Sun. Nov 29th, 2026

Category: ଦେଶ ବିଦେଶ

ପାକିସ୍ତାନ ବିସ୍ଥାପିତ ଲୋକଙ୍କ ଉପରେ ବୁଲଡୋଜର ଚଢାଇବାର ନିର୍ଦ୍ଦେଶ ଦେଲେ ଟିନା ଦାବି; ଏମିତି କହିଲେ ଲୋକେ

ରାଜସ୍ଥାନର ଜୈସଲମେର ଜିଲ୍ଲାର ଅମର ସାଗର ନାମକ ଏକ ଗ୍ରାମରେ ପାକିସ୍ତାନରୁ ବିସ୍ଥାପତି ହୋଇ ଆସିଥିବା ହିନ୍ଦୁମାନେ ବସବାସ କରୁଛନ୍ତି। ଏହି ଘଟଣାକୁ ନେଇ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ରାଜସ୍ଥାନର ଜୈସଲମେର ଜିଲ୍ଲାର ଜିଲ୍ଳାପାଳ ଟିନା ଦାବି ବିସ୍ଥାପିତ…

ଜାଲ୍ଲିକାଟୁକୁ ଗ୍ରୀନ ସିଗନାଲ ଦେଲେ ସୁପ୍ରିମକୋର୍ଟ

ଜାଲ୍ଲିକାଟୁକୁ ମିଳିଲା ଗ୍ରୀନ ସିଗନାଲ । ତାମିଲନାଡୁ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ସରକାରଙ୍କୁ ମିଳିଲା ଆଶ୍ୱସ୍ତି। ଜାଲ୍ଲିକାଟୁ ପରମ୍ପରା ଓ ବଳଦଗାଡ଼ ଦୌଡ଼କୁ ବୈଧ ବୋଲି କହିଲେ ସୁପ୍ରିମକୋର୍ଟ। ରାଜ୍ୟରେ ଥିବା ଆଇନ ବୈଧ। ତେଣୁ ଏହା ଉପରେ ରୋକ୍ ଲଗାଯାଇପାରିବ…

ନବୀନଙ୍କ ମନ୍ତ୍ରୀମଣ୍ଡଳରେ କାହାକୁ ମିଳିବ ସ୍ଥାନ ?

ନବୀନଙ୍କ ମନ୍ତ୍ରୀମଣ୍ଡଳରେ କାହାକୁ ମିଳିବ ସ୍ଥାନ ? ୨୦୨୪ ପୂର୍ବରୁ କାହାକୁ ଭରସା କରି ନିଜ ଟିମରେ ସାମିଲ କରିବେ ବିଜେଡି ସୁପ୍ରିମୋ । ଗଣଶିକ୍ଷା ଓ ଶ୍ରମ ବିଭାଗର ମନ୍ତ୍ରୀ ପଦରୁ ସମୀର ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବା…

ଏଣିକି ସପ୍ତାହରେ ୬ ଦିନ ବୁଲିହେବ ରାଷ୍ଟ୍ରପତି ଭବନ

ରାଷ୍ଟ୍ରପତି ଭବନକୁ ବୁଲି ଦେଖିବା ପାଇଁଁ ସାଧାରଣତଃ ଲୋକଙ୍କ ମନରେ ଉତ୍କଣ୍ଠା ଥାଏ । ବର୍ଷକରେ ଲୋକଙ୍କୁ ଥରୁଟିଏ ହିଁ ଏହି ସୁଯୋଗ ମିଳିଥାଏ । କିନ୍ତୁ ଏବେ ସାଧାରଣ ଲୋକଙ୍କ ପାଇଁ ଆସିଯାଇଛି ଖୁସି ଖବର । ଆସନ୍ତା ମାସରୁ…

କେଉଁ ଦଳ, କେତେ ଧନୀ, ୨୦୨୧-୨୨ର ଏଡିଆର ରିପୋର୍ଟ

ପ୍ରକାଶ ପାଇଛି ୨୦୨୧-୨୨ର ଏଡିଆର ରିପୋର୍ଟ। ଆଞ୍ଚଳିକ ଦଳମାନେ କେଉଁଠୁ ଚାନ୍ଦା ପାଆନ୍ତି ? କେତେ ଟଙ୍କା କେଉଁ ରାଜନୈତିକ ଦଳକୁ ମିଳିଛି? ତାହାର ସବିଶେଷ ରିପୋର୍ଟ ପ୍ରକାଶ ପାଇଛି । ଆସୋସିଏସନ ଫର ଡେମୋକ୍ରଟିକ ରିଫର୍ମସ ବା ଏଡିଆର ୨୦୨୧-୨୨ର…

ସିଦ୍ଧରମୈୟା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ!

