1 min read
Latest ଓଡ଼ିଶା ଖେଳ ଦେଶ ବିଦେଶ ସହର

ଖୋ ଖୋ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ପ୍ରତିଷ୍ଠା ପାଇଁ AMNS ଭାରତ ସହିତ MOU ସ୍ୱାକ୍ଷର କଲା ଓଡ଼ିଶା

ଖୋ ଖୋ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ପ୍ରତିଷ୍ଠା ପାଇଁ AMNS ଭାରତ ସହିତ ଓଡିଶା MOU ସ୍ୱାକ୍ଷର କରିଛି | ଖୋ ଖୋ ପରି ଆମର ଦେଶୀ କ୍ରୀଡାକୁ ସମର୍ଥନ କରିବାକୁ ଓଡିଶା ପ୍ରତିବଦ୍ଧ [more…]

1 min read
Latest Popular Trending ଆଞ୍ଚଳିକ ଓଡ଼ିଶା ସହର

ବଦଳିବ ପାଣିପାଗ,ବଢିବ ଥଣ୍ଡା

ଆଜିଠୁ ରାଜ୍ୟରେ ବଦଳିବ ପାଗ । କମିବ ତାତି, ବଢିବ ଥଣ୍ଡା । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ପାରଦ । ଫଳରେ ସାରା ରାଜ୍ୟରେ ଶୀତ ଅନୁଭୁତ [more…]

1 min read
Latest Popular ଆଞ୍ଚଳିକ ଓଡ଼ିଶା ରାଜନୀତି ସହର

ଆନ୍ଧ୍ର କରିବ ଶକ୍ତି ପ୍ରକଳ୍ପ: ବିସ୍ଥାପିତ ହେବେ ଓଡିଶା କୋଟିଆ ପଂଚାୟତର ୧୨ଟି ଗାଁ

କୋରାପୁଟ: ଆନ୍ଧ୍ରର କୁରୁକୁଟି ଓ କାରିଭାଲାସା ପମ୍ପଚାଳିତ ଜଳଭଣ୍ଡାର ଶକ୍ତି ପ୍ରକଳ୍ପ (ପିଏଚ୍‌ଏସ୍‌ପିପି)କୁ ନେଇ ଶଙ୍କା ଓ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ବିଭିନ୍ନ ମହଲରେ ପ୍ରବଳ ବିରୋଧ ସତ୍ତ୍ବେ ଆନ୍ଧ୍ର ସରକାର ପ୍ରକଳ୍ପକୁ ବାସ୍ତବ [more…]

1 min read
Latest Trending ଆଞ୍ଚଳିକ ଓଡ଼ିଶା ଦେଶ ଖବର ସହର

ଶତାଧିକ ନକ୍ସଲ ଜଙ୍ଗଲରେ ଲୁଚି ପଳାଇଥିବା ବେଳେ ,ଚିତ୍ର ଡ୍ରୋନ କ୍ୟାମେରାରେ କଏଦ

ପୁଲିସ୍‌- ନକ୍ସଲ ଗୁଳି ବିନିମୟ ପରେ ଛତ୍ରଭଙ୍ଗ ଦେଲେ ନକ୍ସଲ। ଶତାଧିକ ନକ୍ସଲ ଜଙ୍ଗଲରେ ଲୁଚି ପଳାଇଥିବା ବେଳେ ତାର ଚିତ୍ର ଡ୍ରୋନ କ୍ୟାମେରାରେ କଏଦ ହୋଇଛି। ଛତିଶଗଡ ଗଙ୍ଗାଲୁରରେ ଘଟିଛି ଏହି ଘଟଣା। [more…]

0 min read
ଆଞ୍ଚଳିକ ଓଡ଼ିଶା ସହର

ବର୍ଣ୍ଣବୋଧ ପାଠଶାଳାରେ କୁନି କୁନି ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଆୟୋଜିତ

