5ଟି ସଚିବଙ୍କ ଗାଡିକୁ ଅଣ୍ଡା ମାଡ଼

ଆଜି 5ଟି ସଚିବଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ l ଜିଲ୍ଲାର ଉଲୁଣ୍ଡା, ବିନିକା, ଡୁଙ୍ଗୁରିପାଲି ଏବଂ ସୋନପୁର ବ୍ଲକର ବିଭିନ୍ନ ସ୍ଥାନକୁ ଗସ୍ତ କରିବେ l ପ୍ରଥମରେ ଉଲୁଣ୍ଡା ବ୍ଲକ କୋଟସମଲେଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ପାଣ୍ଡିଆନ ପହଂଚି ଥିଲେ ସେଠାରୁ ଉଲୁଣ୍ଡା ଗସ୍ତ କରୁଥିବା ବେଳେ ତାଙ୍କ ଗାଡିକୁ ଆଣ୍ଡାମାଡ ହୋଇଥିଲା l ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ  ବେଳେ 5t ସଚିବଙ୍କ ଗସ୍ତକୁ ବିରୋଧ କରି ଗାଡିକୁ ଆଣ୍ଡାମାଡ କରି କଳା ପତକା ଦେଖାଇଥିଲେ ଆମ ଆଦମୀ ପାର୍ଟିର କର୍ମକର୍ତ୍ତା l କୋଟସମଲେଇରୁ ଉଲୁଣ୍ଡା ଆସୁଥିବା ରାସ୍ତାରେ ପାଣ୍ଡିଆନଙ୍କ କାରକୁ ଆଣ୍ଡାମାଡ ସହ କଳାପତାକା ପ୍ରଦର୍ଶନ କରିଥିଲେ l

You May Also Like

More From Author

+ There are no comments

Add yours