Sun. Nov 29th, 2026

Category: ଓଡ଼ିଶା

ଶ୍ରୀଜୀଉମାନଙ୍କ ବଣଭୋଜି ବେଶ

ଆଜି ଭାଦ୍ରବ ମାସ କୃଷ୍ଣ ପକ୍ଷ ଦଶମୀ ତିଥିରେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ବଣଭୋଜି ବେଶ ଅନୁଷ୍ଠିତ ହେବ । ହାତରେ ବାଡି ଆଉ ଶିକାରେ ଲହୁଣୀ ଧରି ବେଶ ହୋଇଥାନ୍ତି କଳା ଗୋରା ଦୁଇ ଠାକୁର । ଗଜପତି…

ଆରଟିଓଙ୍କ ଅଚାନକ ଚଢାଉ, ମଦ୍ୟପ ଯୁବକଙ୍କୁ ଜୋରିମାନା

ଗୁରୁବାର ବିଳମ୍ବିତ ରାତ୍ରୀରେ ଆର୍ ଟି ଓ ରବିନ୍ ପଟ୍ଟନାୟକଙ୍କ ନେତୃତ୍ବରେ ବଡ଼ଦାଣ୍ଡରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଅଛନାକ ଚଢ଼ାଉ କରାଯାଇଥିଲା।ଚଢ଼ାଉ ସମୟର ଜନୈକ ଯୁବକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଦେଖିବାକୁ ମିଳିଥିଲା।ଅଧିକାରୀମାନେ ଯୁବକଙ୍କୁ ଅଟକାଇ ଥିଲେ ମଧ୍ୟ…

ପୁରୀ ନୂଆ ଜିଲ୍ଲାପାଳ କାର୍ଯ୍ୟାଳୟ ପାଇଁ ଭୂମି ପୂଜନ

ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନୂଆ ଭାବେ ନିର୍ମାଣ କରାଯିବ। ରେକର୍ଡ ରୁମ ପାର୍ଶ୍ଵରେ ଜମି ଚିହ୍ନଟ ହୋଇ ଡିପିଆର ପ୍ରସ୍ତୁତ ହୋଇଛି। ଏଥିପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ସମର୍ଥ ବର୍ମା ନଡ଼ିଆ ବାଡେଇ ନୂତନ ବିଲ୍ଡିଂ ପାଇଁ ଶୁଭ…

ରାଷ୍ଟ୍ରପତିଙ୍କ ପାର୍ଟିରେ ସାମିଲ ହେବେନି ନବୀନ

ଶବ୍ଦ ଓଡିଶା ବ୍ୟୁରୋ: ଜି-୨୦ ସମ୍ମିଳନୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଡିନର ପାର୍ଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବେନି । ଏହି ଡିନର କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆନୁଷ୍ଠାନିକ…

ଡେରାସ ଅଞ୍ଚଳରେ କେନାଲ ପୋତା ଯାଇଥିବା ମାନିଲେ ସରକାର

ଶବ୍ଦ ଓଡିଶା ବ୍ୟୁରୋ: ଡେରାସ ଅଞ୍ଚଳରେ କେନାଲ ପୋତାଯାଇଥିବା ମାନିଲେ ରାଜ୍ୟ ସରକାର । ପୁନରୁଦ୍ଧାର ପାଇଁ ଖୋର୍ଦ୍ଧା ଭୁବନେଶ୍ୱର ତହସିଲଦାର ଏବଂ ଖୋର୍ଦ୍ଧା ଅଧିକ୍ଷଣ ଯନ୍ତ୍ରୀଙ୍କୁ କ୍ଷୁଦ୍ର ଜଳସେଚନ ବିଭାଗର ମୁଖ୍ୟ ଇଞ୍ଜିନିୟର ନିର୍ଦ୍ଦେଶ ଦେଇଛନ୍ତି । ଗତ ଦୁଇ…

ଭାଇଚାରାର ଗୋଟିଏ ଘଟଣା, ଭିନ୍ନ ଉଦାହରଣ

ବିଜୟ କୁମାର ଜେନା: ଏହି ଦୁଇଟା ଫଟୋ ଗୁଜୁରାଟର। ଉପରଟା ଏବେକାରର ଓ ତଳଟା ୨୦୦୨ ଗୁଜୁରାଟ ଦଙ୍ଗା ସମୟର। ଦୁଇଟା ଫଟୋରେ ଦିଶୁଥିବା ଲୋକ ଦୁଇଜଣ ସମାନ। ତଳ ଫଟୋର ବାମ ପଟେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି କୁତୁବ…

ଅଣୁ ଗଳ୍ପ “ଅଶ୍ୱସ୍ଥାମା ହତ”

ଗଣେଶ ଆମର ଗଜବଦନ ସହ ଅଗ୍ରପୂଜ୍ୟ ହେଇ ରହିଲେ। ଯେଉଁଠି ମୁଣ୍ଡଟିଏ ଦରକାର, ସେଇଠି ବିଚରା ହାତୀ ହିଁ ବଳି ପଡ଼ୁଛି। ହାତୀ ଯେମିତି ସମସ୍ତ ଇନ୍ଦ୍ରଜାଲ’ର କାଉଁରୀ କାଠି – ଗୋଟେ ପ୍ରତିନିଧି। କେତେବେଳେ ଗଜପତିଙ୍କ ଗଜ, ପୁଣି କେତେବେଳେ…

ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

ଶବ୍ଦ ଓଡିଶା ବ୍ୟୁରୋ: ନୂଆଦିଲ୍ଲୀରେ ଜି୨୦ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ଭାରତରେ ପହଞ୍ଚିବେ ବିଶ୍ୱସ୍ତରୀୟ ନେତା। ସମସ୍ତଙ୍କ ନଜର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡଡେନଙ୍କ ଉପରେ ରହିଛି। ବାଇଡେନ ଆଜି ସନ୍ଧ୍ୟାରେ…

ଶୁକ୍ରବାର ପ୍ରବଳ ବର୍ଷିବ! ପୁଣି ଫେରିବ ବର୍ଷା

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୮ ତାରିଖ ପରଠାରୁ ରାଜ୍ୟରେ ବର୍ଷାର ପ୍ରଭାବ କମିବ। ତେବେ ୧୨ ତାରିଖଠାରୁ ପୁଣି ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏନେଇ…

ଆଜିଠାରୁ ସାମୂହିକ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ

ଶବ୍ଦ ଓଡିଶା ବ୍ୟୁରୋ: ୧ ଲକ୍ଷ ୩୦ହଜାର ପ୍ରାଥମିକ ଶିକ୍ଷକ ଆଜିଠାରୁ ସାମୂହିକ ଛୁଟିରେ ଯିବେ । ରାଜ୍ୟର ୩୧୪ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ଶିକ୍ଷକ ଶିକ୍ଷୟିତ୍ରୀ। ଠିକା ବ୍ୟବସ୍ଥା ଉଚ୍ଛେଦ, କେନ୍ଦ୍ରୀୟ ହାରରେ ବେତନ…