Mon. Nov 30th, 2026

Author: sabdamedia

ମାତ୍ର କେଇଘଣ୍ଟାର ଅପେକ୍ଷା। କେରଳ ଛୁଇଁପାରେ ମୌସୁମୀ

ଶବ୍ଦ ଓଡିଶା ବ୍ୟୁରୋ: ଜୁନ ୯ ତାରିଖ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବା ପାଇଁ ପାଗ ଅନୁକୂଳ ରହିଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରଜା ସୁଦ୍ଧା…

ଆସିବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ। ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଫଳାଫଳ

ଶବ୍ଦ ଓଡିଶା ବ୍ୟୁରୋ: ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଅପରାହ୍ନ ୪ଟାରେ ଏହି ରେଜଲ୍ଟ ବାହାରିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି ।ଆଜି ବୁକଲେଟ ଜାରି…

ପୋଲିସ ତଦନ୍ତରେ ଗଲେ, ମାଡ଼ ଖାଇଲେ!

ସୁବର୍ଣ୍ଣପୁର : ତଦନ୍ତରେ ଯାଇଥିବା ପୋଲିସକୁ ଗୋଡାଇ ଗୋଡାଇ ମାଡ ମାରିଲେ ଗ୍ରାମବାସୀ । ଭିଡିଓ ହେଲା ଭାଇରାଲ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମକୁ ତଦନ୍ତରେ ଯାଇଥିବା ଜଣେ ପୋଲିସ ଏଏସଆଇଙ୍କୁ ଗୋଡାଇ ଗୋଡାଇ ଗ୍ରାମବାସୀ…

ଭୋଜି ଖାଇ ଫେରୁଥିଲେ, ବୁଡ଼ି ଗଲା ଡଙ୍ଗା। ୨ ନାବାଳକ ନିଖୋଜ

ଶବ୍ଦ ଓଡିଶା ବ୍ୟୁରୋ: ମାଲକାନଗିରି ଜିଲ୍ଲା ଖିଇରପୁଟ ବ୍ଳକ ଚିତ୍ରକୋଣ୍ଡା ଜଳଭଣ୍ଡାରର ଉପରପାର୍ଶ୍ୱର କେନାଲରେ ବୁଡ଼ି ୨ ଜଣ ନାବାଳକ ନିଖୋଜ ହୋଇଯାଇଛନ୍ତି। ଗତକାଲି ସିନ୍ଧିଗୁଡ଼ା ଗାଁ ନିକଟରେ ଏହି ଘଟଣା ଘଟିଥିବା ବେଳେ ନିଖୋଜ ନାବାଳକ ଦ୍ୱୟ ଦିଣ୍ଡିଗୁଡ଼ା ଗାଁର…

ବାହାନଗା ଦୁର୍ଘଟଣାସ୍ଥଳରେ ସିବିଆଇ ଯାଞ୍ଚ, ଷ୍ଟେସନ ମାଷ୍ଟରଙ୍କୁ ପଚରାଉଚରା

ଶବ୍ଦ ଓଡିଶା ବ୍ୟୁରୋ: ବାହାନଗାରେ ସିବିଆଇ ଟିମର ତଦନ୍ତ । ରାତିରେ ଘଟଣାସ୍ଥଳରେ ପହଞ୍ଚିିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଥିଲେ । କରମଣ୍ଡଳ ଏକ୍ସପ୍ରେସ୍ କିପରି ଦୁର୍ଘଟଣାଗ୍ରସ୍ତ ହେଲା? ମେନ୍ ଲାଇନରେ ଯିବା…

ପାକିସ୍ତାନରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ବିପର୍ଯ୍ୟୟ

ଶବ୍ଦ ଓଡିଶା ବ୍ୟୁରୋ: ଆରବ ସାଗରରେ ଥିବା ଗଭୀର ଅବପାତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ପାଲଟିବ । ଏହା ପାକିସ୍ତାନରେ ଲ୍ୟାଣ୍ଡ୍‌ଫଲ୍‌ କରିବ ବୋଲି ମୁମ୍ବାଇସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପୂର୍ବରୁ…

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ

ଶବ୍ଦ ଓଡିଶା ବ୍ୟୁରୋ: ଭାରତ-ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଆଜିଠୁ । ଲଣ୍ଡନର ଦ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ ମ୍ୟାଚ୍ । ଏହି ଐତିହାସିକ ପଡିଆରେ ବର୍ତମାନୁ ସୁଦ୍ଧା ୧୦୪ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ୮୮ ମ୍ୟାଚରେ ଟସ୍ ଜିତିଥିବା…

ପୁଣି ଓଡ଼ିଶା ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। କଟକ ଓ ଭୁବନେଶ୍ୱରରେ ଆହତ ଯାତ୍ରୀଙ୍କୁ ଭେଟିବେ ମମତା ବାନାର୍ଜୀ

ଶବ୍ଦ ଓଡିଶା ବ୍ୟୁରୋ: ଆଜି ପୁଣି ଓଡ଼ିଶା ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗର ଆହତ ଯାତ୍ରୀଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ନେବାକୁ ସେ ଓଡ଼ିଶା ଆସୁଛନ୍ତି । ଦିନ ୨ଟାରେ ଭୁବନେଶ୍ୱରରେ ପହଂଚିବା ପରେ ସେ ଏସସିବି…

ଅସୁସ୍ଥ ଶ୍ରୀଜିଉଙ୍କ ଆରମ୍ଭ ହୋଇଛି ଚିକିତ୍ସା ସେବା। ବଡ ଦେଉଳରେ ପୂଜା ପାଉଛନ୍ତି ପଟିଦିଅଁ

ଶବ୍ଦ ଓଡିଶା ବ୍ୟୁରୋ: ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ସୁବାସିତ ଜଳରେ ସ୍ନାନ କରିବା ପରେ ଅଣସର ପିଣ୍ଡିରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତି । ଅଣସର ଘରେ ମହାପ୍ରଭୁ ଅସୁସ୍ଥ ଥିବା ବେଳେ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟି ଦିଅଁ । ସେପଟେ…

ଚଳିତ ଶିକ୍ଷା ବର୍ଷରୁ କାର୍ଯ୍ୟକ୍ଷମ ହେବ ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ

ଶବ୍ଦ ଓଡିଶା ବ୍ୟୁରୋ: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ ସ୍ଥାପିତ ମେଡିକାଲ କଲେଜ ଓ ହସ୍ପିଟାଲ ଚଳିତ ଶିକ୍ଷାବର୍ଷରୁ କାର୍ଯ୍ୟକ୍ଷମ ହେବ । ରାଜ୍ୟ ସରକାର ଏହି ମେଡିକାଲ କଲେଜ ଓ ହସ୍ପିଟାଲର ନାମ କଳାହାଣ୍ଡି ଜିଲ୍ଲାର ମହାନ ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ…