Mon. Nov 30th, 2026

Author: Sadba Odisha

ଛାତ୍ର ସଂସଦ ନିର୍ବାଚନ ନେଇ ହାଇକୋର୍ଟଙ୍କ ନୋଟିସ୍

ଛାତ୍ର ସଂସଦ ନିର୍ବାଚନ ନେଇ ହାଇକୋର୍ଟଙ୍କ ନୋଟିସ୍ । ରାଜ୍ୟ ମୁଖ୍ୟ ଶାସନ ସଚିବ, ଉଚ୍ଚଶିକ୍ଷା ବିଭାଗ ସଚିବ ଓ ଗଣଶିକ୍ଷା ବିଭାଗ ସଚିବଙ୍କୁ ନୋଟିସ୍ କରିଛନ୍ତି ହାଇକୋର୍ଟ । ସପ୍ତାହକ ଭିତରେ ନୋଟିସର ଜବାବ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି…

କଂସାରିଗୁଡ଼ାରେ ହିଣ୍ଡାଲକୋ ପ୍ରତିଷ୍ଠା କରିବ ଆଲୁମିନା ରିଫାଇନାରି ପ୍ଲାଣ୍ଟ, ସ୍ୱାକ୍ଷରିତ ହେଲା ବୁଝାମଣା ପତ୍ର

ରାୟଗଡା କଂସାରିଗୁଡ଼ାରେ ହିଣ୍ଡାଲକୋ ପ୍ରତିଷ୍ଠା କରିବ ଆଲୁମିନା ରିଫାଇନାରି ପ୍ଲାଣ୍ଟ। ୮ହଜାର କୋଟି ଟଙ୍କା ପୁଞ୍ଜିନିବେଶରେ ବାର୍ଷିକ ଉତ୍ପାଦନ ହେବ ୨ମିଲିୟନ ଟନ୍ ଆଲୁମିନା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନ କନଭେନ ସେଣ୍ଟରରେ ଓଏମସି ଓ ହିଣ୍ଡାଲକୋ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାପାନୀ ଭାଷା ସାର୍ଟିଫିକେଟ ପାଠ୍ୟକ୍ରମ ର ଶୁଭାରମ୍ଭ

କୋରାପୁଟ : ଚଳିତ ଶିକ୍ଷା ବର୍ଷ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ବିକାଶ ରଲକ୍ଷ୍ୟ ନେଇ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ପକ୍ଷରୁ ୨୦୨୩ ଅକ୍ଟୋବର ୩ ତାରିଖରେ ଜାପାନୀ ଭାଷା ସାର୍ଟିଫିକେଟ୍ ପାଠ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି…

ଉତ୍ତର ସିକିମ୍‌ରେ ହୋଇଥିବା ବାଦଲ ଫଟା ବର୍ଷା,୨୩ ସେନା ନିଖୋଜ

ଉତ୍ତର ସିକିମ୍‌ରେ ହୋଇଥିବା ବାଦଲ ଫଟା ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବନ୍ୟାରେ ୨୩ ସେନା ନିଖୋଜ ହୋଇଯାଇଛନ୍ତି। ଏହି କାରଣରୁ ଉପତ୍ୟକାର କିଛି ସାମରିକ ପ୍ରତିଷ୍ଠାନ ପ୍ରଭାବିତ ହୋଇଛି। ଚୁଙ୍ଗଥାଙ୍ଗ ଡ୍ୟାମରୁ ଜଳ ଛାଡିବା ହେତୁ…

ମୁଖ୍ୟମନ୍ତ୍ରୀ ହେଲେ ଡାକ୍ତର, ଅପରେସନ କରି ଜୀବନ ଦେଲେ

ମୁଖ୍ୟମନ୍ତ୍ରୀ ହେବା ପରେ ଜଣଙ୍କର ରାଜନୈତିକ ଜୀବନ ବ୍ୟତୀତ ଅନ୍ୟ ଦାୟିତ୍ୱ ପୂରଣ କରିବା ଅତ୍ୟନ୍ତ କଷ୍ଟକର ହୋଇପଡେ, କିନ୍ତୁ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ମଙ୍ଗଳବାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ବୃତ୍ତି ଅନୁଯାୟୀ ଡାକ୍ତର ଥିବା ମାଣିକ ସାହା ମଙ୍ଗଳବାର…

