Sun. Nov 29th, 2026

Author: Niharika Mohanty

ପୁଣି ଭାରତର ସ୍ବର୍ଗ କାଶ୍ମୀରକୁ ଫେରିଛି ପର୍ଯ୳ଟନର ବାଟ

ଶାନ୍ତ ହୋଇଯାଇଛି ପରିବେଶ । ଚୁପ୍ ହୋଇଯାଇଛନ୍ତି ବନ୍ଧୁକ ଓ ତୋପ। ଫେବୃଆରୀ ୨୦୨୦ ରେ ଭାରତ ଏବଂ ପାକିସ୍ତାନ ଅସ୍ତ୍ରବିରତି ପାଇଁ ରାଜି ହେବା ପରଠାରୁ କାଶ୍ମୀର ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କ ପାଇଁ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲଓସି) ନିକଟରେ…

ସଙ୍କଟ ଘେରରେ ନୈନିତାଲ

ଭାରତର ଅନ୳ତମ ପ୍ରାକୃତିକ ସୌନ୍ଦର୍ଯ୳ରେ ଭରପୁର ସ୍ଥାନ ହେଉଛି ନୈନିତାଲ। ମାତ୍ର ଦିନକୁ ଦିନ ଏହି ସୌନ୍ଦର୍ଯ୳ ଉପରେ ବିପଦ ଦେଖାଦେଉଛି। ମୌସୁମୀ ଆରମ୍ଭ ହେବା ସହିତ ଉତ୍ତରପ୍ରଦେଶରେ ମଧ୍ୟ ଭୂସ୍ଖଳନ ଦ୍ରୁତ ଗତିରେ ବଢୁଛି। ଏହା ସହ ନୈନିତାଲରେ ମଧ୍ଯ…

ସରକାରୀ ଚାକିରିଆଙ୍କ ପାଇଁ ଏକ ଖୁସି ଖବର; ଖୁବଶୀଘ୍ର ପଦୋନ୍ନତି

ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର। ଜୁଲାଇ ୧, ୨୦୨୨ ରେ ୮, ୦୦୦ ରୁ ଅଧିକ ସରକାରୀ କର୍ମଚାରୀଙ୍କୁ ବ୍ୟାପକ ପଦୋନ୍ନତି ଦେବା ପରେ କର୍ମଚାରୀ ଏବଂ ତାଲିମ ବିଭାଗ ଆସନ୍ତା ଦୁଇ ତିନି ସପ୍ତାହ ମଧ୍ୟରେ ଅଧିକ…

ଘରୋଇ ଉପଚାର ଦ୍ୱାରା ମିଳିବ ମଶାଙ୍କଠୁ ମୁକ୍ତି

ବର୍ଷା ଋତୁ ଆସିବା ମାତ୍ରକେ ଚାରିଆଡେ ପାଣି କାଦୁଅ ହେବା ସହ ମଶା ମାନଙ୍କ ଉପଦ୍ରବ ବଢ଼ି ଯାଇଥାଏ । ମଶା କାମୁଡିବା ଦ୍ବାରା ଏହି ଋତୁରେ ମାଲେରିଆ , ଡେଙ୍ଗୁ , ଚିକେନ ଗୁନିଆ ହେବାର ଅଧିକ ସମ୍ଭାବନା ରହିଥାଏ…

ହ୍ୱାଟ୍ସଆପ ଅପଡେଟ: ଡିସଆପିୟରିଂ ମେସଜ ହେବନି ଡିଲିଟ

ଦିନକୁ ଦିନ ହ୍ୱାଟ୍ସଆପ କିଛି ନା କିଛି ନୂତନ ଫିଚର ଆଣିବାରେ ଲାଗିଛି। ହ୍ୱାଟ୍ସଆପ ମଧ୍ୟ କ୍ରମାଗତ ଭାବେ ଫିଚର ଗୁଡିକର ବିକାଶ ଉପରେ କ୍ରମାଗତ ଭାବରେ କାର୍ଯ୍ୟ କରୁଛି। ନିକଟ ଅତୀତରେ ବ୍ୟବହାରକାରୀଙ୍କ ହିତକୁ ଦୃଷ୍ଟିରେ ରଖି ବିଭିନ୍ନ ସମୟରେ…

“ଗରିବ, ଆଦିବାସୀ ଓ ପଛୁଆ ବର୍ଗ ମୋର ଶକ୍ତି”

