Mon. Nov 30th, 2026

Author: Sadba Odisha

ସାଉଦିରେ ଆଉ ଏକ ବୁର୍ଜ ଖଲିଫା

ଦୁନିଆର ସବୁଠାରୁ ଉଚ୍ଚ କୋଠା ଦୁବାଇର ବୁର୍ଜ ଖଲିଫା । ବର୍ତମାନ ଏହାକୁ ପଛରେ ପକାଇବାକୁ ସାଉଦି ଆରବର ରାଜକୁମାର ମହମ୍ମଦ ବିନ୍ ସଲମାନ୍ ପ୍ରସ୍ତୁତ ହେଉଛନ୍ତି । ସାଉଦି ଆରବ ପବ୍ଲିକ ଇନଭେଷ୍ଟମେଂଟ ଫଣ୍ଡ ଏକ ମେଗା ଟାୱାର ନିର୍ମାଣ…

ଅଧିକ ଚାପଗ୍ରସ୍ତ ହେଉଛନ୍ତି ମହିଳା;କ୍ରୋଧସ୍ତର ରହିଛି ୪୦.୬%

ଗତ ୧୦ ବର୍ଷ ମଧ୍ୟରେ ମହିଳାଙ୍କ ଚାପ ଅଧିକ ବଢିଛି । ଲୋକଙ୍କ ପରିବର୍ତନ ମାନସିକ ସ୍ଥିତି ଜାଣିବା ପାଇଁ ଓ ସେମାନଙ୍କ ଭାବନା ବୁଝିବା ପାଇଁ ଗୋଟିଏ ସେର୍ଭ କରାଯାଇଥିଲା । ୨୦୧୨ ରୁ ୨୦୨୧ ମସିହା ପର୍ଯ୍ୟନ୍ତ ୧୫୦…

ଗହୀରମଥାରେ ଅଲିଭରିଡଲେଙ୍କ ସମାଗମ

ଓଡିଶାର ଗହୀରି ମଥା ହେଉଛି ଅଲିଭରିଡଲେଙ୍କ ପାଇଁ ସର୍ବୋକୃଷ୍ଟ ସ୍ଥାନ । ଲକ୍ଷ ଲକ୍ଷ କଉଁଛ ଏଠାରେ ଅଣ୍ଡା ଦେବା ପାଇଁ ଆସିଥାନ୍ତି । ତାପମାତ୍ରା ବୃଦ୍ଧି ସହ କଇଁଛମାନଙ୍କର ପ୍ରଜନନ ଋତୁ ଆରମ୍ଭ ହୋଇଥାଏ । ଗହୀରମଥାରେ ଅଲିଭରିଡଲେ କଇଁଛଙ୍କର…

ଚିନ୍ତା ବଢାଇଲା ବିଶ୍ୱବ୍ୟାଙ୍କ

ପ୍ରତିବର୍ଷ ଭାରତର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହାର କାରଣ ଭାବେ ଜଳବାୟୁ ପରିବର୍ତନ ବୋଲି କୁହାଯାଉଛି । ଭାରତରେ ଗତ କିଛି ସମୟ ହେଲା ଗ୍ରୀଷ୍ମ ଲହର ଚିନ୍ତାଜନକ ରହିଛି । ଗ୍ରୀଷ୍ମ ଋତୁରେ ହେଉଥିବା ଏହି ଲହରକୁ…

ବାଣପୁରରେ ହିଂସା ବିରୋଧ ସଚେତନତା ଅଭିଯାନ” ଉଦଯାପିତ

ବିଶ୍ୱ ମାନବଧିକାର ଦିବସ ଅବସରରେ ବାଣପୁରର ଅଗ୍ରଣୀ ସେବାସଂସ୍ଥା “ଏକତା ପରିଷଦ ଟ୍ରଷ୍ଟ ତରଫରୁ ଆରମ୍ଭ ହୋଇଥିବା ମହିଳା ହିଂସା ବିରୋଧ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି । ଦୀର୍ଘ ୧୬ଦିନ ପରେ ଶାଳିଆ ଡ୍ୟାମ ନକଟରେ କାର୍ଯ୍ୟକ୍ରମର ଉଦଯାପନ କରାଯାଇଛି ।…

