Mon. Nov 30th, 2026

Author: Sadba Odisha

ସୁଗମ ହେବ ଆନ୍ତର୍ଜାତିକ ଡ୍ରାଇଭିଂ ପରମିଟ୍ ବ୍ୟବସ୍ଥା

ଦେଶବାସୀଙ୍କ ସୁବିଧା ପାଇଁ ନିଆ ଯାଉଛି ଭଳିକିଭଳି ନିଷ୍ପତ୍ତି।ସେହିପରି ଏକ ନିୟମ ଆସିଛି ଗାଡ଼ି ଚାଳକମାନଙ୍କ ପାଇଁ ।ସମଗ୍ର ଦେଶରେ ଆନ୍ତର୍ଜାତିକ ଡ୍ରାଇଭିଂ ପରମିଟ୍ ବା ଆଇଡିପି ପ୍ରଦାନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ…

ଉଠିଯିବ ଟୋଲ ପ୍ଲାଜା; ଜିପିଏସ ଦ୍ବାରା ହେବ ଟିକସ ଆଦାୟ

ଆଧୁନିକୀକରଣର ଆଉ ଏକ ପାହାଚ ଚଢିବାକୁ ଯାଉଛି ଭାରତ। ଡିଜିଟାଲାଇଜେସନ ସାହାଯ୍ଯରେ ଲାଗୁ ହେବାକୁ ଯାଉଛି ଟୋଲ୍ ପ୍ଲେଟ୍ । ଦେଶରେ ଲୋକମାନଙ୍କ ପରିବହନରେ ସୁବିଧା ବୃଦ୍ଧି ପାଇଁ ଭାରତର ଜାତୀୟ ରାଜପଥ ପ୍ରାଧିକରଣ କ୍ରମାଗତ ଭାବରେ କାର୍ଯ୍ଯ କରୁଛି। ସମୟ…

ରାସନ କାର୍ଡରେ ଯୋଡ଼ନ୍ତୁ ନୂଆ ସଦସ୍ୟଙ୍କ ନାଁ; ଜାଣନ୍ତୁ ଏହି ପ୍ରକ୍ରିୟା ବିଷୟରେ

ରାସନ କାର୍ଡକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କଥା। ବିବାହ ପରେ ଘରର ନୂଆ ସଦସ୍ଯଙ୍କ ନାଁ କାର୍ଡରେ ଯୋଡ଼ି ହୋଇନଥିଲେ, ତା’କୁ କରିବା ଉଚିତ। ଏଥି ପାଇଁ ଆବଶ୳କ ନିୟମାବଳୀକୁ ଆପଣେଇବାକୁ ହେବ। ନୂତନ ସଦସ୍ୟ ନାମ କିପରି ଯୋଡିବେ:- -ଯଦି…

ସେପ୍ଟେମ୍ବର ୨ରେ ସେନାରେ ସାମିଲ ହେବ ଆଇଏନ୍‌ଏସ୍ ବିକ୍ରାନ୍ତ

ଅନ୍ୟ ସବୁ କ୍ଷେତ୍ର ପରି ଭାରତ ସାମରିକ ଶକ୍ତିରେ ମଧ୍ୟ ଯଥେଷ୍ଟ ପାରମଙ୍ଗତା ଆଣିପାରିଛି।‌ ଏଥିପାଇଁ ବିଶ୍ୱର ୪ର୍ଥ ବୃହତ ସଶକ୍ତ ସାମରିକ ଶକ୍ତିର ସ୍ଥାନ ଅକ୍ତିଆର କରିପାରିଛି। ଏବେ ଏଥିରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଛି। ଯାହାର ନାଁ…

ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଯଶୋଦା ମାଆ ଫାଉଣ୍ଡେସନ ତରଫରୁ ବର୍ଣ୍ଣୋବୋଧ ପାଠଶାଳାର କୁନିକୁନି ପିଲାମାନଙ୍କୁ ନେଇ ନୀଳାଦ୍ରିବିହାରସ୍ଥିତ ସୋମନାଥ ବସ୍ତି,ପଣ୍ଡାପାର୍କ ବସ୍ତି ଓ ସୀତାନାଥ ବସ୍ତିରେ ପାଳିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ବିଶିଷ୍ଟ ସମାଜସେବୀ ତଥା ବିଜୁ ଜନତା ଦଳର…

