Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଆରବ ସାଗରରେ ଥିବା ଗଭୀର ଅବପାତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ପାଲଟିବ । ଏହା ପାକିସ୍ତାନରେ ଲ୍ୟାଣ୍ଡ୍‌ଫଲ୍‌ କରିବ ବୋଲି ମୁମ୍ବାଇସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ପୂର୍ବରୁ ପାଣିପାଗ କାର୍ଯ୍ୟାଳୟ ଜାରି ସୂଚନାରେ କହିଥିଲା ଯେ, ମଙ୍ଗଳବାର ସକାଳ ୮.୩୦ ସୁଦ୍ଧା ଉକ୍ତ ଅବପାତ କରାଚୀଠାରୁ ୧,୪୯୦ କିଲୋମିଟର୍‌ ଦୂରରେ ଥିଲା। ଏହି ବାତ୍ୟା ଯୋଗୁଁ ମୁମ୍ବାଇରେ ମୌସୁମୀ ବାୟୁ ପହଞ୍ଚିବାରେ ବିଳମ୍ବ ଘଟିବ।

Leave a Reply

Your email address will not be published. Required fields are marked *