ଶବ୍ଦ ଓଡିଶା ବ୍ୟୁରୋ: ବଙ୍ଗୋପସାଗରରେ ଲଘୁଚାପ ସୁଦୃଶ୍ୟ କ୍ଷେତ୍ରରେ ପରିଣତ ହୋଇଛି । ଭୋର ୫ଟା ୩୦ରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ । ଆଜି ସନ୍ଧ୍ୟାରେ ଅବପାତର ରୂପ ନେଇପାରେ । ଆସନ୍ତାକାଲି ସାମୁଦ୍ରିକ ଝଡର ରୂପ ନେବା ସମ୍ଭାବନା । ପରେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ୧୨ତାରିଖରେ ରିକର୍ଭ କରି ବାଂଲାଦେଶ ଓ ମିଆଁମାର ମୁହାଁଇବ ।