ଡିକେଙ୍କ ବଡ଼ ଖୁଲାସା; ରବି ଶାସ୍ତ୍ରୀଙ୍କ ପାଖରେ ରହିଛି ପ୍ରଶଂସା ଓ ସହନଶୀଳତାର ଅଭାବ

କ୍ରିକେଟ ତାରକାଙ୍କ ମଧ୍ୟରେ ତୁ ତୁ ମେଁ ମେଁ କିଛି ନୂଆ କଥା ନୁହେଁ। ଏହି କଥାର ଆଉ ଏକ ଉଦାହରଣ ହେଉଛି କ୍ରିକେଟ ତାରକା ଦିନେଶ କାର୍ତ୍ତିକ ଓ ରବି ଶାସ୍ତ୍ରୀଙ୍କର। ଦିନେଶ କାର୍ତ୍ତିକ ପ୍ରକାଶ କରିଛନ୍ତି ଯେ ଭାରତର…

ମାର୍କେଟକୁ ଆସିଲା ଫ୍ଲାଇଁ କାର

ତୈଳ ଦରରୁ ମୁକ୍ତି ପାଇବା ପାଇଁ ଆସିଛି ନୂଆ ବିକଳ୍ପ। ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ଇଲେକ୍ଟ୍ରିକ୍‌ ପରେ ଏବେ ମାର୍କେଟ୍‌କୁ ଆସିବାରେ ଲାଗିଛି ଫ୍ଲାଇଂ କାର। ଏହାର ନାଁ ପରି ଏହି କାର ଆକାଶରେ ଉଡ଼ିବା ସହ ରୋଡରେ ମଧ୍ୟ…

୧୦ରୁ ଅଧିକ ସନ୍ତାନ ଜନ୍ମ ହେଲେ ମିଳିବ ୧୦ ଲକ୍ଷ ଟଙ୍କା

କେଉଁଠାରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ବହୁ ନିୟମ କାନୁନ ଅଣାଯାଉଛି ତ ଆଉ କେଉଁଠି ଛୁଆ ଜନ୍ମ କରିବା ପାଇଁ ବଣ୍ଟାଯିବ ଟଙ୍କା । କୋଭିଡ ମହାମାରୀ ଏବଂ ପରେ ଋଷ ଆଉ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ କାହିଁ…

ସଂସ୍କୃତରେ ସ୍ୱାଧୀନତା ଦିବସର ମହାନତା ବଖାଣିଲେ ବିଦେଶିନୀ

ହିନ୍ଦୀ କହୁଥିବା କିମ୍ବା ହିନ୍ଦୀ ଗୀତରେ ନାଚୁଥିବା ବିଦେଶୀମାନଙ୍କ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥାଏ। ଏଥି ସହିତ, ଭାରତୀୟ ସଂସ୍କୃତି ସହିତ ଜଡିତ ବିଦେଶୀମାନଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଏ। ସେହିଭଳି କିଛି ସ୍ବାଧୀନତା ଦିବସରେ ଭାଇରାଲ ହେବାରେ ଲାଗିଛି।…

ବର୍ଣ୍ଣବୋଧ ପାଠଶାଳାରେ ଉଡିଲା ତ୍ରିରଙ୍ଗା

୭୬ ତମ ସ୍ବାଧୀନତା ଦିବସ, ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦିର ଅମୃତ ମହୋତ୍ସବ ଅବସରରେ ନୀଳାଦ୍ରିବିହାରସ୍ଥିତ ସୋମନାଥ ବସ୍ତିରେ ଯଶୋଦା ମାଆ ଫାଉଣ୍ଡେସନ ତରଫରୁ ବର୍ଣ୍ଣୋବୋଧ ପାଠଶାଳାର କୁନିକୁନି ପିଲାଙ୍କୁ ନେଇ ଦେଶର ଏହି ମହାନ୍ ପର୍ବ ପାଳିତ…