Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଦର୍ଶନା ଜାରଦୋଷ। ପ୍ରେସ ବିବୃତିରେ ସେ କହିଛନ୍ତି ରାଜ୍ୟ ସରକାର କିଭଳି କେନ୍ଦ୍ରର ଯୋଜନାର ଭୁଲ ବ୍ୟବହାର, ଟଙ୍କିକିଆ ଚାଉଳ ତଥା ଆବାସ ଯୋଜନାକୁ ଦୀର୍ଘ ୨ବର୍ଷ ହୋଇଗଲା କୌଣସି ହିତାଧିକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି ଓ କେନ୍ଦ୍ରୀୟ ଯୋଜନା ସାଧାରଣ ଜନତାଙ୍କ ପାଖରେ ପହଞ୍ଚି ପାରୁନାହିଁ । ଶେଷରେ ମା ଭଗବତୀ ମନ୍ଦିରରେ ଯାଇ ମାଆଙ୍କର ଦର୍ଶନ କରିଥିଲେ। ଏହା ବେତ କାରିଗର କାର୍ଯ୍ୟ ଦେଖିଥିଲେ।

Leave a Reply

Your email address will not be published. Required fields are marked *