୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ଏଥର ପାଞ୍ଚଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଉଛି | ଏହି ପୁରସ୍କାରଗୁଡିକ 2020 ବର୍ଷ ପାଇଁ ଦିଆଯାଉଛି। ଚଳିତ ବର୍ଷ ଫିଚର ଫିଲ୍ମ କ୍ଷେତ୍ରରେ ୩୦୫ଟି ଫିଲ୍ମ ନାମାଙ୍କନ ହୋଇଛି।
ବେଷ୍ଟ ଆକ୍ଟର- ଅଜୟ ଦେବଗନ୍ (ତାନାଜୀ) ଓ ସୁରିଆ (ସୁରାରାଇ ପୋଟରୁ)
ବେଷ୍ଟ ହିନ୍ଦୀ ଫିଲ୍ମ- ତୁଲସୀଦାସ (ଆଶୁତୋଷ ଗୋୱାରିକର)
ବେଷ୍ଟ ପପୁଲାର ଫିଲ୍ମ- ତାନାଜୀ।
ବେଷ୍ଟ ଫିଚର ଫିଲ୍ମ – ସୁରାରାଇ ପୋଟରୁ (ତାମିଲ)
ବେଷ୍ଟ ଅଭିନେତ୍ରୀ – ଅପର୍ଣା ବାଲାମୁରାଲୀ (ସୁରାରାଇ ପୋଟରୁ)
ବେଷ୍ଟ ଗୀତିକାର – ମନୋଜ ମୁନ୍ତଶିର (ସାଇନା)
ବେଷ୍ଟ ବୁକ ଅନ ସିନେମା – ଦ ଲଂଗେଷ୍ଟ କିସ କିସ୍ – କିଶ୍ବର ଦେଶାଇଙ୍କ ଦ୍ୱାରା ଲେଖିତ।
ଚଳଚ୍ଚିତ୍ର ନରେସନ ବାୟସ ଓଭର ଆୱାର୍ଡ -ଶୋଭା ଥରୁର ଶ୍ରୀନିବାସନ ଫିଲ୍ମ ରାସ୍ପୋଡି ଅଫ ରେନ। ମନସୁନ ଅଫ କେରଳ ପାଇଁ।
ବେଷ୍ଟ ମ୍ୟୁଜିକ ନିର୍ଦ୍ଦେଶନା- ବିଶାଲ ଭରଦ୍ୱାଜ (୧୨୩୨ କିମି ପାଇଁ)
ବେଷ୍ଟ ଫଇଲ୍ମ ଅନ ଫ୍ୟାମିଲି ଭ୍ୟାଲୁଜ୍ – ଅଭିଜିତ୍ ଦଲଭି।
ମୋଷ୍ଟ ଫିଲ୍ମ ଫ୍ରେଣ୍ଡଲି ଷ୍ଟେଟ – ମଧ୍ୟପ୍ରଦେଶ।
ମୋଷ୍ଟ ଫିଲ୍ମ ଫ୍ରେଣ୍ଡଲି (ବିଶେଷ ଉଲ୍ଲେଖ) – ଉତ୍ତରାଖଣ୍ଡ ଓ ୟୁପି
ବେଷ୍ଟ ଫିଲ୍ମ ଅନ ସୋସିଆଲ ଇସ୍ୟୁ – ଜଷ୍ଟିସ୍ ଡିଲେଡ ବଟ ଡିଲିବର୍ଡ ଔର ଥ୍ରୀ ସିଷ୍ଟର୍ସ
+ There are no comments
Add yours