Mon. Nov 30th, 2026

Author: Niharika Mohanty

ଜନ୍ମମାଟି ଭୀମପୁରରେ ପାଳିଲା ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୧୧୨ତମ ଜୟନ୍ତୀ

ଜନ୍ମମାଟିରେ ପାଇକ କବି କୃଷ୍ଣ ତ୍ରିପାଠୀଙ୍କ ୧୧୨ତମ ଜୟନ୍ତୀ । ଅତିବଡ଼ି ସମ୍ମାନପ୍ରାପ୍ତ ଓଡ଼ିଆ ଭାଷା ସାହିତ୍ୟରେ ପାଇକ କବି ଭାବରେ ପରିଚିତ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୧୧୨ତମ ଜୟନ୍ତୀ ଉତ୍ସବ ବାଣପୁରର ଭୀମପୁର ନିକଟବର୍ତ୍ତୀ ଜନ୍ମମାଟି ସାମନ୍ତରାପୁର ଶାସନର ଆରାଧ୍ଯ ଶ୍ରୀ…

ଦିଲ୍ଲୀରେ ସୁରକ୍ଷିତ ନାହାନ୍ତି ଖୋଦ୍ ମହିଳା ଆୟୋଗର ମୁଖ୍ୟ; ଘୁଷୁଡ଼ି ଗଲେ ୧୫ କିମି 

ଦିଲ୍ଲୀରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲଙ୍କୁ କାର ଡ୍ରାଇଭର ୧୦ ରୁ ୧୫ ମିଟର ପର୍ଯ୍ୟନ୍ତ ଟାଣି ନେଇଥିଲେ। ଏହି ଘଟଣା ଦିଲ୍ଲୀ ଏମ୍ସ ନିକଟରେ ଘଟିଥିଲା। ତେବେ ପୋଲିସ ଅଭିଯୁକ୍ତକୁ…

ମହାଙ୍ଗା ପଡ଼ିଲା ବିମାନରେ ପରିସ୍ରା; ୪ ମାସ ବ୍ୟାନ କଲା ଏୟାର ଇଣ୍ଡିଆ

ଭାରି ପଡ଼ିଲା ବିମାନରେ ଯାତ୍ରୀଙ୍କ ଉପରେ ପରିସ୍ରା କରିବା। ନ୍ୟୁୟର୍କରୁ ନୂଆ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ବୟସ୍କା ମହିଳା ଯାତ୍ରୀଙ୍କ ଉପରେ ପରିଶ୍ରା କରିଥିବା ଯାତ୍ରୀ ଶଙ୍କର ମିଶ୍ରଙ୍କ ଉପରେ ଏୟାର ଇଣ୍ଡିଆ ଆଉ ୪ ମାସର ବ୍ୟାନ…

ବାସବାଗଲି ପାହାଡ ନିଲାମକୁ ବିରୋଧ,ବାଣପୁର ତହସିଲଦାରଙ୍କୁ ଅଭିଯୋଗ

ବାଣପୁର : ପରିବେଶ ସୁରକ୍ଷା ବଦଳରେ ସବୁଜ ପରିବେଶ ନଷ୍ଟ ପାଇଁ ଉଦ୍ୟମ । ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ତହସିଲ ଅଞ୍ଚଳର ବାସବଗଲି ପାହଡକୁ ଖଣି ଲିଜ୍ ଦିଆଯାଉଥିବା ନେଇ ଖବର ଆସିବା ପରେ ବିରୋଧ ମୁଣ୍ଡ…

ଚିଲିକାରେ ଯାତ୍ରୀ ସୁରକ୍ଷା ଓ କୋଭିଡ ସଚେତନତାକୁ ନେଇ ସାଧାରଣ ସଭା

ଭାରତର ବୃହତ ଲୁଣା ହ୍ରଦ ଚିଲିକା । ଗୋଟିଏ ପଟେ ମାଆ କାଳିଜାଇଙ୍କ ମନରୋମ ପୀଠ,ଅନ୍ୟପଟେ ଶ୍ରୀଜଗନ୍ନାଥଙ୍କ ଗୁପ୍ତଲୀଳାର କ୍ଷେତ୍ରର କାଙ୍କଣଶିଖରୀ,ବିଦେଶାଗତ ପକ୍ଷୀଙ୍କ ପ୍ରିୟ ନଳବଣ ଓ ଚଢେଇଗୁହା । ପ୍ରାକୃତିକ ଶୋଭାରେ ଟିକେ ଆନମନା ହେବାକୁ ଓ ଆଧ୍ୟାତ୍ମିକ ଭାବରେ…