କର୍ଣ୍ଣାଟକ ନିର୍ବାଚନ ଫଳାଫଳ ପ୍ରକାଶକୁ ୟା ଭିତରେ ବିତି ଗଲାଣି ୪ ଦିନ । କିନ୍ତୁ କିଏ ହେବ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏବଂ କାହା ମୁଣ୍ଡକୁ ଦିଆଯିବ ଶାସନ ଦାୟିତ୍ୱ ତାହାକୁ ନେଇ ଚାଲିଥିଲା ଅଙ୍କ କଷା । ତେବେ ବିଭିନ୍ନ…

ଏକାଦଶ ରାଜ୍ୟ ଥାଇ ବକ୍ସିଂ ପ୍ରତିଯୋଗିତା ଉଦଘାଟିତ

ଓଡ଼ିଶା ଅଲମ୍ପିକ ଆସୋସିଏସନର ସ୍ୱୀକୃତିପ୍ରାପ୍ତ ସଂସ୍ଥା ବା ଓଡ଼ିଶା ମୁଏଥାଇ ଥାଇ ବକ୍ସିଂ ୟୁନିଅନ ଆନୁକୂଲ୍ୟରେ ଏବଂ ଆର୍ଟସ ଟେମ୍ପଲ- ରାୟଗଡା ଓ ସାଇ ଟ୍ରଷ୍ଟ ର ସହଯୋଗିତାକ୍ରମେ ରାୟଗଡ଼ ଜି.ସି.ଡ଼ି. ହାଇସ୍କୁଲ୍ ପଡ଼ିଆ ଠାରେ ଉଦଘାଟିତ ହୋଇଯାଇଛି l ଦୁଇଦିନ…

ଆବିଷ୍କାର ହେଲା ୬୨ ଟି ନୂତନ ଚନ୍ଦ୍ର

ସୈାର ମଣ୍ଡଳରେ ପ୍ରତ୍ୟୈକ ଦିନ କିଛି ନା କିଛି ନୂଆ ଘଟିଥାଏ। ତେବେ ନିକଟ ଅତୀତରେ ବୃହସ୍ପତି ସର୍ବାଧିକ ଚନ୍ଦ୍ର ଗ୍ରହର ନିକଟ ହେବା କଥା ସମସ୍ତେ ଅନୁଭୁତି ନେଇଛନ୍ତି। ଏହାର ମାସକ ପରେ ଶନି ରିଙ୍ଗ ପାର୍ଶ୍ଵ ଦୁନିଆରେ ୬୨…

ଛାତ୍ର ସଂସଦ ନିର୍ବାଚନର ଦାବି କଲା ରାଜ୍ୟ ଆପ୍ ଦଳ

ଆଜି ଆମ୍ ଆଦ୍‌ମୀ ପାର୍ଟି ପୁରୀ ତରଫରୁ ଜିଲ୍ଲା ଯୁବ ସଭାପତି ଶ୍ରୀ ଅଂଶୁମାନ ଶତପଥୀଙ୍କ ଉପସ୍ଥିତରେ ପୁରୀ ଜିଲ୍ଲା ଯୁବ କାର୍ଯ୍ୟକାରିଣୀ ସମ୍ମିଳନୀ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ଓ ପ୍ରତ୍ୟେକ ବ୍ଲକରୁ ଆଜି…

ନାଗାଲାଣ୍ଡ ଆକ୍ୱାରିୟମ୍ ୟୁନିଟର ଫିସ୍ ଜର୍ମପ୍ଲାଜ୍ ଉଦଘାଟିତ

ଶବ୍ଦ ଓଡିଶା ବ୍ୟୁରୋ: ନାଗାଲାଣ୍ଡ ଆକ୍ୱାରିୟମ୍ ୟୁନିଟର ଫିସ୍ ଜର୍ମପ୍ଲାଜ୍ ଉଦଘାଟିତ ହୋଇଛି । ICAR-CIFAର ସମସ୍ତ ଅଧିକାରୀ ଏବଂ ନାଗାଲାଣ୍ଡର ମତ୍ସ୍ୟପାଳନ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଏହା ଉଦଘାଟିତ ହୋଇଛି। ଏହି ଅବସରରେ 16ଟି ଜିଲ୍ଲାର 42 ପ୍ରଜାତିର ମାଛ ଲୋକଙ୍କ…