Sun. Nov 29th, 2026

Author: sabdamedia

ଓଡିଶା ଆସୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ: ନବୀନ ପଟ୍ଟନାୟକଙ୍କୁ ଭେଟିବେ ନୀତୀଶ କୁମାର

ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶା ଆସୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ନୀତୀଶ । ଦିନ ୧୧ଟା ୩୦ରେ ସ୍ୱତନ୍ତ୍ର ବିମାନ ଯୋଗେ ନୀତୀଶ କୁମାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ସୁଦୃଶ୍ୟ ଲଘୁଚାପ: ସନ୍ଧ୍ୟାରେ ନେଇପାରେ ଅବପାତର ରୂପ

ଶବ୍ଦ ଓଡିଶା ବ୍ୟୁରୋ: ବଙ୍ଗୋପସାଗରରେ ଲଘୁଚାପ ସୁଦୃଶ୍ୟ କ୍ଷେତ୍ରରେ ପରିଣତ ହୋଇଛି । ଭୋର ୫ଟା ୩୦ରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ । ଆଜି ସନ୍ଧ୍ୟାରେ ଅବପାତର ରୂପ ନେଇପାରେ । ଆସନ୍ତାକାଲି ସାମୁଦ୍ରିକ ଝଡର ରୂପ ନେବା ସମ୍ଭାବନା…

ସୁକମା ଏନକାଉଣ୍ଟରରେ ୨ ମାଓବାଦୀ ନିହତ, ସର୍ଚ୍ଚ ଅପରେସନ୍ ଜୋରଦାର

ଶବ୍ଦ ଓଡିଶା ବ୍ୟୁରୋ: ଛତିଶଗଡ ସୁକମା ଭେଜାଇ ଜଙ୍ଗଲରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଜୋରଦାର ଏନକାଉଣ୍ଟର ଯୋଗୁଁ ୨ ନକ୍ସଲ ନିପାତ ହୋଇଛନ୍ତି । ଏବେବି ଜଙ୍ଗଲରେ ଡିଆରଜି ଯବାନ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଥିବା ଜଣାପଡିଛି…

ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର

ଶବ୍ଦ ଓଡିଶା ବ୍ୟୁରୋ: ଆଜି ସରିବ ଝାରସୁଗୁଡା ଉପନିର୍ବାଚନ ପ୍ରଚାର । ଆଉ ଦିନକ ପରେ ନିର୍ବାଚନ । ପ୍ରଚାରର ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳର ପ୍ରସ୍ତୁତି । ଝାରସୁଗୁଡ଼ାବାସୀ କାହା ସପକ୍ଷରେ ମତ ଦେବେ, ତା’…

କର୍ଣ୍ଣାଟକ ନିର୍ବାଚନ, ଆସିଲା ସି-ଭୋଟର ସର୍ଭେ । ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ଜିତିପାରେ କଂଗ୍ରେସ

ଶବ୍ଦ ଓଡିଶା ବ୍ୟୁରୋ: କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଆଉ ଦିନଟେ ବାକି । ଏହା ପୂର୍ବରୁ ଆସିଛ ସି-ଭୋଟର ସର୍ଭେ । କର୍ଣ୍ଣାଟକରେ କଂଗ୍ରେସ ଏକାକୀ ସରକାର ଗଢିବାର ସୁଯୋଗ ରହିଛି । ଏବିପି ନ୍ୟୁଜ୍ ସର୍ଭେ ମୁତାବକ କଂଗ୍ରେସ ୧୧୦ରୁ…

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ

ଶବ୍ଦ ଓଡିଶା ବ୍ୟୁରୋ: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ୯ ତାରିଖ ବେଳକୁ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ପରେ ଏହା ଆହୁରି…

ଆଜିଠୁ OJEE । ୪୭ କେନ୍ଦ୍ରରେ ପରୀକ୍ଷା ଦେବେ ୫୬ ହଜାର ପରୀକ୍ଷାର୍ଥୀ

ଶବ୍ଦ ଓଡିଶା ବ୍ୟୁରୋ: ଆରମ୍ଭ ହେଉଛି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା । ଏମବିଏ , ଏମଟେକ୍, ଏମପ୍ଲାନ୍, ଲାଟେରାଲ ଏମ୍ଏମବିଏ, ଲାଟେରାଲ ଏଣ୍ଟ୍ରି ବିଏସସି ଭଳି ୧୧ଟି ପାଠ୍ୟକ୍ରମରେ ନାମଲେଖା ପାଇଁ ହେବ ପରୀକ୍ଷା । ଆସନ୍ତା ୧୫ ତାରିଖ…

କେରଳରେ ଭୟଙ୍କର ଦୁର୍ଘଟଣା । ଡଙ୍ଗାବୁଡି ଚାଲିଗଲା ୨୧ ଜୀବନ

ଶବ୍ଦ ଓଡିଶା ବ୍ୟୁରୋ: କେରଳରେ ଡଙ୍ଗା ବୁଡିରେ ୨୧ ଜଣଙ୍କର ମୃତ୍ୟୁ । ମୃତକଙ୍କ ମଧ୍ୟରେ ୫ରୁ ଅଧିକ ଶିଶୁଥିବା ନେଇ ସୂଚନା । କେରଳର ମଲପୁରମ ଜିଲ୍ଲାର ତନୁର ନିକଟରେ ଗତକାଲି ରାତିରେ ଏକ ଯାତ୍ରୀବାହୀ ଡଙ୍ଗା ଦୁର୍ଘଟଣାଗସ୍ତ ହୋଇଥିଲା…

ଆମେରିକା ମଲ୍‌ରେ ଗୁଳିକାଣ୍ଡ; ୯ ମୃତ

ଶବ୍ଦ ଓଡିଶା ବ୍ୟୁରୋ: ଶନିବାର ଅପରାହ୍ଣରେ ଆମେରିକାର ଟେକ୍ସାସ୍‌ ଅନ୍ତର୍ଗତ ଡାଲସ୍‌ ବାହାରେ ଗୋଟାଏ ଜନଗହଳି ଭରା ମୁକ୍ତାକାଶ ମଲ୍‌ରେ ଜଣେ ବନ୍ଧୁକଧାରୀ ନିର୍ବିଚାର ଭାବରେ ଗୁଳି ଚଳାଇବାରୁ ୯ଜଣ ଲୋକଙ୍କର ମୃତ୍ୟୁ ଘଟିବା ସହିତ ଆଉ ୭ଜଣ ଆହତ ହୋଇଥିବା…

ବନ୍ତଳା ବନାଞ୍ଚଳ ତଳଗଡ଼ରେ ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ଶବ୍ଦ ଓଡିଶା ବ୍ୟୁରୋ: ଅନୁଗୁଳ ବ୍ଳକ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ବନ୍ତଳା ଥାନା ତଳଗଡ଼ ଗ୍ରାମର ବିଜୁଳି ସାହୁ ।ବନ୍ତଳା ବନାଞ୍ଚଳର ତଳଗଡ଼ ଗ୍ରାମର ବିଜୁଳି ସାହୁ ସକାଳ ପ୍ରାୟ ୫ଟା…