ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ବିଶ୍ଵ ରକ୍ତଦାତା ଦିବସ ପାଳିତ
ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ବିଶ୍ଵ ରକ୍ତଦାତା ଦିବସ ପାଳିତ ସମ୍ଵର୍ଦ୍ଧିତ ହେଲେ ୮ ରକ୍ତଦାତା ୨ ଅନୁଷ୍ଠାନ ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥ ତାଲିମ କେନ୍ଦ୍ର ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ରକ୍ତଦାତା ଦିବସ ପାଳିତ ହୋଇଯାଇଛି।…
ବିଜେପିର ହିତାଧିକାରୀ ସମ୍ମିଳନୀ, ବିଧାୟକଙ୍କ ଦାୟୀତ୍ଵଙ୍କୁ ନେଇ ପ୍ରଶ୍ନ କଲେ ପୁରନ୍ଦେଶ୍ୱରୀ
କୋରାପୁଟ :କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷ ସେବା, ସୁଶାସନ ଓ ଗରୀବ କଲ୍ୟାଣ ସଂପର୍କରେ ବିଜେପି ମହାସଂପର୍କ ଅଭିଯାନ ଆରମ୍ଭ କରିଛି।ଏହି ଅବସରରେ ବିଜେପି ଜାତୀୟ ସାଧାରଣ ସମ୍ପାଦିକା ତଥା ଓଡିଶା ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ଵରୀ ଆଜି…
ଛତିଶଗଡ଼ରେ ଜୋର ଧରିଲାଣି ବିଧାନସଭା ନିର୍ବାଚନ ତାତି
ନିକଟରେ ବିଲାସପୁର ଡିଭିଜନରେ କଂଗ୍ରେସ ଏକ ବୈଠକ କରିଥିଲା ଯେଉଁଠାରେ ରାଜ୍ୟର ସମସ୍ତ ପ୍ରଭାବଶାଳୀ ଦଳ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ବ୍ୟତୀତ ରାଜ୍ୟ କଂଗ୍ରେସ ଦାୟିତ୍ୱରେ ଥିବା କୁମାରୀ ସେଲଜା ଏବଂ ବିଧାନସଭା ବାଚସ୍ପତି ଚରଣ ଦାସ ମହନ୍ତ…
କୁଆଡେ ଯିବ ପ୍ରିୟଙ୍କାଙ୍କ ରାଜନୈତିକ କ୍ୟାରିଅର?
ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ରାଜନୈତିକ ଯାତ୍ରା ଖୁବଶୀଘ୍ର ରାଜ୍ୟ ସଭା ଆଡକୁ ଗତି କରିପାରେ। ମିଳିଥିବା ସୂଚନା ଅନୁଯାୟୀ, ସୋନିଆ ଗାନ୍ଧୀଙ୍କ ଉପସ୍ଥିତିରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ପ୍ରିୟଙ୍କାଙ୍କୁ ରାଜ୍ୟ ସଭା ପଠାଇବାର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଅନ୍ୟପଟେ ସୋନିଆ…
ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ ପୂଜାରୀ
ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ ପୂଜାରୀ। ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳଙ୍କୁ ସୁପାରିସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଚ୍ଚ ଶିକ୍ଷା ବିଭାଗର ଖରାପ ପ୍ରଦର୍ଶନ ପାଇଁ ବାଦ୍ ପଡ଼ିଥିବା ସୂଚନା ମିଳିଛି। ବାର୍ଷିକ ସମୀକ୍ଷାରେ ଖରାପ ପ୍ରଦର୍ଶନ ପାଇଁ ବାଦ୍…