Mon. Nov 30th, 2026

Author: sabdamedia

ନବ ଦାସଙ୍କ ହତ୍ୟା ମାମଲା: ଆଉ ମୁହଁ ଖୋଲିବେନି ନରସିଂହ ମିଶ୍ର

ଶବ୍ଦ ଓଡିଶା ବ୍ୟୁରୋ: ନବ ଦାସଙ୍କ ହତ୍ୟା ମାମଲାରେ ଆଉ ମୁହଁ ଖୋଲିବେନି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ ଏନେଇ ଲାଇଭ୍ କାର୍ଯ୍ୟକ୍ରମରେ କହିଛନ୍ତି । ନବ ଦାସଙ୍କ ଉପରେ ତାଙ୍କର ଟିପଣୀକୁ ନେଇ ନବଙ୍କ…

ରଙ୍ଗର ପର୍ବ ହୋଲି: ଗାଁଠୁ ସହର ସବୁଠି ହୋଲିର ରଙ୍ଗ

ଶବ୍ଦ ଓଡିଶା ବ୍ୟୁରୋ: ରଙ୍ଗର ପର୍ବ ହୋଲି । ଗାଁଠୁ ସହର ସବୁଠି ରଙ୍ଗର ଖେଳ । ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ରଙ୍ଗ ଖେଳ ଏକ ମାଧ୍ୟମ । ଗୀତ ନାଚର ଆସର ବି ଜମେ ।…

କନ୍ଦଳ ଭିତରେ ଝୁଲିରହିଲା ବିରୋଧୀଙ୍କ ଏକତାର ଉଦ୍ୟମ । ଏକାଠି ହୋଇପାରୁନାହାନ୍ତି ସମସ୍ତ ଦଳ ।

ଶବ୍ଦ ଓଡିଶା ବ୍ୟୁରୋ: ମମତା ବନାର୍ଜୀଙ୍କ ଏକଲା ଚଲୋ ଜିଦ ଯୋଗୁ ବିରୋଧୀଙ୍କ ଏକତା ପ୍ରଥମ ମହଲାରୁ ହିଁ ଏପଟ ସେପଟ ହୋଇସାରିଛି । ମିଶନ-୨୦୨୪ ପ୍ରତି ନୀତିଶ କୁମାର ଗମ୍ଭୀରତା ଦେଖାଉଥିଲେ ବି ଅରବିନ୍ଦ କେଜ୍ରିୱାଲ , କେସିଆର, ମମତା…

ଯାତ୍ରା ମଞ୍ଚରେ ପରିବେଷଣ ହେବନି ଅଶ୍ଲୀଳ ଡ୍ୟାନ୍ସ, ନିୟମ ନମାନିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ଶବ୍ଦ ଓଡ଼ିଶା ବ୍ୟୁରୋ: ଯାତ୍ରା ମଞ୍ଚରେ ଆଉ ପରିବେଷଣ ହେବ ନାହିଁ ଅଶ୍ଳୀଳ ନୃତ୍ୟ । ଦ୍ୱିଅର୍ଥବୋଧକ ସଂଳାପ କହିପାରିବେନି କଳାକାର । ମେଲୋଡି କିମ୍ବା ନାଟକ ପରିବେଷଣ ସମୟରେ କଳାକାର ଓଡ଼ିଶାର ଗୌରବମୟ ସଂସ୍କୃତିକୁ ସମ୍ମାନ ଜଣାଇବେ ।ଯାତ୍ରାରେ ବଢୁଥିବା…

ଗଛରେ ପିଟି ହୋଇଗଲା ବାଇକ୍‌, ଜଣଙ୍କ ମୃତ୍ୟୁ

ଶବ୍ଦ ଓଡ଼ିଶା ବ୍ୟୁରୋ: ନୟାଗଡ ଜିଲ୍ଲା ନୂଆଗାଁ ବରଡାଖେମଣ ଜଙ୍ଗଲ ରାସ୍ତାରେ ଗତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣେ ବାଇକ୍‌ ଆରୋହୀଙ୍କ ଜୀବନ ଯାଇଛି। ଭାରସାମ୍ୟ ହରାଇ ବାଇକଟି ଗଛରେ ପିଟି ହେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…

