Sun. Nov 29th, 2026

Category: ଓଡ଼ିଶା

କାୟାକଳ୍ପ ପକ୍ଷରୁ ବିଜ୍ଞାନ କୁଇଜ ପ୍ରତିଯୋଗିତା

ସାହିତ୍ୟ ବିଜ୍ଞାନ ଦର୍ଶନର ମୁଖପତ୍ର କାୟାକଳ୍ପ ଅନୁଷ୍ଠାନ ତରଫରୁ ବିଜ୍ଞାନ କୁଇଜ ପ୍ରତିଯୋଗିତା ଆୟୋଜିତ ହୋଇଛି । ଖୋର୍ଦ୍ଧା ଜିଲ୍ଲା ବାଙ୍କି କଳାପଥର ଉଚ୍ଚ ବିଦ୍ୟାଳୟ ଓ ବୋଲଗଡ ଧଳାପଥର ଉଚ୍ଚ ବିଦ୍ୟାଳୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର…

ରାଜସୁନାଖଳା ମହୋତ୍ସବର ଚତୁର୍ଥ ସଂଧ୍ୟା,ବିଭୋର ଦର୍ଶକ

ରଣପୁର,୧୧/୧୨ : ରାଜ ସୁନାଖଳା ମହୋତ୍ସବ କାଉଁରୀ ୨୦୨୨ ରବିବାର ଚତୁର୍ଥ ସଂଧ୍ୟାରେ ପ୍ରବଳ ଜନସମାଗମ ଥିବା ବେଳେ ବିଭିନ୍ନ ଜିନିଷର ଦୋକାନ, ଦୋଳି, ମୀନା ବଜାର, ଓ ଖାଦ୍ୟ ଦୋକାନ ଗୁଡିକରେ ଲୋକଙ୍କ ଭିଡ଼ ଜମିଥିଲା। ରାଜ ସୁନାଖଳା ମହୋତ୍ସବ…

ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଦ୍ୱାରା ଆୟୋଜିତ ଚିଲିକା ବ୍ଲକର ବିଶାଳ ମହିଳା କର୍ମୀ ସମ୍ମିଳନୀ

ଚିଲିକାରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଦ୍ୱାରା ଆୟୋଜିତ ଚିଲିକା ବ୍ଲକର ବିଶାଳ ମହିଳା କର୍ମୀ ସମ୍ମିଳନୀ । ବିଜେଡିରେ ଗୋଷ୍ଠୀ କନ୍ଦଳ ଲାଗି ରହିଥିବା ବେଳେ ଆଜି ପୁଣିଥରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ଏକ ମହିଳା କର୍ମୀ ସମ୍ମିଳନୀ…

ତ୍ରିକୋଣୀୟ ପ୍ରେମରୁ ହତ୍ୟା, କଟକରେ ନିଖୋଜ ଯୁବକଙ୍କୁ ନୟାଗଡ଼ରେ ହତ୍ୟା

ତ୍ରିକୋଣୀୟ ପ୍ରେମରୁ ହତ୍ୟା । କଟକରେ ନିଖୋଜ ନୟାଗଡ଼ାରେ ହତ୍ୟା । ମୃତଦେହ ଖୋଜୁଛି ପୁଲିସ । ପ୍ରେମରେ ପ୍ରତାରଣା ଯେ କେତେ ଭୟଙ୍କର ରୂପ ନେଇପାରେ ତାର ଏକ ଉଦାହରଣ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ମହୀପୁର ଅଞ୍ଚଳରେ ।…

ଜନ୍ମ ନେଲା ଅଦ୍ଭୁତ ବାଛୁରୀ

ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଳକ ଅନ୍ତର୍ଗତ ଗୋରୁଆଳ ଗ୍ରାମ ପଞ୍ଚାୟତର ଗିରଳ ଗ୍ରାମର ପ୍ରଫୁଲ୍ଲ ଦାସଙ୍କ ଏକ ଗାଈ ଅଦ୍ଭୁତ ବାଛୁରୀ ଛୁଆ ଜନ୍ମ ନେଇଛି । ଶରୀର ଅଛି । ତେବେ ଅଦ୍ଭୁତ ଗଢଣ । ଆଖି ଅଛି ଅଥଚ…

6ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ବେପାରୀ ଗିରଫ

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅବକାରୀ ପୋଲିସ୍ ପକ୍ଷରୁ ଟାଙ୍କୋଳ ହାଇସ୍କୁଲ ପଡିଆ ନିକଟରେ ଚଢାଉ କରାଯାଇ ଜଣେ ବ୍ରାଉନ ସୁଗାର ବେପାରୀକୁ ଗିରଫ କରାଯାଇଛି । ଗିରଫ ବ୍ରାଉନ ସୁଗାର ବେପାରୀ ନିକଟରୁ ୬ ଲକ୍ଷ ଟଙ୍କା ମୁଳ୍ୟ ୬୨ ଗ୍ରାମ…

ସନ୍ୟାସ ନେବେ କି ପିସିସି ସଭାପତି?

“ପ୍ରମାଣ ଦେଲେ ରାଜନୀତି ଛାଡିଦେବି । ସନ୍ୟାସ ନେଇଯିବି ।”ଏପରି କିଛି କହି ଦଳୀୟ ନେତାଙ୍କ ମନ୍ତବ୍ୟର ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅସଲ କଥାଟି ହଉଛି ପଦ୍ମପୁରରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ମୁହଁ ଖୋଲିଥିଲେ…

ଗହୀରମଥାରେ ଅଲିଭରିଡଲେଙ୍କ ସମାଗମ

ଓଡିଶାର ଗହୀରି ମଥା ହେଉଛି ଅଲିଭରିଡଲେଙ୍କ ପାଇଁ ସର୍ବୋକୃଷ୍ଟ ସ୍ଥାନ । ଲକ୍ଷ ଲକ୍ଷ କଉଁଛ ଏଠାରେ ଅଣ୍ଡା ଦେବା ପାଇଁ ଆସିଥାନ୍ତି । ତାପମାତ୍ରା ବୃଦ୍ଧି ସହ କଇଁଛମାନଙ୍କର ପ୍ରଜନନ ଋତୁ ଆରମ୍ଭ ହୋଇଥାଏ । ଗହୀରମଥାରେ ଅଲିଭରିଡଲେ କଇଁଛଙ୍କର…

ଚିନ୍ତା ବଢାଇଲା ବିଶ୍ୱବ୍ୟାଙ୍କ

ପ୍ରତିବର୍ଷ ଭାରତର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହାର କାରଣ ଭାବେ ଜଳବାୟୁ ପରିବର୍ତନ ବୋଲି କୁହାଯାଉଛି । ଭାରତରେ ଗତ କିଛି ସମୟ ହେଲା ଗ୍ରୀଷ୍ମ ଲହର ଚିନ୍ତାଜନକ ରହିଛି । ଗ୍ରୀଷ୍ମ ଋତୁରେ ହେଉଥିବା ଏହି ଲହରକୁ…

ବାଣପୁରରେ ହିଂସା ବିରୋଧ ସଚେତନତା ଅଭିଯାନ” ଉଦଯାପିତ

ବିଶ୍ୱ ମାନବଧିକାର ଦିବସ ଅବସରରେ ବାଣପୁରର ଅଗ୍ରଣୀ ସେବାସଂସ୍ଥା “ଏକତା ପରିଷଦ ଟ୍ରଷ୍ଟ ତରଫରୁ ଆରମ୍ଭ ହୋଇଥିବା ମହିଳା ହିଂସା ବିରୋଧ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି । ଦୀର୍ଘ ୧୬ଦିନ ପରେ ଶାଳିଆ ଡ୍ୟାମ ନକଟରେ କାର୍ଯ୍ୟକ୍ରମର ଉଦଯାପନ କରାଯାଇଛି ।…