Thu. Oct 15th, 2026

Category: ରାଜନୀତି

ପୁରୀରେ ବଲିଉଡ ଅଭିନେତ୍ରୀ ଜୟପ୍ରଦା

ଶ୍ରୀକ୍ଷେତ୍ରରେ ପହଞ୍ଚି ଜଗା ଦର୍ଶନ କରିଛନ୍ତି ବଲିଉଡ ଅଭିନେତ୍ରୀ ଜୟପ୍ରଦା । ପୁଅ ସମ୍ରାଟ ସହ ପୁରୀରେ ପହଞ୍ଚିବା ପରେ ସେଠାରୁ ସିଂହଦ୍ୱାର ଅଭିମୁଖେ ଯାଇଥିଲେ। ସିଂହଦ୍ୱାରରେ ପହଁଚିବା ପରେ ତାଙ୍କୁ ସେବାୟତ ମଧୁସୂଦନ ସିଂହାରୀ ସ୍ୱାଗତ କରିଥିଲେ । ପରେ…

ରାହୁଲଙ୍କୁ ନେଇ ଏମିତି କହିଲା ଜର୍ମାନ ବୈଦେଶିକ ମନ୍ତ୍ରଣାଳୟ

ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ରଦ୍ଦ ହେବା ଘଟଣା ଦାଣ୍ଡରେ ପଡି ହାଟରେ ପଡ଼ିଲାଣି। ଦେଶ ପରେ ବର୍ତ୍ତମାନ ବିଦେଶରେ ମଧ୍ୟ ଏହାର ଚର୍ଚ୍ଚା ଜୋର ଧରିଲାଣି। ବର୍ତ୍ତମାନ ଏହି ପ୍ରସଙ୍ଗରେ ଜର୍ମାନୀ ପ୍ରତିକ୍ରିୟା ପ୍ରକାଶ କରିଛି। ଜର୍ମାନ ବୈଦେଶିକ ମନ୍ତ୍ରଣାଳୟର…

ଡିଜେ ସାଉଣ୍ଡକୁ ନେଇ ଡିଜିପିଙ୍କ କଡ଼ା ନିର୍ଦ୍ଦେଶ; ଗାଁ ରେ ନିୟମ ଲାଗୁ, ସହରରେ ଫୁ

ବାହାଘର, ବ୍ରତଘର, ପୂଜା, ଭସାଣ ଶୋଭାଯାତ୍ରାରେ ଅତି ବିକଟାଳ ସାଉଣ୍ଡରେ ବାଜୁଛି ଡିଜେ। ଅତି ଉଚ୍ଚ ସାଉଣ୍ଡ ପାଇଁ ଲୋକଙ୍କ ଜୀବନ ମଧ୍ୟ ବିପଦରେ ପଡୁଛି। ଗତକାଲି ( ମଙ୍ଗଳବାର) ଏହି ପ୍ରସଙ୍ଗ ବିଧାନସଭାରେ ଉଠିଥିଲା। ବିଧାୟକମାନେ ଏହି ପ୍ରସଙ୍ଗ ଉଠାଇବା…

ଗଜେନ୍ଦ୍ର ବନାମ ରାହୁଲ

କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ସୋମବାର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗାନ୍ଧୀ ପରିବାର ନିଜକୁ ସମସ୍ତଙ୍କଠାରୁ ଅଲଗା ଏବଂ ସମ୍ବିଧାନଠାରୁ ଊର୍ଦ୍ଧ୍ୱରେ ବିବେଚନା କରନ୍ତି। ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ କରିବାରେ ଭାଜପା କିମ୍ବା…

ପାକିସ୍ତାନରେ ଇମ୍ରାନ ପିଟିଆଇ ମୁହାଁମୁହିଁ

ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ଏବଂ ଶାସକ ଦଳ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ପାକିସ୍ତାନର ଗୃହମନ୍ତ୍ରୀ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି ଯେଉଁଥିରେ ଇମ୍ରାନ ଖାନ (ପୂର୍ବତନ ପ୍ରଧାନମନ୍ତ୍ରୀ) ଙ୍କ ସମର୍ଥକମାନେ ଆକ୍ରୋଶିତ ହୋଇଛନ୍ତି। ପାକିସ୍ତାନର…

ରାହୁଲ, ବିବାଦ ଓ ଜାତିସଂଘ

ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ଦେଇଥିବା ଦଣ୍ଡବିଧାନ ଜାତିସଂଘରେ ପହଞ୍ଚିଛି। ମିଳିତ ଜାତିସଂଘର ମୁଖ୍ୟ ଆଣ୍ଟୋନିଓ ଗୁଟେରସଙ୍କ ମୁଖପାତ୍ର ଫରହାନ ହକଙ୍କର ଏହି ପ୍ରସଙ୍ଗରେ ବିବୃତ୍ତି ଆସିଛି। ସେ କହିଥିଲେ ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ…

“ଭଗବାନ ରାମ ହେଉଛନ୍ତି ଆହ୍ଲାଙ୍କ ପ୍ରେରିତ!”

ଚର୍ଚ୍ଚାରେ ଫାରୁକ୍‌ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ। ଭଗବାନ ରାମଙ୍କୁ ନେଇ ସେ ଏକ ସାଧାରଣ ସଭାରେ ଯାହା କହିଛନ୍ତି, ତାକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଫାରୁକ୍‌ କେବଳ ସାଧାରଣ ଭାବେ ବୟାନ୍ ଦେଇଛନ୍ତି ବୋଲି କହିଲେ ଉଚିତ୍ ହେବନି।…

ମନମୋହନ ସାମଲ ଓଡ଼ିଶା ବିଜେପିର ନୂଆ ସଭାପତି

ମନମୋହନ ସାମଲ ଓଡ଼ିଶା ବିଜେପିର ନୂଆ ସଭାପତି । ମନମୋହନଙ୍କୁ ରାଜ୍ୟ ସଭାପତି ଭାବେ ଗୁରୁଦାୟିତ୍ୱ ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା । ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନଙ୍କୁ ଏହି ଦାୟିତ୍ୱ ମିଳିଛି । ଆଗକୁ ୨୦୨୪ ନିର୍ବାଚନ…

ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନରେ ବିଶ୍ଵ ଜଳ ଦିବସ ପାଳିତ

ଭୁବନେଶ୍ବରସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ, ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନରେ ବିଶ୍ଵ ଜଳ ଦିବସ ମାର୍ଚ୍ଚ ୨୨ ତାରିଖ ଦିନ ପାଳିତ ହୋଇ ଯାଇଛି । ଏହି ଅବସରରେ ଅନୁଷ୍ଠିତ ଆଲୋଚନା ଚକ୍ରକୁ ଆନ୍ତର୍ଜାତିକ ଜଳ ଗବେଷଣା ପ୍ରତିଷ୍ଠାନର…

ଜଗା ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ; ପୁରୀରେ ନିର୍ମାଣ ହେବ ପଶ୍ଚିମବଙ୍ଗ ଭବନ

ଆଜି ଅପରାହ୍ଣରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ଶ୍ରୀମନ୍ଦିରକୁ ଯାଇଥିଲେ। ମନ୍ଦିରର ଭିତର କାଠ ନିକଟରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲୋଡିଥିଲେ। ଶ୍ରୀଜିଉଙ୍କୁ ତୁଳସୀ ଲାଗି କରିବା ପରେ ମନ୍ଦିର ବେଢା ବୁଲିଥିଲେ ମମତା। ପରେ ବେହରଣ ଦ୍ୱାରରୁ…