ଶବ୍ଦ ଓଡିଶା ବ୍ୟୁରୋ : ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ଆଜି ଭାରତର ସୂର୍ଯ୍ୟ ଅଭିଯାନ। ତେଣୁ ସାରା ବିଶ୍ୱର ନଜର ଇସ୍ରୋର ସୂର୍ଯ୍ୟ ମିଶନ୍ ଅର୍ଥାତ ଆଦିତ୍ୟ ଏଲ-୧ ଉପରେ । ଏହାର କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ଏହାକୁ ଇସ୍ରୋର ଲଞ୍ଚପ୍ୟାଡରୁ ଦିନ ୧୧ଟା ୫୦ ମିନିଟରେ ଉତକ୍ଷେପଣ କରାଯିବ । ଆଦିତ୍ୟ ଏଲ-୧କୁ ଅନ୍ତରୀକ୍ଷ ଯାନ ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଦୂରତାରେ ଅବସ୍ଥାପିତ କରିବ, ଯେଉଁ ସ୍ଥାନକୁ ‘ଏଲ-୧ ପଏଣ୍ଟ’ ଭାବେ ନାମିତ କରାଯାଇଛି ।
You May Also Like
ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ
September 20, 2024
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ରାଜ୍ୟସ୍ତରୀୟ ଦେଶଭକ୍ତିର କାର୍ଯ୍ୟକ୍ରମ – “ମାତୃଭୂମିକୁ ପ୍ରଣାମ ଉତ୍ସବ”
August 15, 2024
More From Author
ଆଇସିସି ଆଣିଲା ନୂଆ ନିୟମ ଷ୍ଟପ୍ କ୍ଲକ୍
November 22, 2023
୫ ବର୍ଷରେ ରାଜ୍ୟରେ ୨,୮୧୭ ବନ୍ୟପ୍ରାଣୀଙ୍କ ମୃତ୍ୟୁ
November 22, 2023
ଭୁବନେଶ୍ୱରରେ ଜାତୀୟ ନିର୍ବାଚନ କମିଶନଙ୍କ ଟିମ୍
September 13, 2023
+ There are no comments
Add yours