Mon. Nov 30th, 2026

Category: ଓଡ଼ିଶା

ବଡ଼ ଶବ୍ଦରେ ଫାଟିଲା କଂକ୍ରିଟ ରାସ୍ତା

ଫାଟିଲା କଂକ୍ରିଟ ରାସ୍ତା। ପ୍ରବଳ ଶବ୍ଦ ହେବା ସହ ସିମେଣ୍ଟ ରାସ୍ତାରେ ପଡ଼ିଲା ଫାଟ। ଭୟଭିତ ଗ୍ରାମବାସୀ । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଉପଖଣ୍ଡର ସାଗଜୁରି ଗାଁରେ ଘଟିଛି ଏଭଳି ଅଘଟଣ । ଆଜି ମଧ୍ୟାହ୍ନରେ ହଠାତ ଏକ ବଡ଼ ଶବ୍ଦ…

ଛୁଆ ଚୋରି ଅଭିଯୋଗ, ଜଣେ ଅଟକ

ଛୁଆ ଚୋରି ଅଭିଯୋଗରେ ଜଣେ ଅଟକ I ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚିନାଜୁରୀ ପଞ୍ଚାୟତ ସାନ ନୂଆପାଲି ଗାଁରେ I ସୂଚନା ଅନୁଯାୟୀ ସାନ ନୂଆପାଲି ଗାଁରେ ଏକ ବାହାଘର ଚାଲିଥିବା ବେଳେ ଏଥିରେ…

ରାୟଗଡା ବୁଲିଲେ ୫ଟି ସଚିବ; ଦେଖିଲେ, କଥାହେଲେ, ପ୍ରତିଶ୍ରୁତି ଦେଲେ

୫ଟି ସଚିବ ଭି କେ ପାଣ୍ଡିୟାନଙ୍କ ରାୟଗଡା ଜିଲ୍ଲା ଗସ୍ତ *କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୁନିକରଣ ଦେଖିଲେ *କାଶୀପୁର ବ୍ଲକ ଖୁରିଙ୍ଗା ସ୍ୱୟଂ ସହାୟକ ଗୋଷ୍ଠୀ ଛତୁ ମଞ୍ଜି ପ୍ରକଳ୍ପ ଦେଖି ଖୁସି ବ୍ୟକ୍ତ କଲେ *ଖଜୁରୀ ଗ୍ରାମରେ ଇକୋ…

ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ସଚେତନତା ପଦଯାତ୍ରା

ଆଜି ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ରାୟଗଡର ମିଳିତ ଉଦ୍ୟମରେ ରାୟଗଡ଼ ଠାରେ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ସଚେତନତା ପଦଯାତ୍ରା ଆୟୋଜିତ ହୋଇଥିଲା । ଏହି ସଚେତନତା ପଦଯାତ୍ରା ରାୟଗଡ଼ ସହରର କୋରାପୁଟ ଛକ…

କୁଆଡେ ଯିବ ପ୍ରିୟଙ୍କାଙ୍କ ରାଜନୈତିକ କ୍ୟାରିଅର?

ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ରାଜନୈତିକ ଯାତ୍ରା ଖୁବଶୀଘ୍ର ରାଜ୍ୟ ସଭା ଆଡକୁ ଗତି କରିପାରେ। ମିଳିଥିବା ସୂଚନା ଅନୁଯାୟୀ, ସୋନିଆ ଗାନ୍ଧୀଙ୍କ ଉପସ୍ଥିତିରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ପ୍ରିୟଙ୍କାଙ୍କୁ ରାଜ୍ୟ ସଭା ପଠାଇବାର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଅନ୍ୟପଟେ ସୋନିଆ…

ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ ପୂଜାରୀ

ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ ପୂଜାରୀ। ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳଙ୍କୁ ସୁପାରିସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଚ୍ଚ ଶିକ୍ଷା ବିଭାଗର ଖରାପ ପ୍ରଦର୍ଶନ ପାଇଁ ବାଦ୍ ପଡ଼ିଥିବା ସୂଚନା ମିଳିଛି। ବାର୍ଷିକ ସମୀକ୍ଷାରେ ଖରାପ ପ୍ରଦର୍ଶନ ପାଇଁ ବାଦ୍…

ରଥର ନାଁ ନନ୍ଦିଘୋଷ

ତ୍ରେତୟା ଯୁଗର ଏକ କଥା ସହ ନନ୍ଦିଘୋଷ ଶବ୍ଦଟି ଜଡ଼ିତ। ରାବଣ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ଭଗବାନ ରାମଙ୍କ ସହ ଥିବା ବାନର ଓ ଭଲ୍ଲୁକମାନେ, ଯୁଦ୍ଧର ରଣନୀତି ପ୍ରସ୍ତୁତ କରୁଥାନ୍ତି। ଏହି ସମୟରେ ଇନ୍ଦ୍ର ଦେବତା ମଧ୍ୟ…

ବାଉଁଶ କାରିଗର ଓ ହସ୍ତଶିଳ୍ପକୁ ପ୍ରୋତ୍ସାହନ

କୋରାପୁଟ : କୋରାପୁଟ ଜିଲ୍ଲାରେ କୁଟୀର ଶିଳ୍ପ ରେ ବହୁ ପରିବାର ଜୀବିକା ନିର୍ବାହ କରୁଛନ୍ତି । ତେବେ ଅନେକ ସମୟରେଏମାନଙ୍କୁ ପ୍ରୋତ୍ସାହନ ମିଳିବାରେ ଅସୁବିଧା ହେଉଛି । କିନ୍ତୁ କାପକୋ କୋରାପୁଟ ଆଗ୍ରୋ ପ୍ରଡୁସର୍ କମ୍ପାନୀ ଯାହାକି ଏକ ସରକାରୀ…

ପୁରୀର ମା ମଶାଣିଚଣ୍ଡୀଙ୍କ ପୀଠ

ପୁରୀ ର ଅନ୍ୟତମ ତନ୍ତ୍ର ପୀଠ ଭାବେ ମଶାଣି ଚଣ୍ଡୀ ପରିଚିତ। ମଣିଷଙ୍କର ଅସ୍ଵାଭାବିକ ମୃତ୍ୟୁ ପରେ ଶରୀରକୁ କଟୀକି ପେଣ୍ଠ ଠାରେ ପୋତା ଯାଏ। ପଶୁମାନଙ୍କ ମର ଶରୀରକୁ ମଧ୍ୟ ଏହି ସ୍ଥାନରେ ପୋତା ଯାଏ। ଏହି କଟୀକି ପେଣ୍ଠ…

ସୁବର୍ଣ୍ଣପୁରରେ ଅବକାରୀ ଚଢ଼ଉ,୪୭ କେଜି ଗଞ୍ଜେଇ ଜବତ,୫ ଜଣ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଦ୍ବାରା ଚଢାଉ କରି ୪୭ କେଜି ଗଞ୍ଜେଇ ଜବତ କରିଥିବାବେଳେ ୫ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅବକାରୀ ବିଭାଗର ପାଟ୍ରୋଲିଂ ଟିମ ବିନିକା ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ସଂସାମୁରା ଛକ…