Mon. Nov 30th, 2026

Category: ଓଡ଼ିଶା

ବିଷୁବ ବନ୍ଧୁ ମିଳନ ଉତ୍ସବ ନିମନ୍ତେ ଭୂମିପୂଜା

​ରାୟଗଡା ସଦର ମହକୁମା ସ୍ଥିତ ଜିସିଡି ପଡିଆରେ ଜିଲ୍ଲା ବିଷୁବ ବନ୍ଧୁ ମିଳନ କମିଟି ତରଫରୁ ସକାଳ ୯ ଘଟିକା ସମୟରେ ବହୁତ ଆଡମ୍ବର ସହ ଭୂମିପୂଜାର ଆୟୋଜନ କରାଯାଇଥିଲା l ଏହି ଅବସରରେ କମିଟିର ସଭାପତି ଡକ୍ଟର ନିରଞ୍ଜନ କୁମାର…

ପୁରୀରେ ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ ଉଦଯାପିତ

ଶବ୍ଦ ଓଡିଶା ବ୍ୟୁରୋ: ପୁରୀ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ସଦଭାବନା ସଭାଗୃହ ଠାରେ ପୋଷଣ ପକ୍ଷ ଉଦଯାପିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଯୋଗଦେଇଥିଲେ । ପ୍ରତିଟି…

ରଥଯାତ୍ରା ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ, କ୍ଷେତ୍ର ଅନୁଧ୍ୟାନ କଲେ ପୁରୀ ଏସପି

ପୁରୀ: ପୋଲିସ ପ୍ରଶାସନ ପକ୍ଷରୁ ରଥଯାତ୍ରା ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି । ରଥଯାତ୍ରା, ବାହୁଡା ଯାତ୍ରା, ସୁନାବେଶ,ନୀଳାଦ୍ରି ବିଜେରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ନେଇ ପୁରୀ ଏସପି କ୍ଷେତ୍ର ଅନୁଧ୍ୟାନ କଲେ । ରଥଯାତ୍ରାରେ ଯେଉଁ 11 ଦିନ…

ନିରାଶ୍ରୟ ଶ୍ଵାସରୋଗୀ ଶ୍ୟାମା ପ୍ରସାଦ ମିଶ୍ରଙ୍କୁ ସହାୟତା

ପୁରୀ: ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ତରଫରୁ ସହାୟତା l ବୀରଗୋବିନ୍ଦପୁର ଗ୍ରାମର ଆର୍ଥିକ ଦୁର୍ବଳ ଶ୍ରେଣୀର ନିରାଶ୍ରୟ ଶ୍ଵାସରୋଗୀ ଶ୍ୟାମା ପ୍ରସାଦ ମିଶ୍ରଙ୍କୁ ସହାୟତା l ବିନା ମୂଲ୍ୟରେ ତାଙ୍କୁ ଅକ୍ସିଜେନ୍ ସିଲିଣ୍ଡର ଯୋଗାଇ ଦିଆଯାଉଛି l କାର୍ଯ୍ୟକ୍ରମରେ…

ଜାମିନ ପରେ ପ୍ରତିକ୍ରିୟା ରଖିଲେ ରାହୁଲ ଗାନ୍ଧୀ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନୀ ମାମଲାରେ ସୋମବାର ତାଙ୍କୁ ଜାମିନ ମିଳିଛି। ସୁରଟ କୋର୍ଟରେ ତାଙ୍କ ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩ରେ ହେବ। ଜାମିନ ପାଇବା ପରେ ରାହୁଲ ଗାନ୍ଧୀ ଟୁଇଟ କରି କହିଛନ୍ତି, ଏହା ମିତ୍ରକାଳର…

