Mon. Nov 30th, 2026

Author: Sadba Odisha

ଥମୁନି ର୳୲ଗିଂ ନିଆଁ; ତକିଆ ସହ ସେକ୍ସ କରିବାକୁ କହୁଛନ୍ତି ସିନିଅର

ବର୍ତ୍ତମାନର ସମାଜରେ ର୳୲ଗିଂ ଏକ ଅଦୃଶ୳ ଅସ୍ତ୍ର ରୂପେ ଯୁବପିଢିଙ୍କୁ କୁମାନସିକତା ଆଡ଼କୁ ନେଇଯାଉଛି। ସବୁ ପ୍ରୟାସ ପରେ ବି ରାଙ୍ଗି ଥମିବାର ନାଁ ଧରୁନାହିଁ। ସିନିଅରମାନଙ୍କ ମଜା ମସ୍ତିରେ ବଳି ପଡୁଛନ୍ତି ଜୁନିୟର। ଏବେ ବଡ ଧରଣର ର୳୲ଗିଂ ମାମଲା…

ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ପ୍ରଶିକ୍ଷଣ

( ନବରଙ୍ଗପୁର ) : ଜିଲ୍ଲାରେ ଶିଶୁଧିକାର ଓ ସୁରକ୍ଷା , ବାଲ୍ୟ ବିବାହ ନିରାକରଣ , ପୋଷ୍ୟ ସନ୍ତାନ ଗ୍ରହଣ ଓ ଯୌନ ନିର୍ଯାତନାରୁ ଶିଶୁ ମାନଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କର ଭୂମିକା ଓ…

କ’ଣ ଥିଲା ଦ୍ରୌପଦୀଙ୍କର ପ୍ରକୃତ ନାଁ?

ସାରା ଦେଶରେ ଏବେ ଗୋଟିଏ ନାଁର ଚର୍ଚ୍ଚା ଚାଲିଛି। ସଭିଙ୍କ ମୁହଁରେ ଦ୍ରୌପଦୀ । ଦେଶର ପଞ୍ଚଦଶ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିଭିନ୍ନ କଥା ସାମ୍ନାକୁ ଆସୁଛି। ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା ହେବା ପୂର୍ବରୁ ସେ…

ଛୋଟ ପିଲାଙ୍କ ମୋବାଇଲ ନିଶା; ବୃଦ୍ଧି କରୁଛି ରୋଗର ଗନ୍ତାଘର

ଯଦି ଆପଣ ମଧ୍ୟ ମୋବାଇଲ୍ ସହ ନିଜ ଛୋଟ ପିଲାଙ୍କୁ ଖେଳିବାକୁ ଛାଡୁଛନ୍ତି, ତେବେ ସତର୍କ ରୁହନ୍ତୁ । ଖେଳ ସହ ଆପଣ ତାଙ୍କୁ ଆଖି ରୋଗ, ମେଦବହୁଳତା, ମଧୁମେହ, ଉଚ୍ଚ ରକ୍ତଚାପ, ଚିଡଚିଡା ସହିତ ଅଳ୍ପ ବୟସରେ ଅଧିକ ରୋଗ…

ବିବାହର ୭ ବର୍ଷ ପରେ ୫ଟି ଶିଶୁଙ୍କୁ ଜନ୍ମ ଦେଲେ ମହିଳା

କଥାରେ ଅଛି ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦିଅନ୍ତି। ଏକଥା ସତ ହୋଇଛି ରାଜସ୍ଥାନର ରେଶମାଙ୍କ ଘରେ। ବିବାହର ବହୁ ବର୍ଷ ପରେ କୋଳଟି ଫାଙ୍କା ପଡିଥିବାରୁ ସବୁବେଳେ କାନ୍ଦି କାନ୍ଦି ଦିନ ବିତାନ୍ତି। ତେବେ ଏକା ସାଙ୍ଗରେ ୫ଟି…

