ନିରାଶ୍ରୟ ଶ୍ଵାସରୋଗୀ ଶ୍ୟାମା ପ୍ରସାଦ ମିଶ୍ରଙ୍କୁ ସହାୟତା

ପୁରୀ: ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ତରଫରୁ ସହାୟତା l ବୀରଗୋବିନ୍ଦପୁର ଗ୍ରାମର ଆର୍ଥିକ ଦୁର୍ବଳ ଶ୍ରେଣୀର ନିରାଶ୍ରୟ ଶ୍ଵାସରୋଗୀ ଶ୍ୟାମା ପ୍ରସାଦ ମିଶ୍ରଙ୍କୁ ସହାୟତା l ବିନା ମୂଲ୍ୟରେ ତାଙ୍କୁ ଅକ୍ସିଜେନ୍ ସିଲିଣ୍ଡର ଯୋଗାଇ ଦିଆଯାଉଛି l

କାର୍ଯ୍ୟକ୍ରମରେ ଭାରତ ବିକାଶ ପରିଷଦ ରାଜ୍ୟ ସଭାପତି ସତ୍ୟବାଦୀ ଦାସ,ନରସିଂହ ମିଶ୍ର,ଶାଖାର ସଦସ୍ୟ , ସୁଶାନ୍ତ କୁମାର ରଥ,କାହ୍ନୁ ପାତ୍ର ଓ ସେହି ଗ୍ରାମର ଶିବ ପ୍ରସାଦ ମିଶ୍ର ଏହି ସମୟରେ ଉପସ୍ଥିତ ଥିଲେ l

You May Also Like

More From Author

+ There are no comments

Add yours