Sun. Nov 29th, 2026

Author: sabdamedia

ପାକିସ୍ତାନରେ ସ୍ଥିତି ସଙ୍ଗୀନ, ବିଦେଶୀ ମୁଦ୍ରାଭଣ୍ଡାରରେ ଶେଷ ହେଉଛି ପାଣ୍ଠି

ଶବ୍ଦ ଓଡିଶା ବ୍ୟୁରୋ: ପାକିସ୍ତାନରେ ବିଦେଶୀ ମୁଦ୍ରା ଭଣ୍ଡାର ଗତ ୮ ବର୍ଷ ମଧ୍ୟରେ ସବୁଠାରୁ ତଳସ୍ତରରେ ପହଞ୍ଚିଛି । ଶୁକ୍ରବାର ପ୍ରକାଶିତ ଗୋଟିଏ ରିପୋର୍ଟ ଅନୁସାରେ ପାକିସ୍ତାନରେ ବିଦେଶୀ ମୁଦ୍ରା ଭଣ୍ଡାର ପାଖାପାଖି ୫ଅରବ ଡଲାର ହୋଇଯାଇଛି । ଗତ…

ଥରୁଛି ସାରା ଓଡିଶା, ସତର୍କ କଲା ପାଣିପାଗ ବିଭାଗ । ପ୍ରବଳ ଶୀତ ନେଇ ଆଗାମୀ ଦୁଇଦିନ ପାଇଁ ୟେଲୋ ୱାର୍ଣ୍ଣଂ ଜାରି ।

ଶବ୍ଦ ଓଡିଶା ବ୍ୟୁରୋ: ଶୀତରେ ଥରିବ ସାରା ଓଡିଶା । ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ଏହିଭଳି ଶୀତ ଜାରିରହିବ । ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ କମିବ । ଆଜି ଓ ଆସନ୍ତାକାଲି କିଛି ଜିଲ୍ଲା ପାଇଁ ଜିଲ୍ଲା…

ରାଜ୍ୟରେ ବଢୁଛି ସଡକ ଦୁର୍ଘଟଣା, ମୁଖ୍ୟମନ୍ତ୍ରୀଙ୍କୁ କାରଣ ପଦକ୍ଷେପର ସମୀକ୍ଷା ପାଇଁ ଚିଠି ।

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ବଢୁଥିବା ସଡକ ଦୁର୍ଘଟଣାକୁ ଗୁରୁତର ସହ ନେଇଛନ୍ତି ସୁପ୍ରିମକୋର୍ଟଙ୍କ ସଡକ ସୁରକ୍ଷା କମିଟି । ଏହା ବାବଦରେ ସମୀକ୍ଷା କରିବାକୁ କୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ବର୍ତ୍ତମାନ ସ୍ଥିତି ଉଦବେଗଜନକ ଥିବାରୁ ଏହା ଉପରେ…

ଓଡିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବିବାହ ପ୍ରତିଶ୍ରୁତି ଦେଇ ପ୍ରାପ୍ତବୟସ୍କ ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ଦୁଷ୍କର୍ମ ପରିସରଭୁକ୍ତ ନୁହେଁ

ଶବ୍ଦ ଓଡିଶା ବ୍ୟୁରୋ: ବିବାହର ପ୍ରତିଶ୍ରୁତି ଦେଇ ପ୍ରାପ୍ତ ବୟସ୍କ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ଅପରାଧ ପରିସର ଭୁକ୍ତ ନୁହେଁ । ଓଡିଶା ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି, ଅନେକ ସମୟରେ…

ବାଣପୁର ବ୍ଲକରେ ସମାଜସେବୀ ନମିତା ନାୟକଙ୍କ ଶୀତବସ୍ତ୍ର ବଣ୍ଟନ।

ଶବ୍ଦ ଓଡିଶା ବ୍ୟୁରୋ: ଶୀତବସ୍ତ୍ର ବଣ୍ଟନ କଲେ ମହିଳା ସମାଜସେବୀ । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ବିଭିନ୍ନ ଗ୍ରାମରେ ସମାଜସେବୀ ନମିତା ନାୟକ ଶୀତବସ୍ତ୍ର ବଣ୍ଟନ କରିଛନ୍ତି । ଅନେକ ସମୟ ଧରି ସେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ସହାୟତା…

କ୍ରୀଡା ଅଧିକାରୀଙ୍କ ନାମରେ ଆସିଲା ସାଂଘାତିକ ଅଭିଯୋଗ, ରାୟଗଡା ଜିଲ୍ଲାପାଳଙ୍କୁ ଫେରାଦ ହେଲେ ଶକ୍ତି ଉତ୍ତୋଳକ ଖେଳାଳି ।

