Mon. Nov 30th, 2026

Category: ଓଡ଼ିଶା

ଆଦାନୀ ପ୍ରସଙ୍ଗରେ ଆଜି ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

ଶବ୍ଦ ଓଡିଶା ବ୍ୟୁରୋ: ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପରେ ଆଦାନୀ ଗ୍ରୁପ୍ କମ୍ପାନିଗୁଡ଼ିକର ସେୟାର କମି ଚାଲିଛି । ମାତ୍ରାଧିକ ହ୍ରାସକୁ ନେଇ କଂଗ୍ରେସ କେନ୍ଦ୍ର ସରକାରକୁ ଘେରିଛି । ହେଲେ ଏହାକୁ ନେଇ କେନ୍ଦ୍ର ସରକାର ନିରବ ରହୁଥିବା କହିଛି…

ତୃତୀୟ ଦିନରେ ରାୟଗଡା ଜିଲ୍ଲା ସ୍ତରୀୟ କୃଷି ମେଳା

ରାୟଗଡ-ରାୟଗଡ ଜିଲ୍ଲାପ୍ରଶାସନ ଓ କୃଷି ବିଭାଗ ତରଫରୁ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚବିଦ୍ୟାଳୟ ପଡିଆ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ତୃତୀୟ ଦିନରେ ପହଁଚିଛି । ଏଥିରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଅନୁସୂଚିତ ଜନଜାତି, ଅନୁସୂଚିତଜାତି ଉନ୍ନୟନ…

ଆଜି ମାଘ ପୂର୍ଣ୍ଣିମା, ଯୋରନ୍ଦାରେ ମାଘ ମେଳା ପାଇଁ ଉତ୍ସବର ପରିବେଶ।

ଶବ୍ଦ ଓଡିଶା ବ୍ୟୁରୋ: ଆଜି ମାଘ ପୂର୍ଣ୍ଣିମା । ଢେଙ୍କାନାଳ ଯୋରନ୍ଦାରେ ମାଘ ମେଳା ପାଇଁ ଉତ୍ସବର ପରିବେଶ । ଗାଦି ମନ୍ଦିରର ଚାରିଦ୍ୱାରରେ ଝାଡଦୀପ ପ୍ରଜ୍ୱଳନ କରାଯାଇଛି । ମହିମାଗାଦିରେ ୧୫୦ ତମ ପ୍ରଭୁ ପୂର୍ଣିମା ଉତ୍ସବ ବା ଯୋରନ୍ଦାମେଳା…

ହ୍ୱାଟସଆପର ଏହି ନୂଆ କଣ ଆପଣ ବ୍ୟବହାର କରିଛନ୍ତି କି?

ଶବ୍ଦ ଓଡିଶା ବ୍ୟୁରୋ: ହ୍ୱାଟସଆପ ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସିଜିଂ ଆପ୍ । ଲୋକ ଏଭଳି ବି ମାନିଥାନ୍ତି ଯେ ଯାହା ପାଖରେ ସ୍ମାର୍ଟଫୋନ ଅଛି, ତାଙ୍କ ପାଖରେ ହ୍ୱାଟସଆପ ନିହାତି ରହିଥିବ । ତେବେ ଏହି ଆପରେ ବର୍ତ୍ତମାନ ଏଭଳି…

ମାର୍ଚ ୧୦ରୁ ମାଟ୍ରିକ୍ ପରୀକ୍ଷା

ଶବ୍ଦ ଓଡିଶା ବ୍ୟୁରୋ: ମାର୍ଚ୍ଚ ୧୦ ତାରିଖରୁ ମାଟ୍ରିକ୍, ମଧ୍ୟମା ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖରେ ଶେଷ ହେବ। ଏଥିପାଇଁ ବୋର୍ଡ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ୧୦ଟାରେ ସରିବ।…

ବରିଷ୍ଠ ଓଏଏସ ଅଫିସରସ୍ତରରେ ବଦଳି, ୧୦ ବରିଷ୍ଠ ଅଫିସରଙ୍କ ବଦଳି

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟ ସରକାର ବରିଷ୍ଠ ଓଏଏସ ଅଫିସରସ୍ତରରେ ବଦଳି କରିଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଶକ୍ତି ବିଭାଗର ଅତିରିକ୍ତ ସଚିବ ତଥା ଓରେଡ଼ା ସିଇଓ ବରିଷ୍ଠ ଓଏଏସ୍ ଅର୍ଚ୍ଚନା ଦାସ ପଟ୍ଟନାୟକଙ୍କୁ…

କଲବଲ କରୁଛି ଶୀତ

କମୁଛି ତାପମାତ୍ରା, ବଢୁଛି ଶୀତ। ରାଜ୍ୟକୁ ପ୍ରବେଶ କରୁଥିବା ଶୁଷ୍କ ଥଣ୍ଡା ବାୟୁ ପ୍ରଭାବରେ ଶୀତ ବଢ଼ିଛି । ଅନେକ ସ୍ଥାନରେ ରାତି ତାପମାତ୍ରା ତଳକୁ ଖସିଛି । ୧୦ ସହରର ତାପମାତ୍ରା ୫ ଡିଗ୍ରୀ ତଳେ ଥିଲା । କିନ୍ତୁ…

ଗୋପାଳ ଦାସର ୪ ଦିନିଆ ରିମାଣ୍ଡ ଅବଧି ଶେଷ

ଶବ୍ଦ ଓଡିଶା ବ୍ୟୁରୋ: ନବ ଦାସଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସର ଆଜି ସରିବ ରିମାଣ୍ଡ ଅବଧି । କ୍ରାଇମବ୍ରାଞ୍ଚ ପୁଣି ତାଙ୍କୁ ରିମାଣ୍ଡରେ ନେବ କି ନାହିଁ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଗତ ୧ ତାରିଖରୁ ଗୋପାଳଙ୍କୁ…

ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା : ଉତ୍ସବମୁଖର ମହିମାଗାଦି ପୀଠ

ଶବ୍ଦ ଓଡିଶା ବ୍ୟୁରୋ: ଢେଙ୍କାନାଳର ପ୍ରସିଦ୍ଧ ଯୋରନ୍ଦା ମେଳା ଆଜିଠୁ ଆରମ୍ଭ ହୋଇଛି । ସଂଧ୍ୟାରେ ଗାଦି ମନ୍ଦିରର ଚାରି ଦ୍ୱାରରେ ଝାଡଦ୍ୱୀପ ପ୍ରଜ୍ୱଳନ କରାଯିବ । ଯୋରନ୍ଦା ମେଳା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଭକ୍ତ ପହଞ୍ଚି…

କାଶୀପୁର ବ୍ଲକରେ ବିଶାଳ ଜନ ସମାବେଶ,ଜଙ୍ଗଲ ଜମି ଅଧିକାର ପାଇଁ ଦାବି

ରାୟଗଡା : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ, ଗୋଡିବାଲି ପଂଚାୟତର କରଞ୍ଜଗୁଡା ଗାଁରେ ଚାଷୀ ଏକତା ପରିଷଦ,ଅଖିଳ ଭାରତୀୟ କିସାନ ମଜଦୁର ସଭା ଏବଂ ଶାଶୁ ବୋହୁ ମାଳି ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ ଓ କାଶୀପୁର ବ୍ଲକ ର ଆଖ ପାଖ…