Sun. Nov 29th, 2026

Author: Niharika Mohanty

କାହାର ହେବ ଝାରସୁଗୁଡା ?

ଏଥର କାହାର ହେବ ଝାରସୁଗୁଡା ? ଉପନିର୍ବାଚନରେ କିଏ ଜିତିବ ବାଜି, କାହାର ହେବ ହାର ? ରାତି ପାହିଲେ ଝାରସୁଗୁଡ଼ା ଉପନିର୍ବାଚନ । ଏ ବର୍ଷର ପ୍ରଥମ ଭୋଟ୍ । ୨୪ ମହା ଲଢ଼େଇ ପୂର୍ବରୁ ତିନି ପ୍ରମୁଖ ଦଳ…

କିଏ ମାରିବ କର୍ଣ୍ଣାଟକ ବାଜି?

କର୍ଣ୍ଣାଟକରେ କିଏ ଗଢ଼ିବ ସରକାର । ଆଉ କିଛି ସମୟ ପରେ ଆସିବ ଫଇସଲା । ତେବେ ଏହା ପୂର୍ବରୁ ବିଭିନ୍ନ ଏକଜିଟ୍ ପୋଲ ସାମ୍ନାକୁ ଆସିଛି । ଯେଉଁଥିରେ କଂଗ୍ରେସ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି ।…

ରଥଯାତ୍ରାକୁ ଦୃଷ୍ଟି ରେ ରଖି ପୁରୀ ପୋଲିସର ହୋଟେଲ ଓ ଲଜ ଯାଞ୍ଚ

ପୁରୀ ସ୍ନାନଯାତ୍ରା ଓ ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ବିଭିନ୍ନ ହୋଟେଲ ଓ ଲଜକୁ ଯାଞ୍ଚ କରା ଯାଉଛି।ହୋଟେଲ ଲଜମାନଙ୍କର ସିସିଟିଭିକୁ ଲଗାଇବା ଓ ଅଚଳ ସିସିଟିଭିକୁ ଠିକ୍ କରିବା ସହ ଯାତ୍ରୀମାନଙ୍କର ସଠିକ୍ ଭାବେ ପରିଚୟ ପ୍ରମାଣ…

ପାକ୍‌ରୁ ଡ୍ରଗ୍ ସ୍ମଗଲିଂ କେସରେ ୩ ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ

ପାକିସ୍ତାନରୁ ଡ୍ରଗ୍ ନକ୍ସର ଏକ ଅଂଶ ହୋଇଥିବାରୁ ଆଜି ତିନିଜଣ ଭାରତୀୟ ନାଗରିକଙ୍କୁ ଦିଲ୍ଲୀ ପୋଲିସର କାଉଣ୍ଟର ଇଣ୍ଟେଲିଜେନ୍ସ ୟୁନିଟ୍ ଗିରଫ କରିଥିଲା।ଅଭିଯୁକ୍ତ ମଲକିତ ସିଂ, ଧର୍ମେନ୍ଦ୍ର ସିଂ ଏବଂ ହରପାଲ ସିଂ ପଞ୍ଜାବର ବାସିନ୍ଦା ଏବଂ ଦିଲ୍ଲୀର ସାରାଇ କାଲେ…

୮୪ ଯୋନିରୁ ମୁକ୍ତିପାଇବାର ଦିନ ଭଉଁରୀ ଯାତ୍ରା

ଆଜି ଭଉଁରୀ , ଆଜି ଭ୍ରମିବେ ଜଗନ୍ନାଥ l ସାରା ଜଗତକୁ ଭ୍ରମରେ ପକାଉଥିବା ଦେବତା ଆଜି ଭଉଁରୀ ଭଳିଆ ଭ୍ରମିବେ l ଅକ୍ଷୟ ତୃତୀୟାଠାରୁ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହୁଏ l ମଦନମୋହନ, ଶ୍ରୀଦେବୀ,…

ବିହାର ହିନ୍ଦୀ ସାହିତ୍ୟ ସମ୍ମିଳନୀରେ ସମ୍ମାନିତ ହେଲେ ଓଡ଼ିଆ ପ୍ରଫେସର

ବିହାର ହିନ୍ଦୀ ସାହିତ୍ୟ ସମ୍ମିଳନୀରେ ସମ୍ମାନିତ ହେଲେ ଡ. ଚକ୍ରଧର ତ୍ରିପାଠୀ। ପାଟନାଠାରେ ଅନୁଷ୍ଠିତ ବିହାର ହିନ୍ଦୀ ସାହିତ୍ୟ ସମ୍ମିଳନୀର ୪୨ତମ ସମ୍ମିଳନୀ ଅବସରରେ ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କ ଦ୍ୱାରା ସମ୍ମାନିତ ମାନ୍ୟବର ପ୍ର. ଚକ୍ରଧର ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ…

ଖରାଦିନେ ପଡୁଛି କାକର, କୁହୁଡ଼ିରେ ଯାତାୟତ ବାଧାପ୍ରାପ୍ତ

ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସମ୍ଭାଳ ତାତିରେ ଲୋକେ ନାକେଦମ୍ ହେଲେଣି । ଦିନ ୧୧ ଟା ହେଲେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସହରରେ ତାମପାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଅନ୍ୟପଟେ…

କୃଷି କ୍ଷେତ୍ରରେ କମ ଜଳ ପ୍ରୟୋଗରେ ଅଧିକ ଉତ୍ପାଦନ ପାଇଁ ଆହ୍ଵାନ

ଆଇସିଏଆର ଅନ୍ତର୍ଗତ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ, ଭୁବନେଶ୍ବର ତା’ର ୩୬ ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ଅବସରରେ ମୁଖ୍ୟ ଅତିଥି ଡକ୍ଟର ସୁରେଶ କୁମାର ଚୌଧୁରୀ , ଉପମହାନିର୍ଦ୍ଦେଶକ (ପ୍ରାକୃତିକ ସମ୍ପଦ ପରିଚାଳନା), ବୃକ୍ଷକୁ ଜଳଦାନ…

ନିଜ ଖର୍ଚ୍ଚରେ ହନୁମାନ ମନ୍ଦିର ନିର୍ମାଣ କରି ଉଦାହରଣ ସାଜିଲେ ଯୁବକ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଧୋଡ଼ିପାଣି ପଞ୍ଚାୟତ ଅଧିନ ଫଲସାପଡା ଗ୍ରାମର ଲକ୍ଷ୍ମୀକାନ୍ତ ବାରିକ ନାମକ ଜଣେ ଯୁବକ ନିଜ ଖର୍ଚ୍ଚରେ ହନୁମାନ ମନ୍ଦିର ତୋଳି ଅଞ୍ଚଳରେ ଈଶ୍ୱର ଭକ୍ତିର ଏକ ଶ୍ରେଷ୍ଠ ପରାକାଷ୍ଠା ଦେଖାଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ସେ ସମସ୍ତଙ୍କ…

ଚଳଚଞ୍ଚଳ ରଥଖଳା

ବାକି ରହିଲା ଆଉ ଦିନ କେଇଟା। ତା ପରେ ରଥରେ ବିରାଜିବେ ଚତୁର୍ଦ୍ଧାମୂର୍ତ୍ତି। ଲୋକେ ଦେଖିବେ ଜଗତର ବଡ଼ ଠାକୁର। ସେଥିପାଇଁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି। ରଥ ଖଳାରେ ବିଶ୍ୱକର୍ମା ତାଙ୍କ ହାତର ଜାଦୁ ଆରମ୍ଭ କରିସାରିଛନ୍ତି। କିଏ ହାତରେ କୁରାଢି…