Mon. Nov 30th, 2026

Category: ଓଡ଼ିଶା

ରାତି ଅଧିଆ ବିମାନ ବନ୍ଦର ଥାନାର ପାଇଖାନା ଟାଙ୍କି ଖୋଳି ପ୍ରମାଣ ଖୋଜିଲା କ୍ରାଇମବ୍ରାଞ୍ଚ

ଶବ୍ଦ ଓଡିଶା ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ ପାଇଖାନା ଟାଙ୍କିରେ ଲୁଚିଛି ପ୍ରମାଣ । ଅଭିଯୁକ୍ତ ଗୋପାଳ ଦାସଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇଛି । ଏହି ସମୟରେ ଅଭିଯୁକ୍ତ ଗୋପାଳ ଦାସ ପାଇଖାନା ଟାଙ୍କିରେ କିଛି କାଗଜ ଫିଙ୍ଗି…

ପାଣି ପଞ୍ଚାୟତ ରଥ ପରିକ୍ରମାର ଶୁଭାରମ୍ଭ

ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାଣିପଞ୍ଚାୟତର ଶୁଭାରମ୍ଭ ହୋଇଛି l ଏହି ଅବସରରେ ଅତିରକ୍ତ ଜିଲାପାଳ ଧର୍ମାନନ୍ଦ ବେହେରା ଯୋଗଦାନ କରି ପତାକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ l ଏହି ପାଣି ପଞ୍ଚାୟତ ରଥ ପରିକ୍ରମାର ମୁଖ୍ୟ ଉଦ୍ଦେଶ୍ୟ , ରାଜ୍ୟ…

ବଜେଟ ଉପସ୍ଥାପନ ବେଳେ ହସି ଉଠିଲା ସଂସଦ

ସଂସଦରେ ଆର୍ଥିକ ବଜେଟ ଉପସ୍ଥାପନ ହୋଇସାରିଛି । ସବୁ କ୍ଷେତ୍ର ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇଛି । ହେଲେ ବଜେଟ ପରି ଏକ ଗୁରୁତ୍ୱପୂର୍ଣ୍ଣ ଖବର ବିଷୟରେ ଆଲୋଚନା କରାଯାଉଥିôବା ବେଳେ କିଛି ସମୟ ପାଇଁ କୌତୁହଳପୂର୍ଣ୍ଣ ପରିବେଶ ସୃଷ୍ଟି…

ନବଙ୍କ ମୃତ୍ୟୁ ପରେ ସିରିଜ ସସପେଣ୍ଡ

ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ପରେ ନିଆଯାଇଛି କାର୍ଯାନୁଷ୍ଠାନ । ଆଇପିଏସ୍ ସ୍ତରରେ ବଡ ଅଦଳ ବଦଳ । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ଘଟଣାରେ ରାଜ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି…

ଭୁବନେଶ୍ୱରରେ ଆଜିଠାରୁ ପଦୋନ୍ନତି ଅଦାଲତ, କର୍ମଚାରୀଙ୍କ ଅଭିଯୋଗ ଶୁଣିବେ ଅଧିକାରୀ

ଶବ୍ଦ ଓଡିଶା ବ୍ୟୁରୋ: ଆଜିଠାରୁ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପଦୋନ୍ନତି ଅଦାଲତ ଅନୁଷ୍ଠିତ ହେବ । ୨୦୨୨ ଡିସେମ୍ବର ୩୧ ତାରିଖ ସୁଦ୍ଧା ଯେଉଁ ସରକାରୀ କର୍ମଚାରୀମାନେ ପଦୋନ୍ନତି ପାଇପାରିଥାନ୍ତେ କିନ୍ତୁ ପାଇନାହାନ୍ତି ସେସବୁ ପଦୋନ୍ନତି ପ୍ରସଙ୍ଗଗୁଡ଼ିକ ପଦୋନ୍ନତି ଅଦାଲତରେ…

ଜେଲ ଗଲେ ଗୋପାଳ ଦାସ : ଅରୁଣ ବୋଥ୍ରା କହିଲେ, ସତ ମାନିଛି ଗୋପାଳ

ଶବ୍ଦ ଓଡିଶା ବ୍ୟୁରୋ: ଜେଲ ଗଲେ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ । ଗୋପାଳ ଦାସଙ୍କୁ ଝାରୁସୁଗୁଡାର ଜେଏମଏଫସି କୋର୍ଟରେ ହାଜର କରାଯିବା ପରେ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି । ସୋମବାର ରାତିରେ କଡା ସୁରକ୍ଷା ମଧ୍ୟରେ ଗୋପାଳଙ୍କୁ…

ନବ ଦାସଙ୍କୁ ଗାର୍ଡ ଅଫ୍ ଅନର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର

ଶବ୍ଦ ଓଡିଶା ବ୍ୟୁରୋ: ନବ ଦାସଙ୍କୁ ଗାର୍ଡ ଅଫ୍ ଅନର । ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଗାର୍ଡ ଅଫ୍ ଅନର ଦିଆଯାଇଛି । କିଛି ସମୟ ପରେ ନବ ଦାସଙ୍କ ପାର୍ଥିବ ଶରୀରକୁ ବିଜେଡି ଅଫିସ ନିଆଯିବ । ଶ୍ରଦ୍ଧାଞ୍ଜଳି…

ବେଲଜିୟମକୁ ହରାଇ ଜର୍ମାନୀ ହେଲା ବିଶ୍ୱ ଚାମ୍ପିୟନ

ଶବ୍ଦ ଓଡିଶା ବ୍ୟୁରୋ: ରୁଷ ହକି ବିଶ୍ୱକପ ଚାମ୍ପିୟନ ହୋଇଛି ଜର୍ମାନୀ । ଏକ ରୋମାଞ୍ଚକର ମ୍ୟାଚରେ ବେଲଜିୟମକୁ ହରାଇଛି ଜର୍ମାନୀ । ପ୍ରଥମ କ୍ୱାର୍ଟରରୁ ହିଁ ଆକ୍ରମଣ ଖେଳ ଆରମ୍ଭ କରିଥିଲା ବେଲଜିୟମ । ୯ ମିନିଟରେ ବେଲଜିୟମ ପ୍ରଥମ…

ନବ ଦାସଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଶବ୍ଦ ଓଡିଶା ବ୍ୟୁରୋ: ନବ ଦାସଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଲେ । ପାର୍ଥିବ ଶରୀରରେ ପୁଷ୍ପଗୁଚ୍ଛ ଦେଇ ଶେଷ ଦର୍ଶନ କଲେ । ଶେଷ ଦର୍ଶନ କରି ମୁଖ୍ୟମନ୍ତ୍ରୀ ଭାବବିହ୍ୱଳ ହୋଇପଡିଛନ୍ତି…

ଆରପାରିରେ ନବ ଦାସ

ଚାଲିଗଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ । ଗୁଳିମାଡ ପରେ ତାଙ୍କୁ ଝାଡସୁଗୁଡାରୁ ଏୟାରଲିଫ୍ଟ ଯୋଗେ ଅଣାଯାଇଥିଲା ଭୁବନେଶ୍ୱର । ଆପୋଲୋ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କୁ…