Mon. Nov 30th, 2026

Author: sabdamedia

ଭଙ୍କେଟେଶ୍ବର ବିଦ୍ୟାଳୟ ପାଳନକଲା ୧୪ତମ ବାର୍ଷିକ ଉତ୍ସବ।

ଶବ୍ଦ ଓଡିଶା ବ୍ୟୁରୋ: ବାଲୁଗାଁ-ବାଣପୁରର ଭେଙ୍କେଟେଶ୍ବର ବିଦ୍ୟାଳୟ ପାଳନକଲା ୧୪ତମ ବାର୍ଷିକ ଉତ୍ସବ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ OSEPAର ଯୁଗ୍ମ ସଂପାଦିକା ରାଜଶ୍ରୀ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ଡ. ଦେବେନ୍ଦ୍ର ନାଥ ମାନସିଂହ, ସମ୍ମାନିତ ଅତିଥିଭାବେ ବାଣପୁର ବାର…

ଏବେ ସାମ୍ବାଦିକଙ୍କ ପାଇଁ ଆସିବ ଏସଓପି… ଅତିକ ହତ୍ୟାକାଣ୍ଡ ପରେ ଗୃହମନ୍ତ୍ରାଳୟର ନିଷ୍ପତ୍ତି ।

ଶବ୍ଦ ଓଡିଶା ବ୍ୟୁରୋ: ପ୍ରୟାଗରାଜରେ ମାଫିଆ ଡନ୍ ଅତିକ ଅହମ୍ମଦ ଏବଂ ତାର ଭାଇକୁ କ୍ୟାମେରା ସାମ୍ନାରେ ହତ୍ୟା କରାଯାଇଛି । ଏହି ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରାଳୟ ସାମ୍ବାଦିକଙ୍କ ପାଇଁ ବଡ ନିଷ୍ପତ୍ତି ନେଇଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି…

ଫେକର ପରିସରରେ ବଢିଲା ୧୪୪ ଧାରା ଅବଧି

ଶବ୍ଦ ଓଡିଶା ବ୍ୟୁରୋ: ଭଦ୍ରକ ଫେକର କମ୍ପାନୀ ପରିସରରେ ଲାଗିଥିବା ୧୪୪ ଧାରା ବୃଦ୍ଧି କରାଯାଇଛି । ଆସନ୍ତା ୧୭ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ । ନିଆଁରେ ପୋଡ଼ି ହୋଇ ଦୁଇ ଶ୍ରମିକ ଗୁରୁତର…

ଆଜିଠୁ ଖୋଲିଲା ସ୍କୁଲ, ୧୧ଟା ପର୍ଯ୍ୟନ୍ତ ପାଠପଢ଼ା

ଶବ୍ଦ ଓଡିଶା ବ୍ୟୁରୋ: ଆଜିଠୁ ପୁଣି ସ୍ୱାଭାବିକ ହେଲା ସ୍କୁଲ୍। ଗ୍ରୀଷ୍ମପ୍ରବାହ ଯୋଗୁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ ରହିବା ପରେ ଆଜିଠୁ ପୁଣି ଥରେ ଖୋଲିଛି। ସକାଳ ସାଢ଼େ ୬ଟାରୁ ଦିନ ୧୧ ଟା ପର୍ଯ୍ୟନ୍ତ କ୍ଲାସ୍ ହେବ।…

ସମ୍ବଲପୁରରେ ଆଜିଠାରୁ ୪ ଘଣ୍ଟା ପରିବର୍ତ୍ତେ ସାଢ଼େ ୬ ଘଣ୍ଟା କର୍ଫ୍ୟୁ କୋହଳ

ଶବ୍ଦ ଓଡିଶା ବ୍ୟୁରୋ: ସୁଧୁରୁଛି ସମ୍ବଲପୁର ସ୍ଥିତି । ପରିସ୍ଥିତି ସୁଧୁରିବା ପରେ ଜିଲ୍ଲା ପ୍ରଶାସନ ସମ୍ବଲପୁରରେ କର୍ଫ୍ୟୁ କୋହଳ ସମୟ ବୃଦ୍ଧି କରିଛି । ଆଜି ଠାରୁ ସାଢ଼େ ୬ ଘଣ୍ଟା କୋହଳ ରହିବ କର୍ଫ୍ୟୁ । କର୍ଫ୍ୟୁ ସକାଳ…