ରାଷ୍ଟ୍ରପତି କରୁଛନ୍ତି ସୋରିଷ ତେଲର ବିଜ୍ଞାପନ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫଟୋକୁ ବ୍ୟବହାର କରି ଏବେ ବିବାଦରେ ତେଲ କମ୍ପାନି । ରାସ୍ତା କଡରେ ଲାଗିଛି ବଡ଼ ବଡ଼ ହୋର୍ଡିଙ୍ଗ । ରାଷ୍ଟ୍ରପତି କରୁଛନ୍ତି ସୋରିଷ ତେଲର ବିଜ୍ଞାପନ । କରଞ୍ଜିଆ ସହର ସହ ଆଖପାଖ ଅଂଚଳରେ ମଧ୍ୟ…

ଆସୁଛି ବାତ୍ୟା, ତାମିଲନାଡୁରେ ଆର୍ଲଟ

ଭୀଷଣ ବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ ମାଣ୍ଡୋସ । ତାମିଲନାଡୁର ମାମଲ୍ଲାପୁରମ ଉପକୂଳରେ ଛୁଇଁବ ସ୍ଥଳଭାଗ । ଆଜି ମଧ୍ୟରାତ୍ର ସୁଦ୍ଧା କରିବ ଲ୍ୟଣ୍ଡଫଲ୍ । ତାମିଲନାଡୁର ମାମଲ୍ଲାପୁରମ ଉପକୂଳରେ ଛୁଇଁବ ସ୍ଥଳଭାଗ । ଦକ୍ଷିଣ-ପୂର୍ବ ପାଶ୍ୱର୍ବର୍ତୀ ଓ ଦକ୍ଷିଣ-ପଶ୍ଚିମ…

ଆପଣ ବିବାହିତ କି? କେନ୍ଦ୍ର ସରକାରଙ୍କ ଯୋଜନା, ମାସକୁ ୧୮ ହଜାର ୫ ଶହ ଟଙ୍କା

ବିବାହିତଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ବର୍ତ୍ତମାନ ବିବାହିତଙ୍କ ପାଇଁ ନୂଆ ଯୋଜନା ଆଣିଛନ୍ତି ଯେଉଁଥିରେ ତାଙ୍କୁ ଅନେକ କିଛି ସୁବିଧା ମିଳିବାକୁ ଯାଉଛି । ତେବେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଭିତରୁ ଅନେକ ଯୋଜନାରେ ଲୋକଙ୍କୁ…

ଲଗାତର କଂଗ୍ରେସର ବିପର୍ଯ୍ୟୟ , ୮ ବର୍ଷରେ ୪୭ ବିଧାନସଭା ନିର୍ବାଚନ, ୬ରେ ବିଜୟ

ବର୍ଷ ୨୦୨୨ ଶେଷ ହେଉ ହେଉ ଦୁଇଟି ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । କାରଣ ଦଳ ହିମାଚଳ ପ୍ରଦେଶରେ ୫ ବର୍ଷ ପରେ ପୁଣିଥରେ ସରକାରକୁ ଫେରିଛି । ସେପଟେ କିନ୍ତୁ ଗୁଜରାଟରେ ସବୁଠାରୁ ବଡ…

ଗୁଜରାଟ ପରାଜୟ ପଛରେ ଲୁଚିଛି ‘ବଡ ବିଜୟ’

ଗୁଜରାଟରେ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଐତିହାସିକ ବିଜୟ ହାସଲ କରିଛି । ଏହା ପୂର୍ବରୁ କେବଳ ପଶ୍ଚିମବଙ୍ଗରେ ସିପିଆଇ ଲଗାତର ୭ଥର ନିର୍ବାଚନରେ ବିଜୟ ହାସଲ କରି ରେକର୍ଡ ସୃଷ୍ଟି କରିଥିଲା । ତେବେ ଗୁଜରାଟରେ ବିଜେପି ଐତିହାସିକ…