Mon. Nov 30th, 2026

Author: Niharika Mohanty

ଭଙ୍ଗା ହେବ ବାହାନଗା ହାଇସ୍କୁଲ!

ଭଙ୍ଗା ଯାଇପାରେ ବାହାନଗା ହାଇସ୍କୁଲରେ ମୃତଦେହ ରହିଥିବା ଘର। ସ୍କୁଲ ପରିଦର୍ଶନ ବେଳେ ଏଭଳି କିଛି ସୂଚନା ଦେଲେ ବାଲେଶ୍ବର ଜିଲ୍ଲାପାଳ। ସ୍କୁଲ ପରିଚାଳନା କମିଟି ଚାହିଁଲେ ଘରକୁ ଭଙ୍ଗାଯିବ କହିଲେ ଜିଲ୍ଲାପାଳ। ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଶବ ଏହି ଘରେ…

ପୋଲିସକୁ ମାଡ଼ ମାରିବା ଘଟଣା, ୨ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ତିଲେଇମାଲ ଗାଁରେ ତଦନ୍ତକାରୀ ପୋଲିସ ଅଧିକାରୀକୁ ଗ୍ରାମବାସୀଙ୍କ ମାଡ ଘଟଣା । ଆଜି ଭୋର ସକାଳୁ ୨ ଜଣ ଅଭିଯୁକ୍ତକୁ ଉଠାଇ ଆଣିଲା ସୁବଳୟା ପୋଲିସ । ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ସୂଚନା ଦେଲେ…

ଜଳ ସମସ୍ୟା ଘେରରେ ଦିଲ୍ଲୀବାସୀ

ପ୍ରତ୍ୟେକ ଥର ରାଜଧାନୀ ଦିଲ୍ଲୀରେ ଜଳ ବୋର୍ଡର ଅବହେଳାର ଚିତ୍ର ସାମ୍ନାକୁ ଆସୁଛି। ବୋର୍ଡର ଅବହେଳା ଯୋଗୁଁ ଜଳ କିପରି ନଷ୍ଟ ହୁଏ ତାହା ଆଜି ଦିଲ୍ଲୀବାସୀଙ୍କ ଜଳ ଅଭାବରୁ ସ୍ପଷ୍ଟ ବାରି ହୋଇପଡୁଛି। ଏଭଳି ଚିତ୍ର ଦିଲ୍ଲୀର ବସନ୍ତ କୁଞ୍ଜ…

ଜନସମୁଦ୍ର ପାଲଟିଲା ଶ୍ରୀଅଲାରନାଥଙ୍କ ପୀଠ

ଶ୍ରୀଅଲାରନାଥଙ୍କ ଅନବସର ଯାତ୍ରା ଦ୍ଵିତୀୟ ଦିନରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ l ଶ୍ରୀଅଲାରନାଥଙ୍କ ଅନବସର ଦ୍ଵିତୀୟ ଦିନରେ ପ୍ରବଳ ଗୁଳୁଗୁଳିରେ ଲକ୍ଷ ଲକ୍ଷ ଭକ୍ତ କରିଲେ ଶ୍ରୀଅଲାରନାଥଙ୍କ ଦର୍ଶନ l ଏହି ଅନବସର ଉତ୍ସବରେ ପ୍ରବଳ ଗୁଳୁଗୁଳିକୁ ନଜର ରଖି…

ପୁଣି ଆଉ ଏକ ଟ୍ରେନ୍ ଦୁର୍ଘଟଣା, ଯାଜପୁର ରୋଡ ଷ୍ଟେସନରେ ୪ ଜଣଙ୍କର ଗଲା ଜୀବନ

ପୁଣି ଏକ ବଡ଼ ଅଘଟଣ। ଯାଜପୁର ରୋଡ ଷ୍ଟେସନରେ ଟ୍ରେନ୍‌ରେ କଟି ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ୪ ଜଣ ମୃତକ ଶ୍ରମିକ ବୋଲି ଜଣାପଡ଼ିଛି। ବର୍ଷା ପବନ ଯୋଗୁଁ ଶ୍ରମିକମାନେ ଟ୍ରେନ ତଳେ…

ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ତାଳଧ୍ୱଜ ରଥ ଏବଂ ନନ୍ଦିଘୋଷ ରଥର ଆଗଆଣି ‘ଢମକ’ ପଡିବା ସହ ଦର୍ପଦଳନ ରଥର ଆଗଆଣି ଏବଂ ପଛଆଣି ଢମକ ପଡି କଣ୍ଟା ବାଡ଼ିଆ ଶେଷ ହୋଇଛି। ଏହି ଢମକ ଚାରିନାହାକାର…

ଚାଲିଛି ଅଣସର ଵିଧି

ଚାଲିଛି ଅଣସର ଵିଧି। ମହାପ୍ରଭୁଙ୍କ ସ୍ଥାନରେ ପଟି ଦିଅଁ ପୂଜା ହେଉଛନ୍ତି l ବଡ଼ବାଡ଼ ମଣିମାଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ମଝିବାଡ଼ଙ୍କ ସ୍ଥାନରେ ଦେବୀ ଭୁବନେଶ୍ୱରୀ, ସାନବାଡ଼ଙ୍କ ସ୍ଥାନରେ ଶ୍ରୀ ଅନନ୍ତନାରାୟଣ ପୂଜିତ ହେଉଛନ୍ତି l ଅନନ୍ତ ବାସୁଦେବଙ୍କ ସହ ରାମକୃଷ୍ଣ,…

ଏମଏସପିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ମାର୍କେଟିଂ ସିଜନ ୨୦୨୩-୨୪ ପାଇଁ ଖରିଫ ଫସଲର ବର୍ଦ୍ଧିତ ସର୍ବନିମ୍ନ ସହାୟତା ମୂଲ୍ୟ (MSP) କୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। କୃଷକମାନଙ୍କୁ ସେମାନଙ୍କ ଉତ୍ପାଦ ପାଇଁ ଦରମା ସୁନିଶ୍ଚିତ କରିବା ଏବଂ ଫସଲର ବିବିଧତାକୁ ଉତ୍ସାହିତ କରିବା ପାଇଁ ପଦକ୍ଷେପ…

ମହିଳା ନିର୍ଯାତନା ରୋକିବାକୁ ନେଇ କର୍ମଶାଳା ଅନୁଷ୍ଠିତ

ଡାହାଣୀ ସନ୍ଦେହରେ ମହିଳା ମାନଙ୍କ ପ୍ରତି ହିଂସା ବା ନିର୍ଯ୍ୟାତନା ଏକ ଘୃଣ୍ୟ କାର୍ଯ୍ୟ। ଏହାକୁ ପ୍ରତି ସ୍ତରରେ ସଚେତନତା ସୃଷ୍ଟି କରି ପ୍ରତିହତ କରିବାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ପରାମର୍ଶ ଦେଇଛନ୍ତି। ଆଜି ପୂର୍ବାହ୍ନରେ ସଂସ୍କୃତି…

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ପୁରୀ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୫୨ ଗୋଟି ଅଭିଯୋଗ ମିଳିଥିଲା। ଅଭିଯୋଗ ଗୁଡିକର ଆଇନ ଅନୁସାରେ ଅନୁଧ୍ୟାନ…