ଶବ୍ଦ ଓଡିଶା ବ୍ୟୁରୋ: ରାୟଗଡା ଜିଲ୍ଲା କ୍ରୀଡା ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଶକ୍ତି ଉତ୍ତୋଳନ ପ୍ରତିଯୋଗୀ । ପ୍ରତିଯୋଗୀମାନେ ଅଭିଯୋଗ କରିଛନ୍ତି ଯେ, ଜିଲ୍ଲାର ତିନି ଶକ୍ତି ଉତ୍ତୋଳନ ଖେଳାଳିଙ୍କ ନାମ ଚଇତି…

ଦେଖିବାକୁ ଚାହୁଁଛନ୍ତି କି ଗଣତନ୍ତ୍ର ଦିବସ ପରେଡ୍ ? ଅନଲାଇନରେ ଏହିଭଳି କରିପାରିବେ ଟିକଟ

ଶବ୍ଦ ଓଡିଶା ବ୍ୟୁରୋ: ଦେଶ ଚଳିତ ବର୍ଷ ୭୪ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି । ଏହି ଅବସରରେ ରାଜପଥରେ ଭବ୍ୟ ପରେଡର ଆୟୋଜନ କରାଯାଉଛି । ଏହି ପରେଡର ସିଧାପ୍ରସାରଣ ମଧ୍ୟ ପ୍ରତିବର୍ଷ ଭଳି ହେବ । ଅନେକ…

ଭାରତର ମହିଳା ସୈନ୍ୟ ବିଶ୍ୱକୁ ଦେଖାଇବେ ନିଜର ଶକ୍ତି, ୟୁଏନ ମିଶନ ପାଇଁ ମିଳିଲା ଦାୟିତ୍ୱ

ଶବ୍ଦ ଓଡିଶା ବ୍ୟୁରୋ: ମିଳିତ ଜାତିସଂଘ ଶାନ୍ତିରକ୍ଷା ପାଇଁ ସବୁଠାରୁ ଅଧିକ ସୈନ୍ୟ ପଠାଉ ଥିବା ଦେଶ ମଧ୍ୟରେ ଭାରତ ଅନ୍ୟତମ । ତେବେ ବର୍ତ୍ତମାନ ଶାନ୍ତି ରକ୍ଷା ପାଇଁ ଭାରତ ମହିଳା ଶାନ୍ତିରକ୍ଷକଙ୍କ ଗୋଟିଏ ପ୍ଲାଟୁନକୁ ପ୍ରସ୍ତୁତ କରି ନିୟୋଜିତ…

ମେଘାଳୟ: କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ୩ ବିଧାୟକଙ୍କ ଇସ୍ତଫା, ଏନପିପିରେ ହୋଇପାରନ୍ତି ସାମିଲ ।

ଶବ୍ଦ ଓଡିଶା ବ୍ୟୁରୋ: ମେଘାଳୟର କ୍ୟାବିନେଟ ମନ୍ତ୍ରୀ ହେମଲେଟସନ ଦେହଲିଙ୍ଗଙ୍କ ସମେତ ତିନି ବିଧାୟକ ବିଧାନସଭା ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । କରନାଡ ସାଙ୍ଗାମା ସରକାରରେ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଥିବା ଦୋହାଲିଙ୍ଗ ପିପୁଲ୍ସ ଡେମୋକ୍ରାଟିକ ଆଲାଏନ୍ସ(ପିଡିଏସ)ର ବିଧାୟକ…

ଭାରତରେ ଚିହ୍ନଟ ହେଉଛି କରୋନାର ନୂଆ ଭାରିଆଣ୍ଟ, ଏକ୍ସବିବି.୧.୫ରେ ସଂକ୍ରମିତ ହେଲେଣି ୭ ଜଣ ।

ଶବ୍ଦ ଓଡିଶା ବ୍ୟୁରୋ: ଭାରତରେ ଦ୍ରୁତଗତିରେ କରୋନାର ସଂକ୍ରମଣ ବଢିଚାଲିଛି । ଏକ୍ସବିବି.୧.୫ ଭାରିଆଣ୍ଟର ମାମଲା ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି । ଦେଶରେ ଏହି ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୭ ଛୁଇଁଛି । ଭାରତୀୟ- ସାର୍ସ-ସିଓବି-୨ ଜିନୋମିକ୍ସ କଂସୋର୍ଟିୟମର…