ଦିଲ୍ଲୀ- ଏନ୍‌ସିଆର ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ଭୂକମ୍ପ ଝଟକା।

ଦିଲ୍ଲୀ- ଏନ୍‌ସିଆର ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ଭୂକମ୍ପ ଝଟକା। ମଙ୍ଗଳବାର ଅପରାହ୍ନ ୨.୫୩ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେସମୋଲୋଜି ସେଣ୍ଟର ଅନୁଯାୟୀ, ଭୂକମ୍ପର ତୀବ୍ରତା ୬.୨ ମାପ କରାଯାଇଛି। ଏହାର କେନ୍ଦ୍ର ନେପାଳରେ ରହିଥିବା ବେଳେ…

ଯଶୋଦା ମାଆ ଫାଉଣ୍ଡେସନର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

ସୋମବାର ନୀଳାଦ୍ରିବିହାର ସ୍ଥିତ ପଣ୍ଡାପାର୍କ ବସ୍ତିରେ ଯଶୋଦା ମା ଫାଉଣ୍ଡେସନ ଆନୁକୁଲ୍ୟରେ ବର୍ଣ୍ଣବୋଧ ପାଠଶାଳା ପିଲାଙ୍କ ଗହଣରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରଥମେ ମହାନ୍ ଜନନାୟକଙ୍କ ଫଟୋରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ଶ୍ରୀମତୀ ଲେଙ୍କା ପିଲାମାନଙ୍କୁ…

ଥ୍‌ଓସୋଫିକାଲ ଅର୍ଡର ଅଫ୍ ସର୍ଭିସ୍, ଓଡ଼ିଶା ଅଞ୍ଚଳର ଦଶମ ବାର୍ଷିକ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ

ଥ୍‌ଓସୋଫିକାଲ ଅର୍ଡର ଅଫ୍ ସର୍ଭିସ୍ (ଟି.ଓ.ଏସ୍), ଓଡ଼ିଶା ଅଞ୍ଚଳ ର ଦଶମ ବାର୍ଷିକ ଆଞ୍ଚଳିକ ସମ୍ମିଳନୀ ୨୨/୦୯/୨୦୨୩ରେ ରମା ଦେବୀ ମହିଳା ବିଶ୍ବବିଦ୍ୟାଳୟ ଭୁବନେଶ୍ବର, ଅଡିଟୋରିୟମରେ ସନ୍ଧ୍ୟା ୬ଟାରୁ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀର ବିଷୟବସ୍ତୁ ଥିଲା “ସମ୍ବେଦନା ସହିତ…

ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲା : ଶୁଣାଣି ଶେଷ ପରେ ରାୟକୁ ସଂରକ୍ଷିତ ରଖିଲେ କୋର୍ଟ

ହାଇକୋର୍ଟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲା । ଶୁଣାଣି ଶେଷ ପରେ ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ । ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ୍ ସାବତ୍ରୀ ରଥଙ୍କ ଖଣ୍ଡପୀଠରେ ହୋଇଛି ଶୁଣାଣି । ତୃତୀୟ ଥର ଶୁଣାଣିରେ କୋର୍ଟ ରାୟ ସଂରକ୍ଷିତ…

ଅଶ୍ୱ ଚାଳନାରେ ଭାରତକୁ ସ୍ୱର୍ଣ୍ଣ ପଦକ

୧୯ତମ ଏସିଆନ ଗେମ୍ସରେ ଇତିହାସ ରଚିଛି ଭାରତ। ୪୧ ବର୍ଷ ପରେ ପ୍ରଥମଥର ପାଇଁ ଭାରତକୁ ଅଶ୍ୱ ଚାଳନାରେ ମିଳିଛି ସ୍ୱର୍ଣ୍ଣ। ୧୯୮୨ ଠାରୁ ଏଯାଏ ଭାରତ କେବେ ହେଲେ ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତି ନଥିଲା। ହେଲେ ଆଜି…