ବୁର୍ଲା ଭିସୁଟ୍ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣା: ଆସିଲା ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ

ଶବ୍ଦ ଓଡ଼ିଶା ବ୍ୟୁରୋ: ଭିସୁଟ୍ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲାରେ ଆସିଲା ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ । ପ୍ରୀତିମାନ ଓ ମାନସଙ୍କ ମିଛ ଧରା ପରୀକ୍ଷା ରିପୋର୍ଟ ବୁର୍ଲା ପୋଲିସକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି । ଏକ ବନ୍ଦ…

ଭୂଷଣ୍ଡପୁର ବାଣ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଶବ୍ଦ ଓଡ଼ିଶା ବ୍ୟୁରୋ: ଖୋର୍ଦ୍ଧା ଭୂଷଣ୍ଡପୁର ଗାଁରେ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଭୂଷଣ୍ଡପୁର ଗାଁର ଦୋଳଗୋବିନ୍ଦ ବେହେରାଙ୍କ ମୃତ୍ୟୁ…

ପବିତ୍ର ଦୋଳ ପୂର୍ଣ୍ଣିମା: ଫଗୁ ଖେଳିବେ ଶ୍ରୀଜିଉ

ଶବ୍ଦ ଓଡ଼ିଶା ବ୍ୟୁରୋ: ଆଜି ହେଉଛି ପବିତ୍ର ଦୋଳପୂର୍ଣ୍ଣିମା, ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରାମାନଙ୍କ ମଧ୍ୟରେ ଏହା ଅନ୍ୟତମ ଯାତ୍ରା। ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି କରାଯାଉଛି। ମହାପ୍ରଭୁ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଭକ୍ତଙ୍କ ସହ ଫଗୁ…

ମନ ଇଚ୍ଛା ଖାଉଛନ୍ତି କି ଆଣ୍ଟିବାୟୋଟିକ୍? ଶରୀର ପାଇଁ ସାଜିପାରେ ଘାତକ!

ଶବ୍ଦ ଓଡ଼ିଶା ବ୍ୟୁରୋ: ଆଣ୍ଟିବାୟୋଟିକର ବହୁଳ ବ୍ୟବହାରକୁ ଦେଖି ଆଇଏମଏ ବା ଇଣ୍ଡିଏନ୍ ମେଡିକାଲ୍ ଆସୋସିଏସନ ତରଫରୁ ଦିଆଯାଇଛି ସତର୍କବାଣୀ । ଆଣ୍ଟିବାୟୋଟିକର ପ୍ରଭାବ ସମ୍ପର୍କରେ ଏଥିରେ ସୂଚନା ଦିଆଯାଇଛି । ଆଇଏମଏ ଅନୁସାରେ-ସାମାନ୍ୟ ଥଣ୍ଡା ଜ୍ୱର ହେଲେ ଆଣ୍ଟିବାୟୋଟିକର ବ୍ୟବହାର…

ଭୁବନେଶ୍ୱର, କଟକରେ ଚିନ୍ତାଜନକ ପରିସ୍ଥିତି. ଇ-ଚାଲାଣକୁ ଖାତିର କରୁନାହାଁନ୍ତି ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀ

ଶବ୍ଦ ଓଡ଼ିଶା ବ୍ୟୁରୋ: ଇ-ଚାଲାଣ ଜରିମାନା ରାଶି ଦେଉନାହାଁନ୍ତି ଅମାନିଆ । କମିଶନରେଟ ପୁଲିସରେ ଭୁବନେଶ୍ୱର କଟକରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରୁଥିବା ଅମାନିଆଙ୍କୁ ଜଗିବା ପାଇଁ ସିସିଟିଭି ଲଗାଯାଇଛି । ଏହି ସିସିଟିଭି ଫୁଟେଜ୍ ଅବା ଟ୍ରାଫିକ ପୁଲିସ ଦ୍ୱାରା…