ଆଜିଠୁ ଭାରତ-ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ

ଶବ୍ଦ ଓଡିଶା ବ୍ୟୁରୋ: ଭାରତ-ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଆଜିଠୁ । ଲଣ୍ଡନର ଦ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ ମ୍ୟାଚ୍ । ଏହି ଐତିହାସିକ ପଡିଆରେ ବର୍ତମାନୁ ସୁଦ୍ଧା ୧୦୪ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ୮୮ ମ୍ୟାଚରେ ଟସ୍ ଜିତିଥିବା ଅଧିନାୟକ ବ୍ୟାଟିଂ କରିବାକୁ ପସନ୍ଦ କରିଛନ୍ତି । ପ୍ରଥମେ ବ୍ୟାଟିଂ କରିଥିବା ଦଳ ୩୮ଟି ମ୍ୟାଚରେ ବିଜୟୀ ହୋଇଛନ୍ତି । ଭାରତ ଏହି ଗ୍ରାଉଣ୍ଡରେ ୧୪ଟି ଟେଷ୍ଟ ମ୍ୟାଚ୍ ଖେଳିଛି । ସେଥିରୁ ୨ଟି ଜିତିଥିବା ବେଳେ ୩ଟିରେ ପରାଜୟ ଓ ୭ଟି ମ୍ୟାଚ୍ ଡ୍ର ରହିଛି ।ଆଜିଠୁ ଭାରତ-ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ । ଲଣ୍ଡନର ଦ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ ମ୍ୟାଚ୍ । ଶେଷ ଥର ଭାରତ ୨୦୨୧ରେ ଇଂଲଣ୍ଡକୁ ୧୫୭ ରନରେ ପରାସ୍ତ କରିଥିଲା ।

You May Also Like

More From Author

+ There are no comments

Add yours