Thu. Oct 15th, 2026

ପୁଣି ଏକ ବଡ଼ ଅଘଟଣ। ଯାଜପୁର ରୋଡ ଷ୍ଟେସନରେ ଟ୍ରେନ୍‌ରେ କଟି ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ୪ ଜଣ ମୃତକ ଶ୍ରମିକ ବୋଲି ଜଣାପଡ଼ିଛି। ବର୍ଷା ପବନ ଯୋଗୁଁ ଶ୍ରମିକମାନେ ଟ୍ରେନ ତଳେ ବସିଥିଲେ। ଟ୍ରେନ୍ ଛାଡ଼ି ଦେବାରୁ ଏହି ଅଘଟଣ ଘଟିଛି।

Leave a Reply

Your email address will not be published. Required fields are marked *