ସର୍ବୋଚ୍ଚ ମୁକୁଟ ପିନ୍ଧିଛନ୍ତି ଦ୍ରୌପଦୀ ମୁର୍ମୁ । ଯାହା ପାଇଁ ସାରା ଦେଶ ଅପେକ୍ଷା କରିଥିଲା, ଆଜି ତାହା ପୂର୍ଣ୍ଣ ହୋଇଛି । ରାଇସିନୀ ହିଲ୍ସର ରାଣୀ ସାଜିଛନ୍ତ ଏହି ଆଦିବାସୀ ମହିଳା। ଭାରତର ସର୍ବକନିଷ୍ଠ ରାଷ୍ଟ୍ରପତି ରୂପେ ରାଇସିନା ହିଲ୍ସ…

ଦୈନନ୍ଦିନ ଜୀବନରେ ଉପଯୋଗୀ ପରିବା ସାରୁ

ସାଧାରଣତଃ ଖାଇବା ପ୍ଲେଟରେ ସାରୁକୁ କେହି ପସନ୍ଦ କରନ୍ତି ନାହିଁ । ସାରୁ ଖାଇବା ଦ୍ୱାରା ବିଭିନ୍ନ ଆଲର୍ଜି ହେବାର ମଧ୍ୟ ଦେଖିବାକୁ ମିଳିଥାଏ। ତେବେ ଏହା ପରିବା ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ଦେବ ବୋଲି ପ୍ରମାଣିତ ହୋଇଛି।…

ପରୀକ୍ଷା ହଲରେ ଏକାଠି ବସି ମୋବାଇଲରୁ କପି କରୁଛନ୍ତି ଛାତ୍ରଛାତ୍ରୀ

ଶିକ୍ଷା ଛାତ୍ର ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭେଇଥାଏ। ଜ୍ଞାନର ଭଣ୍ଡାରକୁ ବିକଶିତ କରିବା ପାଇଁ ଶିକ୍ଷକ ଓ ଛାତ୍ର ଉଭୟ ଏଥିରେ ଲାଗିପଡନ୍ତି। କିନ୍ତୁ କିଛି ବିଶୃଙ୍ଖଳିତ ଶିକ୍ଷା ପ୍ରଣାଳୀରେ ଏକ ଛାତ୍ରର ଭବିଷ୳ତ ଅପରେ ପ୍ରଶ୍ନ ସୃଷ୍ଟି ହୁଏ।…

ବାରମ୍ବାର କଥାରୁ ଓହରୁଛି ଋଷ; ଚୁକ୍ତି ପରେ ଆକ୍ରମଣରେ ଲଗାଉନି ରୋକ

ଋଷ-ୟୁକ୍ରେନ ଯୁଦ୍ଧରେ ଦିନକୁ ଦିନ ଏକ ରକ୍ତଭିଜା ଫର୍ଦ୍ଦ ଯୋଡି଼ ହୋଇଯାଉଛି। ଯୁଦ୍ଧ ଶାନ୍ତିକୁ ନେଇ ଦୁଇ ଦେଶ ମଧ୍ୟରେ ହୋଇଥିଲା ଗ୍ରେନ ଏକ୍ସପର୍ଟ ଚୁକ୍ତି। ଯାହା ପରେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲି ରହିଥିବା ସଂଘର୍ଷ ଶେଷ ହେବା…

ଅପମାନଜନକ ଶବ୍ଦରେ ମସ୍ତିଷ୍କ ଅଧିକ ସମ୍ବେଦନଶୀଳ ହୁଏ

କେବଳ ଶାରୀରିକ ଯନ୍ତ୍ରଣା ନୁହେଁ, ଅପମାନଜନକ ତଥା ମଧ୍ୟ ମନକୁ ଆଘାତ ଦେଇଥାଏ। ଗବେଷକମାନଙ୍କର ଏକ ଟିମ ଶବ୍ଦ ଦ୍ବାରା ଅପମାନର ସ୍ୱଳ୍ପକାଳୀନ ପ୍ରଭାବକୁ ମୂଲ୍ୟାଙ୍କନ କରିଛି। ଏଥିପାଇଁ ସେମାନେ ୭୯ଜଣ ମହିଳାଙ୍କ ଉପରେ ଇଲେକ୍ଟ୍ରୋଏନ୍ସଫାଲୋଗ୍ରାଫି ଏବଂ ଚର୍ମ ଚାଳନା ରେକର୍ଡିଂ…