Sun. Nov 29th, 2026

Author: sabdamedia

ବିଧାନସଭା ବଜେଟ୍ ଅଧିବେଶନ ଆଜିଠୁ, ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ

ଶବ୍ଦ ଓଡିଶା ବ୍ୟୁରୋ:ବିଧାନସଭା ବଜେଟ୍ ଅଧିବେଶନ। ବିଭିନ୍ନ ପ୍ରସଙ୍ଗରେ ହୁଲୁସ୍ତୁଲ ହେବ ଗୃହ। ମୁଖ୍ୟତଃ ନବ ଦାସ ହତ୍ୟା ଘଟଣାକୁ ନେଇ ଶାସକ ବିଜେଡିକୁ ଟାର୍ଗେଟ କରିବାକୁ ପ୍ରସ୍ତୁତି କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ଶାସକ ବିଜେଡିର ଗୁମର ଖୋଲିବାକୁ…

କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଅଲ୍ ନିର୍ମାଣ କରୁଛନ୍ତି ସ୍ୱପ୍ନର ସହର। ଭାରତ ପାଇଁ ଏଥିପାଇଁ ଖାସ ଜାଣନ୍ତୁ…

ଶବ୍ଦ ଓଡିଶା ବ୍ୟୁରୋ: ସାଉଦି ଆରବର ପ୍ରଧାନମନ୍ତ୍ରୀ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଅଲ୍ ସାଉଦର ରାଜଧାନୀ ରିଆଦରେ ନିଜର ସ୍ୱପ୍ନର ସହର ନିର୍ମାଣ କରିବାକୁ ଯାଉଛନ୍ତି । ଏହି ମେଗା ପ୍ଲାନର କାମର ଶୁଭାରମ୍ଭ ହୋଇସାରିଛି । ବିଶ୍ୱର…

ଫେସବୁକରେ ହଜାର ହଜାର କର୍ମଚାରୀଙ୍କୁ ମିଳିଛି ଖରାପ ରେଟିଂ, ହୋଇପାରେ ବଡଧରଣର ଛଟେଇ!

ଶବ୍ଦ ଓଡିଶା ବ୍ୟୁରୋ: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକର ମାଲିକ ମେଟା କମ୍ପାନୀ ପୁଣିଥରେ ଛଟେଇ କରିପାରେ । ପାଖାପାଖି ୧୧ ହଜାର କର୍ମଚାରୀଙ୍କୁ କମ୍ପାନୀ ପକ୍ଷରୁ ବିଦା କରାଯାଇସାରିଥିବା ବେଳେ ଆହୁରି ଅନେକ କର୍ମଚାରୀଙ୍କୁ ବିଦା କରାଯିବ ବୋଲି ସୂଚନା…

ଛତିଶଗଡ଼ରେ ଜେସିବି ଜାଳିଦେଲେ ନକ୍ସଲ

ଶବ୍ଦ ଓଡିଶା ବ୍ୟୁରୋ: ଛତିଶଗଡ଼ର କାଙ୍କେରରେ ମାଓବାଦୀଙ୍କ ଲଙ୍କାକାଣ୍ଡ। ପିଣ୍ଡି ଗାଁ ନିକଟରେ ରାସ୍ତା ନିର୍ମାଣକାର୍ଯ୍ୟରେ ନିୟୋଜିତ ୨ଟି ଜେସିବି ଏବଂ ଗୋଟିଏ ମିକ୍ସସର ମେସିନ ଜାଲିଦେଇଛନ୍ତି ମାଓବାଦୀ। ଏହି ଘଟଣାରେ ୨୦ରୁ ଅଧିକ ମହିଳା ମାଓବାଦୀ ସାମିଲ ଥିବା ଜଣାପଡିଛି।…

