Mon. Nov 30th, 2026

Author: sabdamedia

ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୭ତମ ଜନ୍ମ ଜୟନ୍ତୀ

ଶବ୍ଦ ଓଡ଼ିଶା ବ୍ୟୁରୋ: ଆଜି ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୭ତମ ଜନ୍ମ ଜୟନ୍ତୀ। ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକ ଗୋଟିଏ ଜାତି ଓ ଗୋଟିଏ ରାଜ୍ୟର ପରିଚୟ। ଆଜି ହେଉଛି ସେହି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୭ତମ ଜନ୍ମ…

ଭାରତୀୟ ସାମରିକ ଶକ୍ତିକୁ ବଢାଇଛି ଜେଟପ୍ୟାକ

ଶବ୍ଦ ଓଡ଼ିଶା ବ୍ୟୁରୋ: ଶକ୍ତିଶାଳୀ ହେଲା ଭାରତୀୟ ସେନା । ଭାରତୀୟ ସାମରିକ ଶକ୍ତିକୁ ବଢାଇଛି ଜେଟପ୍ୟାକ। ବିମାନ ବିନା ଯବାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଯିବ ଏହି ଜେଟପ୍ୟାକ । ଆପଣଙ୍କୁ ଏକଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ…

ବିଶ୍ୱଯୁଦ୍ଧର ସମ୍ଭାବନା ମଧ୍ୟରେ ଭାରତ ପାଇଁ ଜି-୨୦ରେ ଅନେକ ଚ୍ୟାଲେଞ୍ଜ।

ଶବ୍ଦ ଓଡ଼ିଶା ବ୍ୟୁରୋ: ଜି-୨୦ ଅଧ୍ୟକ୍ଷତା ସହ ଭାରତ ସାମ୍ନାରେ ଅନେକ ଚ୍ୟାଲେଞ୍ଜ ଆସିସାରିଛି । ସେ ରାଜନୈତିକ ହେଉ ବା ଆର୍ଥିକ କିମ୍ବା ପରିବେଶ ସମସ୍ୟା । ଏସବୁ ସମସ୍ୟାକୁ ନେଇ ଅନେକ ସହମତି ଅସହମତି ଭିତରେ ତାଳମେଳ ରକ୍ଷା…

୨ ମିନିଟରେ ଜଣେ ମହିଳାଙ୍କର ଗର୍ଭାବସ୍ଥା କିମ୍ବା ପ୍ରସବ ବେଳେ ମୃତ୍ୟୁ ।

ଶବ୍ଦ ଓଡ଼ିଶା ବ୍ୟୁରୋ: ପ୍ରତ୍ୟେକ ୨ ମିନିଟରେ ଜଣେ ମହିଳାଙ୍କର ଗର୍ଭାବସ୍ଥା କିମ୍ବା ପ୍ରସବ ବେଳେ ମୃତ୍ୟୁ ହେଉଛି । ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି ମିଳିତ ଜାତିସଂଘର ରିପୋର୍ଟରୁ । ମହିଳାମାନେ ବିଶେଷ କରି ଗର୍ଭାବସ୍ଥା ସମୟରେ ଅନେକ…

ଆଜିଠାରୁ ମହିଳା ପ୍ରିମିୟର ଲିଗ୍ : ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଜାଏଣ୍ଟସ ଉଦଘାଟନୀ ମ୍ୟାଚ୍

ଶବ୍ଦ ଓଡ଼ିଶା ବ୍ୟୁରୋ: ଆଜିଠାରୁ ମହିଳା ପ୍ରିମିୟର ଲିଗ୍ । ୨୩ ଦିନିଆ ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ୫ ଦଳ ଗୁଜରାଟ ଜାଏଣ୍ଟସ୍‌, ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ୟୁପି ୱାରିୟର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପର ମଧ୍ୟ‌ରେ…