ଏଟିଏମରୁ ଟଙ୍କା ଉଠାଇବା ନେଇ ଆସିଲା ନୂଆ ପଦ୍ଧତି

ଏଟିଏମରୁ ଟଙ୍କା ଉଠାଇବା ବେଳେ ହେଉଥିବା ଠକେଇକୁ ଆଖି ଆଗରେ ରଖି ଭାରତର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ବଡ଼ ପରିବର୍ତ୍ତନ କରିଛନ୍ତି। ଯଦିଓ ଏବେ ଅଧିକାଂଶ ଲୋକ ୟୁପିଆଇ ଜରିଆରେ ନେଣଦେଣ କରୁଛନ୍ତି କିନ୍ତୁ ଗାଁ ଗହଳିରେ ଏବେ…

ବିଦ୍ୟାଳୟ ର ଟପର୍ ହେଲେ କଲ୍ୟାଣୀ

ନବରଙ୍ଗପୁର —ନବରଙ୍ଗପୁର୍ ଜିଲ୍ଲା କୋଷାଗୁମୁଡା ବ୍ଲକସଦର ମହକୁମା ଡ୍ରିମସ୍ ଇଣ୍ଡିଆ ପବ୍ଲିକ୍ ସ୍କୁଲର ଛାତ୍ରୀ କଲ୍ୟାଣୀ ଗୌଡ (ଚିଙ୍କି) ସିବିଏସ୍ଇ ମାଟ୍ରିକ ପରୀକ୍ଷାରେ ସ୍କୁଲ ଟପର୍ ହୋଇଛନ୍ତି । ଗୋଟିବେଡା ଭଳି ଏକ ଉପାନ୍ତ ଅଞ୍ଚଳର ଚାଷୀ ଚିତ୍ତରଞ୍ଜନ ଗୌଡ ଓ…

ତଳୁ ଉପରକୁ ପ୍ରବାହିତ ହେଉଥିବା ଝରଣା

ସାଧାରଣତଃ ଝରଣା କହିଲେ ଆମେ ଜାଣିଛେ ପାହାଡ଼ ମଧୁର ଜଳର ନିମ୍ନଗାମୀ ସ୍ରୋତ। ମାତ୍ର ଭାରତରେ ଏମିତି ଏକ ଝରଣା ଅଛି ଯେଉଠିଁ ପାଣିର ସ୍ରୋତ ଦିଗ ବିପରୀତ। ଏହାର ଅର୍ଥ, ଏହି ଝରଣାରେ ଜଳ ତଳୁ ଉପରକୁ ପ୍ରବାହିତ ହୋଇଥାଏ।…

ଅପମାନଜନକ ଶବ୍ଦରେ ମସ୍ତିଷ୍କ ଅଧିକ ସମ୍ବେଦନଶୀଳ ହୁଏ

କେବଳ ଶାରୀରିକ ଯନ୍ତ୍ରଣା ନୁହେଁ, ଅପମାନଜନକ ତଥା ମଧ୍ୟ ମନକୁ ଆଘାତ ଦେଇଥାଏ। ଗବେଷକମାନଙ୍କର ଏକ ଟିମ ଶବ୍ଦ ଦ୍ବାରା ଅପମାନର ସ୍ୱଳ୍ପକାଳୀନ ପ୍ରଭାବକୁ ମୂଲ୍ୟାଙ୍କନ କରିଛି। ଏଥିପାଇଁ ସେମାନେ ୭୯ଜଣ ମହିଳାଙ୍କ ଉପରେ ଇଲେକ୍ଟ୍ରୋଏନ୍ସଫାଲୋଗ୍ରାଫି ଏବଂ ଚର୍ମ ଚାଳନା ରେକର୍ଡିଂ…

୬୮ତମ ଜାତୀୟ ପୁରସ୍କାର ଘୋଷଣା, ଅଜୟ, ସୂରିଆ ଶ୍ରେଷ୍ଠ ଅଭନେତା

୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ଏଥର ପାଞ୍ଚଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଉଛି | ଏହି ପୁରସ୍କାରଗୁଡିକ 2020 ବର୍ଷ ପାଇଁ ଦିଆଯାଉଛି। ଚଳିତ ବର୍ଷ ଫିଚର ଫିଲ୍ମ କ୍ଷେତ୍ରରେ ୩୦୫ଟି ଫିଲ୍ମ ନାମାଙ୍କନ ହୋଇଛି। ବେଷ୍ଟ ଆକ୍ଟର-…