Thu. Oct 15th, 2026

Category: ରାଜନୀତି

ସ୍ବାସ୍ଥ୍ୟ ପ୍ରସଙ୍ଗରେ ତିର୍ତ୍ତୋଲ ବ୍ଲକ୍ କଂଗ୍ରେସର ହଲ୍ଲାବୋଲ

ଆଗକୁ ଆସୁଛି ନିର୍ବାଚନ. ବିଭିନ୍ନ ଦଳ ନିଜ ଅଞ୍ଚଳ ପାଇଁ ପ୍ରସଙ୍ଗ ଖୋଜୁଥିବା ବେଳେ ତିର୍ତ୍ତୋଲ ଯୁବ କଂଗ୍ରେସ ସ୍ବାସ୍ଥ୍ୟ ସେବା ପ୍ରସଙ୍ଗକୁ ନେଇ ହାଲ୍ଲା ବୋଲର ଡାକରାଦେଇଛି.ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ଗୋଷ୍ଠି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ସ୍ୱାସ୍ଥ୍ୟସେବା…

ସୋନପୁର ବିଜେପିରେ କଳି, ଜିଲ୍ଲା ବିଜେପି ସଭାପତିଙ୍କ ପ୍ରେସ ମିଟ

ସୋନପୁର ବିଜେପିରେ କଳି । ଗତ ୨୮ତାରଖରେ ବଳରାମ ସିଂ ଯାଦବ ଓ ବଳଦେବ ବେଦବାକ ପ୍ରମୁଖ ବିଜେପିର ପୋଷ୍ଟର ବେନର ଧରୀ ଜିଲ୍ଲାର ତିନୋଟି ବ୍ଲକରେ ଆନ୍ଦୋଳନ କରିବା ସହିତ ଗୋଟିଏ ଲେଖାଏଁ ଦାବୀ ପତ୍ର ପ୍ରଦାନ କରିଥିଲେ ।…

ଶାରଳା ସମବାୟ ସୂତା କଳ ଭାଙ୍ଗି ହସ୍ପିଟାଲ ଗଢିବା ଚର୍ଚ୍ଚା ଜୋରସୋର

ଦୀର୍ଘ ୨୩ବର୍ଷ ପରେ ସରକାରଙ୍କ ନିଦ ଭାଙ୍ଗିଲା। ୧୯୯୯ମସିହା ମହାବାତ୍ୟା ରେ ତିର୍ତ୍ତୋଲ ନାଉସୀରା ଠାରେ ଥିବା ଶାରଳା ସମବାୟ ସୂତା କଳ ଭାଙ୍ଗି ଅଚଳ ହୋଇଥିବା ବେଳେ ଏବେ ଏହି ସ୍ଥାନରେ ଅତ୍ୟାଧୁନିକ ମେଡିକାଲ କରିବାକୁ ତତ୍ପରତା ପ୍ରକାଶ ପାଇବା…

ଓଡ଼ିଶାର ୪୪% ବିଧାୟକଙ୍କ ନାଁରେ ଅପରାଧିକ ମାମଲା

ଓଡ଼ିଶାର ୬୪ ଜଣ ବିଧାୟକଙ୍କ ବିରୋଧରେ ରହିଛି ଅପରାଧିକ ମାମଲା। ସେମାନଙ୍କ ମଧ୍ୟରୁ ଜଣେ ବିଧାୟକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ରହିଛି। ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମ ବା ଏଡିଆର ପକ୍ଷରୁ ପ୍ରକାଶିତ ରିପୋର୍ଟରେ ରହିଛି ଏହି ତଥ୍ୟ।ଦେଶର ୨୮ଟି ରାଜ୍ୟ…

ବିଜେପି ଜାତୀୟ କାର୍ଯ୍ୟକାରୀ କମିଟିରେ ସମୀର

ବିଜେପି ଜାତୀୟ କାର୍ଯ୍ୟକାରୀ କମିଟିରେ ସ୍ଥାନ ପାଇଲେ ସମୀର ମହାନ୍ତି। ସମୀର ମହାନ୍ତିଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତି ଦେଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।ମାର୍ଚ୍ଚ ମାସରେ ତାଙ୍କ ସ୍ଥାନରେ ମନମୋହନ ସାମଲଙ୍କୁ ବିଜେପି ରାଜ୍ୟ ସଭାପତି…

ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ ୨୦ କୋଟି ଟଙ୍କା ମଞ୍ଜୁର

କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିରେ ପୀଠର ସର୍ବାଙ୍ଗୀନ ଉନ୍ନତି କରାଯାଇ ଏହାକୁ ଓଡିଶାର ଅନ୍ୟତମ ପ୍ରମୁଖ ଧାର୍ମିକ ତଥା ଐତିହ୍ୟ ଓ ପର୍ଯ୍ୟଟନ…

ବିଜେପି ଦେଖାଇଲା ସରକାରଙ୍କ ୨୩ବର୍ଷ ଶାସନରେ ବିଫଳତାର ଗୋଲାପୀ ଚିତ୍ର

ରାଜ୍ୟ ସରକାର ତଥ୍ୟର ମାପକାଠି ନ କରି ୨୩ ବର୍ଷ ଶାସନର ବିଫଳତାର ଗୋଲାପୀ ଚିତ୍ର ଦେଖାଉଛନ୍ତି । ତଥ୍ୟ, ପରିସଂଖ୍ୟାନ ଏବଂ ବିଫଳ ଯୋଜନାକୁ ସଂଶୋଧିତ କରିବାର ନୂଆ ଭର୍ସନ ହେଉଛି ‘ଆମ ଓଡିଶା ନବୀନ ଓଡିଶା’ । ନବୀନ…

ବଢିଲା ଶ୍ରୀକାନ୍ତ ସାହୁଙ୍କ ଅଡ଼ୁଆ; ଥାନାରେ ଏତଲା ଦେଲେ ସଂଯୁକ୍ତା ମହଲା

ବିଜେଡିର ପୋଲସରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇଛନ୍ତି ତାଙ୍କରି ଦଳର ନେତ୍ରୀ ସଂଯୁକ୍ତା ମହଲା। ତା’ସହିତ ସେ ପୁଲିସ କମିଶନରଙ୍କୁ ଭେଟି ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।ସେ…

ଓଡ଼ିଶାର ଜଙ୍ଗଲ ଜମି, ବାଣ୍ଟୁଛି ଆନ୍ଧ୍ର, କୋରାପୁଟ ପ୍ରଶାସନର ଚିଠିକୁ ଅଣଦେଖା

କୋରାପୁଟ : ନନ୍ଦପୁର ବ୍ଲକ ସୀମାନ୍ତ ଗ୍ରାମ ଗୁଡ଼ିକରେ ଆନ୍ଧ୍ର ପ୍ରଶାସନ ତରଫରୁ ଓଡ଼ିଶା ଜଙ୍ଗଲ ଜମିକୁ ନିଜର କହି ରାଇ ପାହାଡ ଗ୍ରାମର ୧୫ ପରିବାରକୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିବା ଜଣାପଡ଼ିଛି। ଉକ୍ତ ଜଙ୍ଗଲ ଜମି ପଟ୍ଟାଧାରିଙ୍କୁ…

5ଟି ସଚିବଙ୍କ ଗାଡିକୁ ଅଣ୍ଡା ମାଡ଼

ଆଜି 5ଟି ସଚିବଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ l ଜିଲ୍ଲାର ଉଲୁଣ୍ଡା, ବିନିକା, ଡୁଙ୍ଗୁରିପାଲି ଏବଂ ସୋନପୁର ବ୍ଲକର ବିଭିନ୍ନ ସ୍ଥାନକୁ ଗସ୍ତ କରିବେ l ପ୍ରଥମରେ ଉଲୁଣ୍ଡା ବ୍ଲକ କୋଟସମଲେଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ପାଣ୍ଡିଆନ ପହଂଚି ଥିଲେ ସେଠାରୁ…