ମନୀଷ ସିସୋଦିଆଙ୍କୁ ୭ ଦିନ ରିମାଣ୍ଡରେ ନେଲା ଇଡି
ଶବ୍ଦ ଓଡିଶା ବ୍ୟୁରୋ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଆପ୍ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି ଇଡି । ସିସୋଦିଆଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା…
ଶବ୍ଦ ଓଡିଶା ବ୍ୟୁରୋ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଆପ୍ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି ଇଡି । ସିସୋଦିଆଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା…
ଶବ୍ଦ ଓଡିଶା ବ୍ୟୁରୋ: ତାମିଲନାଡୁ ମାରନଦହଲ୍ଲୀ ନିକଟରେ ଥିବା ଏକ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ର ପ୍ରାକ୍ଟିକାଲ ପରୀକ୍ଷା ପରେ ଭଙ୍ଗାରୁଜା କରିଛନ୍ତି । ଶ୍ରେଣୀ ଗୃହରେ ଭଙ୍ଗାରୁଜା କରିଛନ୍ତି ଛାତ୍ର । ଏହାର ଭିଡିଓ…
ଶବ୍ଦ ଓଡିଶା ବ୍ୟୁରୋ: ଦେଶରେ ମେଡିକାଲ କଲେଜରେ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ନିଟ ପରୀକ୍ଷା ଅନୁଷ୍ଠିତ ହୋଇଥାଏ । ଏହି ପରୀକ୍ଷାରେ ଯେଉଁମାନେ ଯେତେ ଅଧିକ ମାର୍କ ପାଇଥାନ୍ତି ସେମାନେ ସେହି ଅନୁସାରେ ଭଲ ଭଲ ମେଡିକାଲ କଲେଜରେ ଆଡମିଶନ ଗ୍ରହଣ…
ଶବ୍ଦ ଓଡିଶା ବ୍ୟୁରୋ: କେନ୍ଦୁପତ୍ର ବିଭାଗରେ ଚଞ୍ଚକତା କରି ଆଦିବାସୀଙ୍କ ଟଙ୍କା ହଡ଼ପ ଘଟଣାରେ କୁଡୁମୁଳଗୁମ୍ମା ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ ଓ ବାଲିମେଳା ରେଞ୍ଜର ଦୁର୍ଗା ପ୍ରସାଦ ନାୟକଙ୍କୁ ନିଲମ୍ବିତ କରାଯାଇଛି। ଜୟପୁର୍ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ଏହି ଦୁଇ ଜଣଙ୍କୁ…
ଶବ୍ଦ ଓଡିଶା ବ୍ୟୁରୋ: ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆରମ୍ଭ ହେଲା ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍ । ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଅଷ୍ଟ୍ରେଲିଆ ସମାନ ଟିମ୍ ସହ ମୈଦାନକୁ ଓହ୍ଳାଇଥିବା ବେଳେ ଭାରତ…
ଶବ୍ଦ ଓଡିଶା ବ୍ୟୁରୋ: ସୁନା ଚୋରା ଚାଲାଣ ବେଳେ କ୍ୟାବିନ୍ କ୍ରୁ ଗିରଫ । ବୁଧବାର କେରଳର କୋଚି ବିମାନ ବନ୍ଦରରେ ‘ଏୟାର୍ ଇଣ୍ଡିଆ’ର ଜଣେ କ୍ୟାବିନ୍ କ୍ରୁ’ଙ୍କୁ ଗିରଫ କରାଯାଇଛି । ସୀମା ଶୁଳ୍କ ଅଧିକାରୀମାନଙ୍କଦ୍ବାରା ଗିରଫ ହୋଇଥିବା କ୍ୟାବିନ୍…
ଶବ୍ଦ ଓଡିଶା ବ୍ୟୁରୋ: ପୁରୀ ବଡ଼ଦାଣ୍ଡରେ ଲାଗିଥିବା ନିଆଁ ଆୟତ ହୋଇନି । ଗତକାଲି ରାତିରେ ମରିଚିକୋଟ୍ ଛକରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି । ଏପର୍ଯ୍ୟନ୍ତ ନିଆଁକୁ ଆୟତ କରାଯାଇପାରିନାହିଁ । ଅଗ୍ନିଶମ ବାହିନୀ ପକ୍ଷରୁ…
ଶବ୍ଦ ଓଡିଶା ବ୍ୟୁରୋ: ମହାମାରୀ କରୋନା ପରେ ଇନଫ୍ଲୁଏଞ୍ଜା ଆତଙ୍କ । ଦେଶରେ ଏବେ ବ୍ୟାପୁଛି ଏଚ୩ଏନ୨ ଭୂତାଣୁ । ତେବେ ଏହାକୁ ନେଇ ସତର୍କ ରହିବାକୁ ଦିଲ୍ଲୀ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ପରାମର୍ଶ ଦେଇଛନ୍ତି । ବିଶେଷକରି…
ଶବ୍ଦ ଓଡିଶା ବ୍ୟୁରୋ: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ନକ୍ସଲମାନେ ବର୍ବରକାଣ୍ଡ ଘଟାଇଛନ୍ତି। ଜଣେ ସରପଞ୍ଚଙ୍କୁ ନକ୍ସଲମାନେ ଗୁଳିକରି ହତ୍ୟା କରିଛନ୍ତି। ମୃତ ସରପଞ୍ଚ ଜଣଙ୍କ ହେଲେ ପୁନେମ୍ ସନ୍ତ୍ରା। ସେ ପୋଙ୍ଗାଭେଜି ପଞ୍ଚାୟତରେ ସରପଞ୍ଚ ଥିଲେ। ଗତକାଲି ରାତିରେ…
ଶବ୍ଦ ଓଡିଶା ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୦ତାରିଖରେ ରାଉରକେଲା ଯିବାର କାର୍ଯ୍ୟକ୍ରମ ରହିଛି । ବିଧାୟକ ଶାରଦା ନାୟକ ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତରେ ଆସି ସୁନ୍ଦରଗଡ଼ ଜିଲ୍ଲା ପାଇଁ ବିଭିନ୍ନ…