Sun. Nov 29th, 2026

Author: Niharika Mohanty

ରସଗୋଲା ଓଡ଼ିଶାର, ମନ ଜିଣିଲେ ଦାଦା

“ରସଗୋଲା ଓଡ଼ିଶାର, ରସଗୋଲା ଜଗନ୍ନାଥଙ୍କର।” ରସଗୋଲାକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା ଓଡ଼ିଶା-ପଶ୍ଚିମବଙ୍ଗ ଲଢେଇରେ ଏବେ ନୂଆ ମୋଡ଼ ଆସିଛି। ରସଗୋଲା କାହାର? ଏହି କଳିରେ ଏବେ ଓଡ଼ିଶା ସପକ୍ଷରେ ବାହାରିଛନ୍ତି ପୂର୍ବତନ କ୍ରିକେଟର ତଥା ବିସିସିଆଇ ମୁଖ୍ୟ ସୌରଭ…

କବର ଭିତରେ ଜୀବନ୍ତ ଶିଶୁକୁ ଉଦ୍ଧାର କଲେ ଚାଷୀ; ପିତାମାତାଙ୍କୁ ଖୋଜୁଛି ପୋଲିସ

ସମାଜରେ ଦେବୀମାନଙ୍କୁ ପୂଜା କରାଯାଉଥିବା ବେଳେ ନାରୀ ଜାତିକୁ ଅଣଦେଖା କରାଯାଉଛି । ଏବେ ମଧ୍ୟ ଝିଅ ଜନ୍ମକୁ ଲୋକେ ବୋଝ ବୋଲି ମଣୁଛନ୍ତି। ସେହିପରି ଏକ ଘଟଣା ଦେଖିବାକୁ ମିଳିଛି । ଗୁଜୁରାଟର ସାବରକାନ୍ତ ଜିଲ୍ଲାର ଗାମ୍ବୋଇ ଗ୍ରାମରେ। ଏକ…

ନିୟମିତ ତମ୍ବା ପାତ୍ରରେ ପାଣି ପିଅନ୍ତୁ

ସାଧାରଣ ଭାବେ ଆମେ ସମସ୍ତେ ଷ୍ଟିଲ, କାଚ ତଥା ପ୍ଲାଷ୍ଟିକ ଗ୍ଲାସରେ ପାଣି ପିଇଥାଉ। କିନ୍ତୁ କଣ ଆପଣ ଜାଣନ୍ତି କି ତମ୍ବା ପାତ୍ରରେ ପାଣି ପିଇବାକୁ କାହିଁକି ପରାମର୍ଶ ଦିଆଯାଏ। ଅନେକ ଥର ଶୁଣିବାକୁ ମିଳେ ଯେ ତମ୍ବା ତଥା…

ଅକ୍ଟୋବରରେ ଭାରତ କରିବ ୟୁଏନଏସସି ବୈଠକର ଆୟୋଜନ

ଆତଙ୍କବାଦ ବିପକ୍ଷରେ ଲଢିବାକୁ ପ୍ରସ୍ତୁତ ହେଉଛି ଭାରତ। ପ୍ରଥମ ଥର ପାଇଁ ଆତଙ୍କବାଦ ଉପରେ ଏକ ସ୍ୱତନ୍ତ୍ର ବୈଠକ ଆୟୋଜନ କରିବାକୁ ଯାଉଛି। ଚୀନ୍, ଋଷ ଏବଂ ଆମେରିକା ସମେତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ୧୫ ଟି ଦେଶର କୂଟନୀତିଜ୍ଞ…

କ୍ଷତି ପହଞ୍ଚାଇବ ସୌର ପବନ; ଜିଓମ୍ୟାଗ୍ନେଟିକ୍ ଝଡ଼କୁ ନେଇ ଚିନ୍ତା

ସୂର୍ଯ୍ୟପୃଷ୍ଠର ଏକ ‘ଗର୍ତ୍ତ’ରୁ ବାହାରୁଥିବା ତୀବ୍ର ଗତିର ସୌର ପବନ ଲୋକଙ୍କ ପାଇଁ ଚିନ୍ତା ବଢ଼ାଇଛି । ଏହା ଆଜି ଅର୍ଥାତ୍ ୩ ଅଗଷ୍ଟରେ ପୃଥିବୀରେ ଏକ ଛୋଟ ଜିଓମ୍ୟାଗ୍ନେଟିକ୍ ଝଡ଼ର ସମ୍ଭାବନାକୁ ବଢ଼ାଇଦେଇଛି । ସ୍ପେସ୍ ୱେଦର୍ ଡଟ୍ କମ୍…