ରାଜଧାନୀରୁ ହାତୀ ଦାନ୍ତ ଜବତ, ୨ ଗିରଫ

ଶବ୍ଦ ଓଡିଶା ବ୍ୟୁରୋ: ରାଜଧାନୀରୁ ଜବତ ହୋଇଛି ହାତୀଦାନ୍ତ। ଗତକାଲି ସନ୍ଧ୍ୟାରେ ହାତୀ ଦାନ୍ତ ଚାଲାଣ ଖବର ପାଇ ମୈତ୍ରୀବିହାର ପୁଲିସ ପକ୍ଷରୁ ସୈନିକ ସ୍କୁଲ ଛକ ନିକଟରେ ବିଭିନ୍ନ ଗାଡିକୁ ଯାଞ୍ଚ କରାଯାଇଥିଲା। ଏହି ସମୟରେ ଗୋଟିଏ ବାଇକରେ ଦୁଇଜଣ…

ବିବାହ ବନ୍ଧନରେ ବାନ୍ଧିହେବେ ସମ୍ବଲପୁର-ବଲାଙ୍ଗୀର ଜିଲ୍ଲାପାଳ

ଶବ୍ଦ ଓଡିଶା ବ୍ୟୁରୋ: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ । ରବିବାର ସମ୍ବଲପୁର ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଛି । ଏଥିରେ ଜିଲ୍ଲାପାଳଙ୍କ…

ଚିଟଫଣ୍ଡ ଦୁର୍ନୀତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଶବ୍ଦ ଓଡିଶା ବ୍ୟୁରୋ: ଚିଟଫଣ୍ଡ ଠକେଇ ମାମଲାରେ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇପାରନ୍ତି । ଗତ ଜାନୁଆରୀ ୧୬ ତାରିଖରେ ମାମଲାର ଶୁଣାଣି ହୋଇଥିଲା । ସେତେବେଳେ…

ଆପଣ ମାନସିକ ଭାବେ ଦୃଢ ତ?

ଶବ୍ଦ ଓଡିଶା ବ୍ୟୁରୋ: ଜୀବନ ସମସ୍ତଙ୍କ ପାଇଁ ସମାନ ନୁହେଁ । ଅନେକ ସମୟରେ ଆମେ ଅନେକ ସ୍ଥିତି ଦେଇ ଗତିକରିଥାଉ । ଜୀବନରେ ଅନେକ ଭଲ ସମୟ ଆସୁଥିବା ବେଳେ ଅନେକ କଠିନ ପରିସ୍ଥିତି ମଧ୍ୟ ଆସିଥାଏ । ତେବେ…

ରାଜ୍ୟସଭା ସଭାପତିଙ୍କୁ ଆଙ୍ଗୁଳି ଦେଖାଇଲେ ଜୟା ବଚ୍ଚନ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟସଭା ସାଂସଦ ଜୟା ବଚ୍ଚନ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ ମିଡିଆରେ ସପାର ଏହି ନେତ୍ରୀଙ୍କୁ ତାଙ୍କ ବ୍ୟବହାର ପାଇଁ ଟ୍ରୋଲ କରାଯାଉଛି । ରାଜ୍ୟସଭା ସଭାପତି ଜଗଦୀପ ଧନଖଡଙ୍କୁ ଆଙ୍ଗୁଠି ଦେଖାଉଥିବା ଭିଡିଓ ଭାଇରାଲ…

ଦିନେ ଭିକ୍ଷାବୃତ୍ତି କରୁଥିଲେ କିନ୍ନର… ଆଜି ‘ନାଇଟ ଫୁଡକୋର୍ଟ’ର ମାଲିକ।

ଶବ୍ଦ ଓଡିଶା ବ୍ୟୁରୋ: ଅନେକ ସମୟ ଧରି ସମାଜରେ ଅବହେଳିତ ହୋଇ ରହିଥିଲେ କିନ୍ନର ସମ୍ପ୍ରଦାୟ । ସମାଜରେ ତାଙ୍କୁ ଘୃଣ୍ୟ ଦୃଷ୍ଟିରେ ମଧ୍ୟ ଦେଖାଯାଉଥିଲା । ତେବେ ଏହିଭଳି କିଛି କିନ୍ନର ରହିଛନ୍ତି ଯେଉଁମାନେ ସମସ୍ତ ଭାବନାକୁ ପରିବର୍ତ୍ତନ କରି…