୧୭ରୁ ଖୋଲିବ ସ୍କୁଲ, ଦିନ ୧୧ଟା ପର୍ଯ୍ୟନ୍ତ ପାଠପଢ଼ା

ଶବ୍ଦ ଓଡିଶା ବ୍ୟୁରୋ: ସୋମବାରଠୁ ଖୋଲିବ ସ୍କୁଲ । ଅପ୍ରେଲ ୧୭ରୁ ପୁଣି ଖୋଲିବ ସ୍କୁଲ। ପ୍ରଥମରୁ ଦ୍ୱାଦଶ ଯାଏ ହେବ ପାଠପଢା। ସକାଳ ୬.୩୦ରୁ ୧୧ଟା ଯାଏ ଚାଲିବ ସ୍କୁଲ। ଆବଶ୍ୟକସ୍ଥଳେ ନିଷ୍ପତ୍ତି ନେଇ ସମୟ ବଦଳାଇପାରିବେ ସ୍ଥାନୀୟ ଜିଲ୍ଲାପାଳ । ଗ୍ରୀଷ୍ମପ୍ରବାହ ଯୋଗୁ ୧୩ରୁ ୧୬ ଯାଏ ବନ୍ଦ ଥିଲା ସ୍କୁଲ । ଏଥିପାଇଁ ସ୍କୁଲ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

You May Also Like

More From Author

+ There are no comments

Add yours