Thu. Oct 15th, 2026

ଏଥର କାହାର ହେବ ଝାରସୁଗୁଡା ? ଉପନିର୍ବାଚନରେ କିଏ ଜିତିବ ବାଜି, କାହାର ହେବ ହାର ? ରାତି ପାହିଲେ ଝାରସୁଗୁଡ଼ା ଉପନିର୍ବାଚନ । ଏ ବର୍ଷର ପ୍ରଥମ ଭୋଟ୍ । ୨୪ ମହା ଲଢ଼େଇ ପୂର୍ବରୁ ତିନି ପ୍ରମୁଖ ଦଳ ପାଇଁ ମଇଦାନରେ ନିଜ ନିଜ ରାଜନୈତିକ ଦାଢ଼ ପରଖିବାର ସମ୍ଭବତଃ ଶେଷ ସୁଯୋଗ । ସେଥିପାଇଁ ସବୁ ସ୍ତରରେ ଚୁଡ଼ାନ୍ତ ହୋଇଛି ପ୍ରସ୍ତୁତି। ପୋଲିଂ ପାର୍ଟି ବୁଥରେ ପହଞ୍ଚି ମତଦାନର ରିହର୍ସାଲ କରିଛନ୍ତି । ମୁକ୍ତ ଓ ଅବାଧ ଭୋଟ ଗ୍ରହଣ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ମଧ୍ୟ ସମସ୍ତ ତୟାରି ସରିଛି । ବାସ୍ କେବଳ ଭୋଟ୍ ପରୀକ୍ଷାକୁ ଅପେକ୍ଷା।

Leave a Reply

Your email address will not be published. Required fields are marked *