ଭୁବନେଶ୍ୱରର ନୀଳାଦ୍ରିବିହାର ନିକଟ ପଣ୍ଡାପାର୍କ ବସ୍ତିରେ ଯଶୋଦା ମା ଫାଉଣ୍ଡେସନ ତରଫରୁ ପରିଚାଳିତ ବର୍ଣ୍ଣବୋଧ ପାଠଶାଳାରେ କୁନି କୁନି ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା । ବକୃତା,ଚିତ୍ରାଙ୍କନ, ସୁନ୍ଦର ଓଡ଼ିଆ ବର୍ଣ୍ଣବୋଧ [more…]

0 min read
Latest ଆଞ୍ଚଳିକ ଓଡ଼ିଶା ସହର

ନାଗସାପର ଭୟ ଦେଖାଇ ନାବାଳିକା ଶୋଷଣ, ପୀଡ଼ିତାଙ୍କ ପରିବାରକୁ ଭେଟିଲା ସ୍ନେକ ହେଲ୍ପ ଲାଇନ

ନୟାଗଡ଼: ଓଡ଼ଗାଁ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ନାଗସାପ ଦ୍ଵାରା ଭୟଭୀତ କରାଇ ଶୋଷଣ କରିବା ମାମଲା ସାମ୍ନାକୁ ଆସିଛି। ଅଭିଯୁକ୍ତ ଜଗନ୍ନାଥ ସାହୁଙ୍କ ବିରୁଦ୍ଧରେ ଜାତିଆଣ ଆକ୍ଷେପ ସହିତ ସଙ୍ଗୀନ ପୋକସୋ ଦଫା ଲଗାଯାଇଛି [more…]

0 min read
Latest Popular

ଆରପାରିରେ ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି

ପୂର୍ବତନ ବାଚସ୍ପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତିଙ୍କ ପରଲୋକ । ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ବ୍ରେନ ଷ୍ଟ୍ରୋକ ହେବା ଯୋଗୁଁ ସେ [more…]

1 min read
Latest ଦେଶ ଖବର ଦେଶ ବିଦେଶ

ଦିଲ୍ଲୀରେ ସାଂଘାତିକ ବାୟୁ ପ୍ରଦୂଷଣ

ଦିଲ୍ଲୀରେ ବାୟୁର ମାନ ସାଂଘାତିକ ଶ୍ରେଣୀରେ ରହିଛି। ସମଗ୍ର ଦିଲ୍ଲୀ ଏକ ଧୂଆଁର ଚଦର ତଳେ ରହିଥିବା ବେଳେ ଏଭଳି ସ୍ଥିତି ଆହୁରି କିଛିଦିନ ଲାଗି ରହିବ ବୋଲି ଜଣାପଡ଼ିଛି। ଗୋଟିଏ ପଟେ ବିଷ [more…]

0 min read
Latest Trending ଆଞ୍ଚଳିକ ଓଡ଼ିଶା ରାଜନୀତି ସହର

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ ନେଇ ବାଜିପାରେ ମୋହର

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ପୂର୍ବାହ୍ନ ୧୧ ଟା ୩୦ ମିନିଟରେ ପୁରୀ ବଡ଼ଦାଣ୍ଡ ସ୍ଥିତ ନୀଳଦ୍ରୀ ଭକ୍ତ ନିବାସ ଠାରେ ବସିବ ଏହି ବୈଠକ । ଗଜପତି ମହାରାଜା [more…]

0 min read
Latest ଦେଶ ଖବର ଦେଶ ବିଦେଶ

ଭୂମିକମ୍ପରେ ଦୋହଲିଲା ନେପାଳ,ସତୁରୀ ଟପିଲା ମୃତ୍ୟୁ ସଂଖ୍ୟା

ଭୟଙ୍କର ଭୂମିକମ୍ପରେ ଦୋହଲିଲା ନେପାଳ । ଶୁକ୍ରବାର ବିଳମ୍ବିତ ରାତିରେ ଉତ୍ତର ପଶ୍ଚିମ ନେପାଳରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହା ତୀବ୍ରତା ୬.୪ ରେକର୍ଡ କରାଯାଇଛି ।ଭୂକମ୍ପରେ ଏବେ [more…]