ବୁର୍ଜ ଖଲିଫାରେ ପଠାନ କ୍ରେଜ

ଶାହରୁଖ ଖାନଙ୍କ ପ୍ରଶଂସକଙ୍କ ଉତ୍ସାହ ଦିନକୁ ଦିନ ବଢିବାରେ ଲାଗିଛି । ଫିଲ୍ମ ‘ପଠାନ’ର ରିଲିଜ ତାରିଖ ଯେତେ ପାଖେଇ ଆସୁଛି ପ୍ରଶଂସକଙ୍କ ହୃଦୟସ୍ପନ୍ଦନ ସେତେ ବଢିଚାଲିଛି । ଫିଲ୍ମର ଟ୍ରେଲରକୁ ମଧ୍ୟ ଲୋକଙ୍କ ଭଲ ପ୍ରତିକ୍ରିୟା ମିଳିଛି । ବଲିଉଡ…

ଅଣାୟତରେ ଚୀନ କରୋନା ସଂକ୍ରମଣ

ଚୀନରେ କରୋନା ଭାଇରସ ଆତଙ୍କ ଖେଳାଇଛି । ପ୍ରତିଦିନ ଲକ୍ଷାଧିକ ଲୋକେ ସଂକ୍ରମିତ ହେଉଥିବା ନେଇ ସୂଚନା ମିଳିଛି । ଚୀନରେ ମାସକ ମଧ୍ୟରେ ପାଖାପାଖି ୬୦ ହଜାର କରୋନା ମୃତ୍ୟୁ ହୋଇଛି । ଡିସେମ୍ବର ୮ରୁ ଜାନୁଆରି ୧୨ ମଧ୍ୟରେ…

ହିନ୍ଦୀରେ ରିଲିଜ୍ ଦମନ ଚଳଚିତ୍ରର ଦମଦାର ଟ୍ରେଲର

ଓଡ଼ିଆ ଫିଲ୍ମ ‘ଦମନ’ର ହିନ୍ଦୀ ଟ୍ରେଲର ରିଲିଜ୍ ହୋଇଯାଇଛି। ନିଆରା କାହାଣୀକୁ ନେଇ ସାରା ଓଡ଼ିଶାରେ ଚହଳ ପକାଇଥିବା ଏହି ଓଡ଼ିଆ ଫିଲ୍ମକୁ ଏବେ ସାରା ଦେଶ ଦେଖିବ। ପୂର୍ବରୁ ଓଡ଼ିଆ ଭାଷାରେ ରିଲିଜ ହୋଇ ଲୋକପ୍ରିୟ ହୋଇଥିବା ‘ଦମନ’ ଏବେ…

ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମହିଳା ଆତ୍ମରକ୍ଷା ତାଲିମ ଶିବିର ଶୁଭାରମ୍ଭ

ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୮ ଦିନିଆ ମହିଳା ଆତ୍ମରକ୍ଷା ତାଲିମ ଶିବିର ଶୁଭାରମ୍ଭ ହୋଇଛି । ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜକ କ୍ରୀଡା ଶିକ୍ଷକ ବିଭୁଧେନ୍ଦୁ ମାନସିଂହ ଓ…

ଜଜ୍ ଙ୍କ ନାଁ ସୁପାରିଶ କଲା ସୁପ୍ରିମକୋର୍ଟ

ନିଯୁକ୍ତ ହେବେ ବିଚାରପତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ନିଆଯାଇଛି ଏହି ନିଯୁକ୍ତି ନିଷ୍ପତି । ସୁପ୍ରିମ କୋର୍ଟ କଲେଜିୟମ ନ୍ୟାୟିକ ଅଫିସର ଓ ଆଇନଜୀବୀଙ୍କ ନିଯୁକ୍ତି ପାଇଁ ନାଁ ସୁପାରିଶ କରିଛି ।…