ସକାଳୁ ଦାନ୍ତ ନ ଘଷି ପିଅନ୍ତୁ ପାଣି; ମିଳିବ ଏହି ସୁଫଳ

ଦାନ୍ତ ଘଷିବା ସକାଳର ଗୋଟିଏ ସବୁଠୁ ମହତ୍ଵପୁର୍ଣ କାର୍ଯ୍ୟ l ଦାନ୍ତର ସୁସ୍ଥତା ପାଇଁ ପ୍ରତିଦିନ ୨ଥର ଘଷିବାକୁ ପରାମର୍ଶ ଦିଆଯାଏ। ସାଧାରଣତଃ ଦାନ୍ତ ଘଷିବା ପରେ ହିଁ ଦିନର ଖାଇବା ପିଇବା ପ୍ରକିୟା ଆରମ୍ଭ ହୋଇଥାଏ। କିନ୍ତୁ ଏକ ରିସର୍ଚ୍ଚରୁ…

ଜେରେମି ଲାଲନିରୁଙ୍ଗା ଆଣିଲେ ଦ୍ବିତୀୟ ସ୍ବର୍ଣ୍ଣ

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତକୁ ମିଳିଛି ପଞ୍ଚମ ପଦକ। ଜେରେମି ଲାଲନିରୁଙ୍ଗା ରବିବାର ପୁରୁଷ ଭାରୋତ୍ତୋଳନର ୬୭ କିଲୋ ଭାର ବର୍ଗରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଜେରେମି ସ୍ନାଚ୍‌ରେ ରେକର୍ଡ ୧୪୦ କିଲୋ ଓଜନ ଉଠାଇଥିବା ବେଳେ କ୍ଲିନ ଆଣ୍ଡ ଜର୍କରେ…

ଆରପାରିରେ ଗାୟିକା ନିର୍ମଳା ମିଶ୍ର

ଆଉ ଶୁଭିବନି ‘ନିଦଭରା ରାତି ମଧୁଝରା ଜହ୍ନ’। ମଉଳି ଯାଇଛି ଷାଠିଏ ଓ ସତୁରି ଦଶକର ସେ ଜହ୍ନ।ବିଶିଷ୍ଟ ବଙ୍ଗୀୟ ତଥା ଓଡ଼ିଆ ଗାୟିକା ନିର୍ମଳା ମିଶ୍ର ଆଉ ନାହାନ୍ତି। ଗତ ରାତି ୨ଟା ୫ ମିନିଟ୍ ସମୟରେ କୋଲକାତାର ଚେତଲା…

ଆଇଟିଆର ଫାଇଲର ଲାଷ୍ଟ୍ ଡେଟ୍ ଜାରି କଲା ଅର୍ଥ ମନ୍ତ୍ରାଳୟ

ପାଖେଇ ଆସିଲାଣି ରିଟର୍ଣ୍ଣ ଦାଖଲର ସମୟସୀମା। ଜୁଲାଇ ୩୧କୁ ଏଥିପାର୍ଇ ଶେଷ ସମୟସୀମା ରଖାଯାଇଛି। ଅନ୳ପକ୍ଷେ ଦେଶର ୪୧ ପ୍ରତିଶତ ଟିକସଦାତା ଏ ପର୍ଯ୍ୟନ୍ତ ସେମାନଙ୍କ ଆୟକର ରିଟର୍ଣ୍ଣ ଦାଖଲ କରିନାହାଁନ୍ତି । ଏହାର ମୁଖ୍ୟ କାରଣ ହେଉଛି ଆୟକର ରିଟର୍ଣ୍ଣ…

ଶେଷରେ କ୍ଷମା ମାଗିଲେ ସାଂସଦ ଅଧିର ଚୌଧୁରୀ

ରାଜନୀତିରେ ହାତେ ମାପି ଚାଖଣ୍ଡେ ଚାଲିବା ଯେତିକି ଆବଶ୳କ କଥା କହିବା ବେଳେ ୧୦୦ ଥର ଭାବିବା ମଧ୍ଯ ସେତିକି ଜରୁରୀ। ରାଜନେତାଙ୍କ ‘ସ୍ଲିପ ଅଫ ଟଙ୍ଗ’ ପାଇଁ ପୁରରୁ ପଲ୍ଲୀ ଯାଏଁ ଏବେ ସବୁଠି ଝଡ଼ ସୃଷ୍ଟି ହେଲାଣି। ଆମେ…