ଖଣିବିଭାଗ ଅତିରିକ୍ତ ନିର୍ଦ୍ଦେଶକଙ୍କ ଟଙ୍କା ଖଣି, ଘରୁ ମିଳିଲା ନଗଦ କୋଟିଏ ଟଙ୍କା

ଶବ୍ଦ ଓଡ଼ିଶା ବ୍ୟୁରୋ: ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍ ମିଳିଲା ନଗଦ କୋଟିଏ ଟଙ୍କା । କେନ୍ଦୁଝର ଶିରିସପାଳ ସ୍ଥିତ ତାଙ୍କ ପୈତୃକ ଘର, ଘସିପୁରାର ଶ୍ୱଶୁର ଘର, ଭୁବନେଶ୍ୱର ଭିଏସ୍ଏସ୍ ନଗରରେ ଥିବା ବାସଭବନ…

ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା! ଏସପି ଅଫିସ ଘେରିବ ବିଜେପି ଯୁବମୋର୍ଚ୍ଚା

ଶବ୍ଦ ଓଡ଼ିଶା ବ୍ୟୁରୋ: ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ଆଜି ବିଜେପି ସବୁ ଏସପି କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବ । ଗତ ୨୮ ତାରିଖରେ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ଉପରେ ଆକ୍ରମଣ ଘଟଣାରେ ବିଜେପି…

ରନ୍ଧନ ଗ୍ୟାସ ଦରବୃଦ୍ଧିକୁ ନେଇ ତେଜିଲା ପ୍ରତିବାଦ, ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଶବ୍ଦ ଓଡ଼ିଶା ବ୍ୟୁରୋ: ରନ୍ଧନ ଗ୍ୟାସ ଦରବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେଡି । ବାରମ୍ବାର ରୋଷେଇ ଗ୍ୟାସ ଦର ବୃଦ୍ଧି କରି କେନ୍ଦ୍ର ସରକାର ରୋଷେଇ ଶାଳ ଉପରେ ମାଡ କରିଛନ୍ତି । ଜନ ଅସନ୍ତୋଷକୁ ନେଇ ଆଜି ରାଜଭବନ…

ଗ୍ରୀଷ୍ମ ଆରମ୍ଭ ନହେଉଣୁ ଜଳୁଛି ଜଙ୍ଗଲ

ଶବ୍ଦ ଓଡ଼ିଶା ବ୍ୟୁରୋ: ଗ୍ରୀଷ୍ମ ଆରମ୍ଭ ନହେଉଣୁ ଜଳୁଛି ଜଙ୍ଗଲ । ସବୁ ଜାଣି ଚୁପ ବସିଛି ବନ ବିଭାଗ । ଢେଙ୍କାନାଳ ସଦର ରେଞ୍ଜ ଅଧିନ ଗଦାଶିଳା ବିଟ ହାଉସ ଅନ୍ତର୍ଗତ ସିମିନଈ ଶାଳ ଜଙ୍ଗଲ ହୁତହୁତ ହୋଇ ଜଳୁଛି…

ହୃଦଘାତ ପରେ ହେଉଥିବା କ୍ଷତର ମରାମତି ପାଇଁ ଆସିଲା ଔଷଧ …

ଶବ୍ଦ ଓଡ଼ିଶା ବ୍ୟୁରୋ: ହୃଦଘାତ ପରେ ଆମ ହୃଦୟ ଦୁର୍ବଳ ହୋଇଯାଏ । ହୃତପିଣ୍ଡରେ ମାଂସପେଶୀ, ବିଭିନ୍ନ ସ୍ତର ଏବଂ ବଲବରେ ଅନେକ କ୍ଷତ ହୋଇଯାଏ । ତେବେ ବର୍ତ୍ତମାନ ଏହିଭଳି ସମସ୍ୟାର ସମାଧାନ କରାଯାଇପାରିବ । ଅର୍ଥାତ ହୃଦୟର ବି…