ବଢ଼ିଲା ରାହୁଲ ଗାନ୍ଧିଙ୍କ ଜାମିନ ଅବଧି

ରାହୁଲ ଗାନ୍ଧିଙ୍କ ଜାମିନ ଅବଧି ବୃଦ୍ଧି କଲେ ସୁରତ ସେସନ୍ସ କୋର୍ଟ। ରାହୁଲଙ୍କ ଜାମିନ ଏପ୍ରିଲ ୧୩ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରିଛନ୍ତି କୋର୍ଟ।ମୋଦି ସରନେମ୍ ନେଇ ମାନହାନୀ ମାମଲାରେ ଜାମିନ ଅବଧି ବୃଦ୍ଧି ହୋଇଛି। ତେବେ ମେ’ ୩ରେ ରାହୁଲଙ୍କ…

ଗୋଦାବରୀଶ ମହାବିଦ୍ୟାଳୟ ବାଣପୁରର ପୁରାତନ ଛାତ୍ର ସଂଗଠନର ସାଧାରଣ ପରିଷଦ ବୈଠକ

ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ର ୧୯୬୩-୨୦୨୩ ମସିହା ପର୍ଯ୍ୟନ୍ତ ପୁରାତନ ଛାତ୍ର ସଂଘର ହୀରକ ଜୟନ୍ତୀ ପାଳନ ଅବସର ଓ ମୋ କଲେଜ ଅଭିଯାନ ନିମନ୍ତେ ପୁରାତନ ଛାତ୍ର ସଂଘର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି।…

ରାସ୍ତା ନିର୍ମାଣ ନେଲା ବିଜେପି ନେତାଙ୍କ ଜୀବନ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ଠାରୁ କୋନ୍ଧିଓଡା ଛକ ପର୍ଯ୍ୟନ୍ତ ଆର.ଡି ବିଭାଗର ଦୁଇ ଥାକିଆ ରାସ୍ତା ନିର୍ମାଣ ନେଲା ବିଜେପି ନେତାଙ୍କ ଜୀବନ। କ୍ଳଭର୍ଟ ନିର୍ମାଣ ପାଇଁ ରାସ୍ତା ଖୋଲା ଯାଇ ଅତି ଖାମଖିଆଲ ଭାବରେ ନୂଆପଡା ଅନକାବେଡା…

ରାୟଗଡ଼ାରେ ଜିଲ୍ଳାସ୍ତରୀୟ ୮୮ତମ ଓଡିଶା ଦିବସ ପାଳିତ

ରାୟଗଡା ଜିଲ୍ଳା ସଦର ମହକୁମା ଠାରେ ଜିଲ୍ଳାସ୍ତରୀୟ ୮୮ତମ ଓଡିଶା ଦିବସ-୨୦୨୩ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟୁଷାରେ ପ୍ରଭାତ ଫେରି ଅନୁଷ୍ଠିତ ହୋଇଥିବା ବେଳେ ସକାଳ ସାଢେ ୭ଟା ସମୟରେ ସ୍ଥାନୀୟ ଗଜପତି ଛକରେ ଅବସ୍ଥାପିତ…

ପୁଣି ଚର୍ଚ୍ଚାରେ ପ୍ଲାଷ୍ଟିକ ଚାଉଳ

ପୁଣି ଓଡ଼ିଶାର ଯାଜପୁର ଜିଲ୍ଲାରେ ପ୍ଲାଷ୍ଟିକ ଚାଉଳ ସାମ୍ନାକୁ ଆସିଛି। ପାଣିକୋଇଲି ଅନ୍ତର୍ଗତ ଯମୁନା ଗ୍ରାମର କେତେକ ପଞ୍ଚାୟତରେ ଏହାକୁ ଚିହ୍ନଟ କରାଯାଇଛି। ପୂର୍ବରୁ ମଧ୍ୟ ରାଜ୍ଯର ବିଭିନ୍ନ ଅଞ୍ଚଳରେ ପ୍ଲାଷ୍ଟିକ ଚାଉଳ ମିଳିଥିବା ଘଟଣା ସାମ୍ନାକୁ ଆସିଥିଲା। ଯାହାକୁ ଖାଇବା…