୁ ବାହାରିଲେ ଲାଲୁ ଯାଦବ । ସିଙ୍ଗାପୁରରେ କିଡନୀ ପ୍ରତିରୋପଣ ପରେ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ଲାଲୁ ପ୍ରସାଦ ଯାଦବ । ତେବେ ବର୍ତ୍ତମାନ ମଧ୍ୟ ସେ ସିଙ୍ଗାପୁରରେ ଅଛନ୍ତି । ଡାକ୍ତରଖାନା ପାଖରେ ତାଙ୍କୁ ରଖାଯାଇଛି…

ସେନା ଅଫିସରଙ୍କ ମାଆଙ୍କ ପ୍ରତି ସମ୍ମାନ, ଅବସର ପୂର୍ବରୁ ଶେଷ ସାଲ୍ୟୁଟ୍ କଲା ପୁଅ

ସେନା ଅଫିସରଙ୍କ ମାଆଙ୍କ ପ୍ରତି ସମ୍ମାନ, ଅବସର ପୂର୍ବରୁ ଘରକୁ ଆସି କଲେ ଶେଷ ସାଲ୍ୟୁଟ୍ କଲା ପୁଅମାଆ ଆଉ ପୁଅର ସମ୍ପର୍କ ଏକ ଅତୁଟ ବନ୍ଧନ । ମାଆ ସବୁବେଳେ ଚାହେଁ ପୁଅ ବହୁତ ଆଗକୁ ବଢୁ । ନିଜର…

ବାଲୁକା କଳା ଜରିଆରେ ଶାନ୍ତିର ବାର୍ତ୍ତା

ପୁରୀ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ନିର୍ମାଣ କରିଛନ୍ତି ସାନ୍ତାକ୍ଲୁଜ ପ୍ରତିକୃତିର ସୁନ୍ଦର ବାଲୁକା କଳା । ପୁରୀର ସ୍ୱର୍ଣ୍ଣ|ଭ ବେଳାଭୂମିରେ ସାନ୍ତାକ୍ଲୁଜ ଜରିଆରେ ଶାନ୍ତି ଓ ସୌଦାର୍ଦ୍ଦ୍ୟର ବାର୍ତ୍ତା ଜଣାଉଛି ଏହି ସୁନ୍ଦର ବାଲୁକା କଳା…

କାନାଡାରୁ ବରଫପାତର ମନୋରମ ଦୃଶ୍ୟ, ମଜା ନିଅନ୍ତୁ

ଥିରି ଥରି ସବୁଠି ଓହ୍ଲାଇ ଆସୁଛି ଶୀତ । ବରଫର ଚାଦର ତଳେ ସତେଯେମିତି ମୁହଁ ଲୁଚାଇଛି ସବୁଜିମା । କେବେ ଗଛରେ ତ ଆଉ କେବେ ରାସ୍ତାରେ ମେଞ୍ଚା ମେଞ୍ଚା ବରଫ,ହୃଦୟରେ ସୃଷ୍ଟି କରୁଛି ଉନ୍ମାଦନା ଓ ଆକର୍ଷଣ ।…

ସେନାରେ ଚାକିରୀ, ପୁଣି ଚାଷୀ , ପରେ ବିମାନସେବା , ଉଦ୍ୟୋଗପତିଙ୍କ ସଂଘର୍ଷ କାହାଣୀ

ତାମିଲ ଫିଲ୍ମ ସୋରାରାଇ ପୋଟରୁ ଆପଣଙ୍କ ମଧ୍ୟରୁ ସମସ୍ତ ଦେଖିଥିବେ । ମୁଖ୍ୟ ଭୂମିକାରେ ନଜର ଆସିଥିଲେ ସୁପରଷ୍ଟାର ସୂର୍ଯ୍ୟା । ଫିଲ୍ମର କାହାଣୀ ଜଣେ ଗାଁର ବ୍ୟକ୍ତି ଉପରେ ପର୍ଯ୍ୟବେଷିତ ଥିଲା । ଯିଏ କମ ମୂଲ୍ୟରେ ଲୋକଙ୍କୁ ବିମାନ…

ଭାନକ୍ୟୁଭର,କାନାଡ଼ାରୁ ସ୍ନୋ ଫଲ୍ ର ଦୃଶ୍ୟ

ଶୀତର ଚାଦର ତଳେ ପ୍ରକୃତି । ଗଛପତ୍ର,ଘରଦ୍ୱାର ରାସ୍ତାଘାଟ ସବୁଠୁ ଲେସି ହୋଇଛି ମେଞ୍ଚା ମେଞ୍ଚା ବରଫ । ଘର ବାହାରୁ ଦେଖିଲେ ସବୁଠି ଶୁଭ୍ର ବରଫର ଆସ୍ତରଣ । ଓଡିଶାରେ ଶୀତୁଆ ସଞ୍ଜ ଓ ସକାଳର ସମସ୍ତେ ମଜା ନେଉଥିବେ…

ମେସିଙ୍କ ବିଶ୍ଵ କପ୍ ସ୍ଵପ୍ନ ସାକାର,୩୬ ବର୍ଷ ପରେ ବିଶ୍ବ ବିଜୟୀ ଆର୍ଜେଣ୍ଟିନା

୨୦୨୨ ଫିଫା ବିଶ୍ୱକପ୍‍ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଛି ଆର୍ଜେଣ୍ଟିନା । ଆଜି ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ୨୦୨୨ ଫିଫା ବିଶ୍ୱକପ୍‍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳାଯାଇଥିଲା। ଫାଇନାଲ ମୁକାବିଲାରେ ରୋମାଞ୍ଚକର ଲଢ଼େଇ ଦେଖିବାକୁ ମିଳିଥିଲା । ପେନାଲ୍ଟି ସୁଟ୍‌ଆଉଟ୍‌ରେ…

ଏସିଡ୍ ବିକିବାରୁ ଦିଲ୍ଲୀ ମହିଳା କମିଶନଙ୍କ ଫ୍ଲିପକାଟ୍ ଓ ଆମାଜନକୁ ନୋଟିସ୍

ଦିଲ୍ଲୀରେ ୧୭ ବର୍ଷୀୟ ସ୍କୁଲ୍ ଛାତ୍ରୀଙ୍କୁ ଏସିଡ ମାଡ । ବିଚ୍ ରାସ୍ତାରେ ଜନଗହଳି ଭିତରେ ଦିଲ୍ଲୀରେ ସ୍କୁଲ୍ ଛାତ୍ରୀଙ୍କୁ ଏସିଡି ଫିଙ୍ଗିବା ଘଟଣା ନେଇ ହଇଚଇ ସୃଷ୍ଟି ହୋଇଛି । ଜନଗହଳିରେ ଏଭଳି ଭୟଙ୍କର ଘଟଣା ପରେ ଲୋକଙ୍କ ସୁରକ୍ଷାକୁ…

ପେରୁରେ ଭୟଙ୍କର ଆନ୍ଦୋଳନ

ପେରୁରେ ଭୟଙ୍କର ହେଉଛି ଆନ୍ଦୋଳନ । ପ୍ରଦର୍ଶନକାରୀ ରାଜପଥ ଉପରେ ବିକ୍ଷୋଭ ଜାରି ରଖିଛନ୍ତି । ସେନା ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷରେ ପ୍ରାୟ ୧୬ଜଣଙ୍କ ମୃତ୍ୟୁ ହୋଇଛି । ରାଷ୍ଟ୍ରପତି ପେଡ୍ରୋ କୈଷ୍ଟିଲଙ୍କୁ ପଦରୁ ହଟାଇ ଗିରଫ କରିବା ପରେ…