Mon. Nov 30th, 2026

Author: sabdamedia

ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ଆଇଏମଡିର ଆକଳନ

ଶବ୍ଦ ଓଡିଶା ବ୍ୟୁରୋ: ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି । ଏହାର ପ୍ରଭାବରେ ୮ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ। ଆଜି ଓ ଆସନ୍ତାକାଲି ମୁଖ୍ୟତଃ ପ୍ରବଳ ବର୍ଷା ହେବା ନେଇ ଆଇଏମଡି…

ଜି-୨୦ ସମ୍ମିଳନୀ ପାଇଁ ପ୍ରସ୍ତୁତି ଶେଷ 

ଶବ୍ଦ ଓଡିଶା ବ୍ୟୁରୋ : ଦିଲ୍ଲୀ ଜି-୨୦ ବୈଠକ ସମ୍ମିଳନୀ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନା କହିଛନ୍ତି, ଦିଲ୍ଲୀର ଭିତ୍ତିଭୂମି ସେଭଳି ହେବା ଉଚିତ ଯାହାଦ୍ବାରା ଜି-୨୦ ବୈଠକ ଗୋଟିଏ ସପ୍ତାହର ନୋଟିସ୍‌ରେ ବି…

ଶିଶୁପାଳଗଡ଼ ସଂଘବଦ୍ଧ ଆକ୍ରମଣ: ଜେଲ୍‌ଗ‌ଲେ ୨ ଆକ୍ରମଣକାରୀ

ଶବ୍ଦ ଓଡିଶା ବ୍ୟୁରୋ : ଶିଶୁପାଳଗଡ଼ ଅଞ୍ଚଳରେ ଘଟଥିବା ସଂଘବଦ୍ଧ ଆକ୍ରମଣ ମାମଲାରେ ଧଉଳି ଥାନା ପୁଲିସ ଆକ୍ରମଣକାରୀ ଗୋଷ୍ଠୀର ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଦ୍ବୟ ହେଲେ ଲକ୍ଷ୍ମୀସାଗର ଥାନା ଅଧୀନ ଚିନ୍ତାମଣିଶ୍ବର,…

ଭୁଶୁଡିପଡିଲା ୨ ମହଲା କୋଠା। ୨ ମୃତ, ୫ ଗୁରୁତର

ଶବ୍ଦ ଓଡିଶା ବ୍ୟୁରୋ : ଅଧରାତିରେ ହଠାତ୍ ଭୁଶୁଡିପଡିଲା ୨ ମହଲା କୋଠା । ଭିତରେ ଦବିଗଲେ ପୁରା ପରିବାର । ଏଭଳି ଘଟଣା ଘଟିଛି ମହାରାଷ୍ଟ୍ର ଭିବଣ୍ଡି ନିଜାମପୁର ସହର ମହାନଗରପାଳିକା ଅଞ୍ଚଳରେ ।ଭିବଣ୍ଡି ମହାନଗରପାଳିକା ଦରଗାହା ରୋଡରେ ଥିବା…

ରାଜ୍ୟ ଖାଦ୍ୟ କମିଶନରେ ୫ ନୂଆ ସଦସ୍ୟ

ଶବ୍ଦ ଓଡିଶା ବ୍ୟୁରୋ : ରାଜ୍ୟ ଖାଦ୍ୟ କମିଶନ ସଦସ୍ୟ ଭାବେ ରାଜ୍ୟ ସରକାର ୫ଜଣଙ୍କୁ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । କମିଶନରେ ଦୀର୍ଘଦିନ…

ଦିଗପହଣ୍ଡିରେ ହେବ ସୂର୍ଯ୍ୟ ପାତ୍ରଙ୍କ ଶେଷକୃତ୍ୟ

ଶବ୍ଦ ଓଡିଶା ବ୍ୟୁରୋ : ବିଧାନସଭାର ପୂର୍ବତନ ବାଚସ୍ପତି ତଥା ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ଭୁବନେଶ୍ୱରର ଏକ…

ସାନକୁ ଟାଙ୍ଗିଆରେ ହାଣିଲା ବଡ଼ଭାଇ

ଶବ୍ଦ ଓଡିଶା ବ୍ୟୁରୋ : ଖମାରି ଥାନା ପଦାପସି ଗାଁରେ ଜଘନ୍ୟ ହତ୍ୟାକାଣ୍ଡ। ସାନଭାଇକୁ ଟାଙ୍ଗିଆରେ ହାଣିଲା ବଡ଼ଭାଇ। ଅଭିଯୁକ୍ତର ଥାନାରେ ଆତ୍ମସମର୍ପଣ। ରାତି ପ୍ରାୟ ସାଢେ ୧୨ଟା ସମୟରେ ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଖମାର ଥାନା ପଦାପସି ଗାଁରେ…

ପୋଖରୀରେ ବୁଡ଼ି ୨ଶିଶୁ ମୃତ

ଶବ୍ଦ ଓଡିଶା ବ୍ୟୁରୋ : ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଗୁମିକିଆ ରାଣୀପଦର ଗାଁରେ। ମୃତ ଶିଶୁ ଦ୍ୱୟ ହେଲେ ରାଣୀପଦର ଗାଁର ପିତସ ପ୍ରଧାନ ଓ…

ଏସିଆ କପ: ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ଶବ୍ଦ ଓଡିଶା ବ୍ୟୁରୋ : ଏସିଆ କପର ଆଜି ମହାମୁକାବିଲା, ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ । ହାଇଭୋଲଟେଜ ମ୍ୟାଚ ଦେଖିବାକୁ ଉଭୟ ଦେଶର କ୍ରିକେଟ ପ୍ରେମୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଆଜି ଅପରାହ୍ନ ୩ଟାରେ ଶ୍ରୀଲଙ୍କାର…

ଚନ୍ଦ୍ରବିଜୟ ପରେ ଭାରତର ସୂର୍ଯ୍ୟ ଅଭିଯାନ

ଶବ୍ଦ ଓଡିଶା ବ୍ୟୁରୋ : ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ଆଜି ଭାରତର ସୂର୍ଯ୍ୟ ଅଭିଯାନ। ତେଣୁ ସାରା ବିଶ୍ୱର ନଜର ଇସ୍ରୋର ସୂର୍ଯ୍ୟ ମିଶନ୍ ଅର୍ଥାତ ଆଦିତ୍ୟ ଏଲ-୧ ଉପରେ । ଏହାର କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ଏହାକୁ…