ବାଣପୁର ଗସ୍ତରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜୋରଦାଷ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଦର୍ଶନା ଜାରଦୋଷ। ପ୍ରେସ ବିବୃତିରେ ସେ କହିଛନ୍ତି ରାଜ୍ୟ ସରକାର କିଭଳି କେନ୍ଦ୍ରର ଯୋଜନାର ଭୁଲ ବ୍ୟବହାର, ଟଙ୍କିକିଆ ଚାଉଳ ତଥା ଆବାସ ଯୋଜନାକୁ ଦୀର୍ଘ ୨ବର୍ଷ ହୋଇଗଲା କୌଣସି…

ଅତିକ୍ ଅହମ୍ମଦ ହତ୍ୟାକୁ ନେଇ ଯୋଗୀ ସରକାରଙ୍କୁ ଟାର୍ଗେଟ କଲେ ଅସଦୁଦ୍ଦିନ ଓୱେସୀ

ଶବ୍ଦ ଓଡିଶା ବ୍ୟୁରୋ: ଅତିକ୍ ଅହମ୍ମଦ ଓ ତାର ଭାର ଅସରଫକୁ ପ୍ରୟାଗରାଜ ଠାରେ ପୋଲିସ ଉପସ୍ଥିତିରେ ହତ୍ୟା କରାଯାଇଛି । ଏହି ଘଟଣା ପରେ ଏବେ ଚାରିଆଡୁ ଉତ୍ତରପ୍ରଦେଶ ସରକାରଙ୍କୁ ସମାଲୋଚନା କରାଯାଉଛି । ଏହି କ୍ରମରେ ଏଆଇଏମଆଇଏମର ମୁଖ୍ୟ…

ଓଡ଼ିଆରେ ଦେଇହେବ ସିଏପିଏଫ କନଷ୍ଟେବଳ ପରୀକ୍ଷା

ଶବ୍ଦ ଓଡିଶା ବ୍ୟୁରୋ: ଆଂଚଳିକ ଭାଷାକୁ ଅଗ୍ରାଧିକାର ଦେବା କ୍ଷେତ୍ରରେ ଏହା ହେଉଛି କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ଇଂରାଜୀ, ହିନ୍ଦୀକୁ ଛାଡି ୧୩ଟି ଆଂଚଳିକ ଭାଷାରେ ସିଏପିଏଫ କନେଷ୍ଟବଳ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ । ଗୃହ…

୧୭ରୁ ଖୋଲିବ ସ୍କୁଲ, ଦିନ ୧୧ଟା ପର୍ଯ୍ୟନ୍ତ ପାଠପଢ଼ା

ଶବ୍ଦ ଓଡିଶା ବ୍ୟୁରୋ: ସୋମବାରଠୁ ଖୋଲିବ ସ୍କୁଲ । ଅପ୍ରେଲ ୧୭ରୁ ପୁଣି ଖୋଲିବ ସ୍କୁଲ। ପ୍ରଥମରୁ ଦ୍ୱାଦଶ ଯାଏ ହେବ ପାଠପଢା। ସକାଳ ୬.୩୦ରୁ ୧୧ଟା ଯାଏ ଚାଲିବ ସ୍କୁଲ। ଆବଶ୍ୟକସ୍ଥଳେ ନିଷ୍ପତ୍ତି ନେଇ ସମୟ ବଦଳାଇପାରିବେ ସ୍ଥାନୀୟ ଜିଲ୍ଲାପାଳ…

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜିଠୁ ମିଳିବ ତାତିରୁ ତ୍ରାହି

ଶବ୍ଦ ଓଡିଶା ବ୍ୟୁରୋ: ଅସହ୍ୟ ଗୁଳୁଗୁଳି ଓ ତାତି ଭିତରେ ଆଶ୍ୱସ୍ତିକର ଖବର । ଆଜିଠୁ କମିବ ତାତି । ସାରା ରାଜ୍ୟରେ ବର୍ଷା ହେବ । ୧୨ଟି ସ୍ଥାନରେ ବର୍ଷା ହେବ ବୋଲି ଆକଳନ କରାଯାଇଛି । ଘଡଘଡି ସହ…