Mon. Nov 30th, 2026

Author: sabdamedia

ଭ୍ୟାନ୍ ଓଲଟି ୧୨ କାଉଡ଼ିଆ ଆହତ

ଶବ୍ଦ ଓଡିଶା ବ୍ୟୁରୋ: କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଗୋହିରା ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ଏକ ଭ୍ୟାନ୍ ଓଲଟି ପଡ଼ିବାରୁ ୧୨ ଜଣ କାଉଡ଼ିଆ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଅଛି।ଗୋହିରା ନିକଟରେ ଗୋଟିଏ…

ଓଡିଆ ଫଳକ ଓପାଡିଦେଲେ ଆନ୍ଧ୍ର ବିଡିଓ

ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶା-ଆନ୍ଧ୍ର ମଧ୍ୟରେ ସୀମାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏବେ ଆଉ ଏକ ନୂଆ ବିବାଦ ସାମ୍ନାକୁ ଆସିଛି । ଓଡ଼ିଆ ଫଳକ ଓପାଡିଦେଲେ ଆନ୍ଧ୍ର ବିଡ଼ିଓ । କୋରାପୁଟ ଲମତାପୁଟ ବ୍ଲକ ଜଲାପୁଟ ଜଳଭଣ୍ଡାର…

ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ମରଣ ମୁହଁରୁ ବର୍ତିଗଲେ ମହିଳା ଯାତ୍ରୀ

ଶବ୍ଦ ଓଡିଶା ବ୍ୟୁରୋ: ଆକସ୍ମିକ ଅଘଟଣରୁ ବର୍ତିଗଲେ ମହିଳା ଯାତ୍ରୀ । ଚଳନ୍ତା ଟ୍ରେନ୍ ତଳକୁ ଖସିବାକୁ ଯାଉଥିବା ଦୁଇ ଜଣ ଆରପିଏଫ୍ କର୍ମଚାରୀ ତାଙ୍କୁ ଟାଣି ଆଣିଥିଲେ । ଫଳରେ ଯାତ୍ରୀ ଜଣଙ୍କ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତିଯାଇଥିଲେ ।…

ଯାନ୍ତ୍ରୀକ ତ୍ରୁଟି ପାଇଁ ଅଟକିଲା ଏକ୍ସପ୍ରେସ୍

ଶବ୍ଦ ଓଡିଶା ବ୍ୟୁରୋ: ଯାନ୍ତ୍ରିକ ତ୍ରୁଟିରୁ ଅଟକିଲା ଇସ୍ପାତ ଏକ୍ସପ୍ରେସ । ବଲାଙ୍ଗୀର ସଇଁତଳାରେ ପାଖାପାଖି ୨ ଘଣ୍ଟା ୯ ମିନିଟ୍ ଟ୍ରେନ୍ ଅଟକିବା ପରେ ଗଡିଲା ଟ୍ରେନ୍ । କଣ୍ଟାବାଞ୍ଜିରୁ ହାୱଡା ଯିବା ବେଳେ ଅଟକିଥିଲା ଏହି ଏକ୍ସପ୍ରେସ ।…

ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଗାମୀ ୫ ଦିନ ଯାଏଁ ବର୍ଷା

ଶବ୍ଦ ଓଡିଶା ବ୍ୟୁରୋ: ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରଭାବରେ ଅଗଷ୍ଟ ୪ ଯାଏଁ ବର୍ଷା ଜାରି ରହିବ । ଏହର ପ୍ରଭାବରେ ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । କେନ୍ଦ୍ରାପଡ଼ା,…

ଭାଇକୁ ଶାବଳରେ ପିଟି ହତ୍ୟା କଲା ଭାଇ

ଶବ୍ଦ ଓଡିଶା ବ୍ୟୁରୋ: ଭାଇକୁ ଶାବଳରେ ପିଟି ଜଣେ ଯୁବକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗୀ ପଞ୍ଚାୟକ ବାସୁଦେବପୁର ଗାଁରେ ଏହି ଘଟଣା ଘଟିଛି । ମୃତ ଯୁବକ ଜଣକ ହେଲେ କଂସ…

ସ୍ୱାମୀକୁ ୫ ଖଣ୍ଡ କରି କେନାଲରେ ଭସାଇଲା ସ୍ତ୍ରୀ 

ଶବ୍ଦ ଓଡିଶା ବ୍ୟୁରୋ: ସ୍ୱାମୀକୁ ହତ୍ୟା କରି କେନାଲରେ ଭସାଇଲା ସ୍ତ୍ରୀ । ଉତ୍ତରପ୍ରଦେଶରେ ଜଣେ ମହିଳା କୁରାଢିରେ ସ୍ୱାମୀକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ଖାଲି ସେତିକି ନୁହେଁ ହତ୍ୟା କରିବା ପରେ ଶରୀରକୁ ୫ ଖଣ୍ଡ…

କୃଷକ ଆନ୍ଦୋଳନର କ୍ରାନ୍ତିକାରୀ ନେତା ଚାରୁ ମଜୁମଦାରଙ୍କ 51 ତମ ଶ୍ରଦ୍ଧାଞ୍ଜଳି ଦିବସ

ଶବ୍ଦ ଓଡିଶା ବ୍ୟୁରୋ: ଚଳିତ ମାସ ୨୮ରେ ଗୁଣପୁର ବ୍ଳକର କୁକୁରୁଗୁଡା – ଶ୍ରୀରାମ ପୁର – ତଟା ଗୁଡା – ଲୁଗୁଂରୁତାଲ – ଚାଲକମ୍ଭା ଆଜିଗଂତାଗଂରେ ସିପିଆଇ (ଏମ୍ଏଲ) ର ପ୍ରତିଷ୍ଠାତା ସମ୍ପାଦକ କମ୍ରେଡ୍ ଚାରୁ ମଜୁମଦାରଙ୍କ ୫୧ ତମ…

୨୦୨୪ ଟି-୨୦ ବିଶ୍ୱକପ ପାଇଁ ତାରିଖ ଘୋଷଣା

ଶବ୍ଦ ଓଡିଶା ବ୍ୟୁରୋ: ଆଗାମୀ ଟି-୨୦ ବିଶ୍ୱକପ ୨୦୨୪ ପାଇଁ କାର୍ଯ୍ୟସୂଚୀ ସାମ୍ନାକୁ ଆସିଛି । ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳଯିବା ଟୁର୍ଣ୍ଣାମେଣ୍ଟ । ଆସନ୍ତ ଜୁନ ୪ ତାରିଖରୁ ୩୦ ତାରିଖରେ ମଧ୍ୟରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରଯିବ । ମୋଟ…

୧୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ କିଛି ଅଞ୍ଚଳରେ ବର୍ଷା ଜାରି । ଆଜିି ୧୪ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୩୧ତାରିଖରୁ ଆହୁରି ବଢ଼ିବ ବର୍ଷାର ବିସ୍ତୃତି । ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର,…