Thu. Oct 15th, 2026

Category: ଦେଶ ବିଦେଶ

ବାହାରିନ ରେ ପାଳିତ ହେଲା ବୋଇତ ବନ୍ଦାଣ ଉତ୍ସବ

ମାନାମା ବାହାରିନ : ଗୌରବମୟ ଓଡ଼ିଆ ନୌବାଣିଜ୍ୟ ପରମ୍ପରାର ସ୍ମୃତି ସ୍ୱରୂପ ବୋଇତ ବନ୍ଦାଣ ଉତ୍ସବ ପାରମ୍ପରିକ ରୀତିନୀତି ସହିତ ବାହାରିନ ଓଡ଼ିଆ ସମାଜ ଦ୍ୱାରା ପାଳିତ ହୋଇଯାଇଛି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଶୁଭ ଅବସରରେ ବାହାରିନ ଓଡ଼ିଆ ସାମାଜର…

ସୁପ୍ରିମକୋର୍ଟ ଯିବେ ଦାରା ସିଂ

କେନ୍ଦୁଝର(ଶବ୍ଦ ଓଡିଶା ବ୍ୟୁରୋ) ସୁପ୍ରିମକୋର୍ଟ ଯିବେ ଦାରା ସିଂ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍ ମନୋହରପୁର ଠାରେ ମିଶନାରୀ ଗ୍ରହାମ୍ସ ଷ୍ଟେନ୍ସ, ତାଙ୍କ ଦୁଇ ଶିଶୁପୁତ୍ର ଟିମୋଥି ଓ ଫିଲିପ୍ସିଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ସିଂ ଓରଫ…

ଟିକା ଭୟରେ ଗାଁରେ ତାଟି କବାଟ

ରାୟଗଡା : କରୋନା ଟିକା ନେବା ଭୟରେ ଗାଁରେ ପଡିଲା ତାଟି କବାଟ । ସହରା ହେଉ ବା ଗାଁ ସବୁଠି କରୋନା ଟିକା ନେବା ପାଇଁ ଲମ୍ବା ଧାଡି ଦେଖିବାକୁ ମିଳୁଛି । କିନ୍ତୁ କରୋନା ଟିକା ଭୟରେ ଗାଁରେ…

ଗଙ୍ଗାରେ ଭାସୁଥିବା ଶବ କରୋନା ପଜିଟିଭ?

ଗଙ୍ଗାରେ ଭାସୁଥିବା ଶବ କରୋନା ପଜିଟିଭ? ଏହାର ସତ୍ୟତା ଜାଣିବା ପାଇଁ ବିହାର ସରକାର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି । ଗଙ୍ଗାରେ ଦିନ ଦିନ ଧରି ଶବ ଭାସୁଛି । କରୋନାରେ ଆକ୍ରାନ୍ତ ହୋଇ ରୋଗୀର ମୃତ୍ୟୁ…

ଡାକରେ ଯାଉଛି ଚିତାଭଷ୍ମ

ପ୍ରୟାଗରାଜ : କୋଭିଡରେ ମୃତ ଲୋକଙ୍କ ପରିବାରକୁ ଆସ୍ୱସ୍ତି ଦେବାକୁ ଭାରତୀୟ ଡାକ ବିଭାଗ ଆଗେଇ ଆସିଛି । କୋଭିଡରେ ମୃତ ବ୍ୟକ୍ତିଙ୍କୁ ଗଙ୍ଗାକୂଳରେ ଦାହ କରାଯାଉଛି । ଚିତ୍ତାଭସ୍ମ ନ ପାଇ ପରିବାର ଓ ଆତ୍ମୀସ୍ୱଜନ କ୍ରିୟାକର୍ମ ବେଳେ ଅସୁବିଧାରେ…

ସିଂହ ପରେ ହାତୀର କୋଭିଡ଼ ଟେଷ୍ଟ

ଚେନ୍ନାଇ : କରୋନାର ଦ୍ୱିତୀୟ ଲହର ଖାଲି ମଣିଷ ସମାଜକୁ ପ୍ରଭାବିତ କରିନି, ପଶୁଙ୍କ ଉପରେ ମଧ୍ୟ ପ୍ରଭାବ ପକାଇଛି । ମଣିଷ ଶରୀରୁ ଏହା ଜୀବଜନ୍ତୁଙ୍କୁ ବ୍ୟାପୁଥିବାରୁ ଦେଶର ସମସ୍ତ ଚିଡିଆଖାନାକୁ ବନ୍ଦ କରିଦିଆଯାଇଛି । ପର୍ଯ୍ୟଟକମାନଙ୍କ ପାଇଁ ଚିଡିଆଖାନା…

ଶରୀରରେ ୩୨ ଥର ରୂପ ବଦଳାଇଛି କୋରନା

କରୋନା ଭୂତାଣୁ ସଂକ୍ରମିତଙ୍କ ଶରୀରରେ ରୂପ ବଦଳାଇପାରେ । ଥରେ କି ଦୁଇଥର ନୁହେଁ, ୩୨ଥର ରୂପ ବଦଳାଇପାରେ କରୋନ । ଏଭଳି ଘଟଣା ଦକ୍ଷିଣ ଆଫ୍ରିକାରେ ଘଟିଛି । ଜଣେ ଜଣେ ଏଚ୍ଆଇଭି ସଂକ୍ରମିତ ମହିଳାଙ୍କ କ୍ଷେତ୍ରରେ ଘଟିଛି ।…

ଘରକୁ ଫେରିଲା ଜୀଅନ୍ତା ଶବ

ବିଜୟୱାଡା: ଫେରିଲା ଜୀଅନ୍ତା ଶବ । ଏ କଥାକୁ କେହି ବିଶ୍ୱାସକୁ ନେବେନି । ମାତ୍ର କଥାଟି ସତ । ଡାକ୍ତରଙ୍କ ଭୁଲ୍ ଯୋଗୁଁ ଏଭଳି ବିଚିତ୍ର କଥା କରୋନା କାଳରେ ଘଟିଛି । ଏଭଳି ଘଟଣା ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାର…

ଠୁ ମଚ୍ ୱାର୍କ

ମୋଦିଜୀ, ପାଠପଢା ବହୁତ ହୋଇଯାଉଛି । ଏ ହେଉଛି କାଶ୍ମିରୀର ଜଣେ ୬ବର୍ଷର ଝିଅର ହୃଦୟର କଥା । ଝିଅଟି ଏକ ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାଠପଢାର ବୋଝ ସମ୍ପର୍କରେ ଅଭିଯୋଗ କରିଛି । କରୋନା କାଳରେ ସ୍କୁଲ ଖୋଲୁନଥିବାରୁ…

ନୀଳ ଆକାଶରେ ବାହାଘର

ମଦୁରାଇ : କରୋନା କାଳରେ ଆକାଶରେ ବାହାଘର । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ମାତ୍ର ଏହା ସତ । ଉଡନ୍ତା ବିମାନରେ ହୋଇଛି ବାହାଘର । ତାମିଲନାଡୁର ମଦୁରାଇରେ ହୋଇଛି ଏହି ନିଆରା ବାହାଘର । ଦେଖନ୍ତୁ ଏହି ବାହାଘରର…