ହରେକୃଷ୍ଣ ବସ୍ତିରେ ଖୋଲିଲା ବର୍ଣ୍ଣବୋଧ ପାଠଶାଳା, ଯଶୋଦା ମା ଫାଉଣ୍ଡେସନର ନୂଆ ପ୍ରୟାସ
ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯଶୋଦା ମା ଫାଉଣ୍ଡେସନ ତରଫରୁ ଭୁବନେଶ୍ୱରର ହରେକୃଷ୍ଣ ବସ୍ତିରେ ନୂଆ ବର୍ଣ୍ଣବୋଧ ପାଠଶାଳା ଆରମ୍ଭ ହୋଇଛି । ଓଡିଆ ଭାଷାରେ କହିବା ,ଲେଖିବା ସହ ସାଧାରଣ ଜ୍ଞାନ,ସଙ୍ଗୀତ,ନୃତ୍ୟ ଭଳି ପ୍ରତିଭାକୁ ନେଇ ପାଠଶାଳାରେ ନିଜ ଅବସର ବେଳେ…